Latest Odisha News
Browsing Tag

Lunar eclipse

୨୦୨୩ ପରାଗ: ଗୋଟିଏ ପକ୍ଷରେ ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟପରାଗ

ଭୁବନେଶ୍ୱର: ୨୦୨୩ ପାଇଁ ଆଉ କେଇ ଘଣ୍ଟାର ପ୍ରତୀକ୍ଷା । ଗୋଟିଏ ଆଶା..ଗୋଟିଏ ଅପେକ୍ଷା..ନୂଆ ବର୍ଷ ଶୁଭଙ୍କର ହେଉ । ଦୂର ହେଉ ରୋଗ ଭୟ..ହଟିଯାଉ ପ୍ରାକୃତିକ ଦୂର୍ବିପାକର ବିପତ୍ତି ।   ୨୦୨୩ କ’ଣ ଭେଟି ନେଇ ଆସିବ ତାହା ତ ସମୟ କହିବ, ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ ବର୍ଷ ୨୦୨୩ରେ ଅନେକ…

ଚନ୍ଦ୍ର ଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ଘଟଣା, ୮ ଗିରଫ

ଭୁବନେଶ୍ୱର: ବିଜ୍ଞାନ, ବିଶ୍ୱାସକୁ ନେଇ ହେତୁବାଦୀ-ପରମ୍ପରାବାଦୀ ଖଣ୍ଡଯୁଦ୍ଧ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ବୁଧବାର ଖାରବେଳ ନଗର ଥାନା ପୋଲିସ ୮ ଜଣଙ୍କୁ ଗିରଫ କରିଛି । ହେତୁବାଦୀଙ୍କ ଉପରେ ବଳପୂର୍ବକ ଆକ୍ରମଣ ପାଇଁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ମଙ୍ଗଳବାର…

ମହାଜାଗତିକ ଦୃଶ୍ୟ: ଆକାଶରେ ଲୋହିତ ଚନ୍ଦ୍ର

ଭୁବନେଶ୍ୱର : ମହାକାଶରେ ଲୋହିତ ଚନ୍ଦ୍ର । ଦେଖୁ ଦେଖୁ ଲାଲ୍ ରଙ୍ଗ ଧାରଣ କରିଥିଲା ସୁନ୍ଦର ଶୀତଳ ଚନ୍ଦ୍ର । ପୁରୀ ସମେତ ରାଜ୍ୟର ସମସ୍ତ ସ୍ଥାନକୁ ମହାକାଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ଆଂଶିକ ଗ୍ରହଣ ଦୃଶ୍ୟମାନ ହୋଇଛି । ଛାଇ ଆଲୁଆର ଖେଳକୁ କେତେକ ଦେଶର …

ଓଡ଼ିଶାର କେଉଁଠି, କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ତେବେ ଚନ୍ଦ୍ର ଗ୍ରହଣ ଜହ୍ନ ଉଦୟ ପୂର୍ବରୁ ସଂଗଠିତ ହେଉଥିବାରୁ ସବୁ ସ୍ଥାନରେ ଦେଖାଯିବ ନାହିଁ । କିନ୍ତୁ ଚନ୍ଦ୍ର ଗ୍ରହଣ ଛାଡ଼ିବା ଦୃଶ୍ୟ ଦେଖାଯିବ । ଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ଦିନ ୨ଟା ୩୯ରେ ଆରମ୍ଭ ହେବ । ସମ୍ପୂର୍ଣ୍ଣ…

ଆସନ୍ତାକାଲି ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର : ଆସନ୍ତାକାଲି ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଅପରାହ୍ନ ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ହେବ । ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇ ୬ଟା୧୮ ମିନିଟରେ ଗ୍ରହଣ ସର୍ବମୋକ୍ଷ ହେବ । ମୋଟ ୧ଘଣ୍ଟା ୧୨ ମିନିଟ ୪୮ ସେକେଣ୍ଡ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଦେଶସାରା…

ଅମାବାସ୍ୟାରେ ହେବ ସୂର୍ଯ୍ୟପରାଗ, ଶ୍ରୀମନ୍ଦିରରେ କିଭଳି ହେବ ଦେବନୀତି

ପୁରୀ : କାର୍ତ୍ତିକ ମାସରେ ପଡ଼ୁଛି ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ । ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ହେବା ସହ ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଶ୍ରୀମନ୍ଦିରରେ କିଭଳି ଦେବନୀତି ସମ୍ପନ୍ନ ହେବ ସେନେଇ ସବୁଠି ଚର୍ଚ୍ଚା ଚାଲିଛି। ଶ୍ରୀମନ୍ଦିର ପରିଚାଳନା କମିଟି…

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଖାଲି ଆଖିଲେ ଦେଖିବା ସମ୍ଭବ ନୁହେଁ

ନୂଆଦିଲ୍ଲୀ: ଆଜି ପଡୁଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହି ଗ୍ରହଣ ଭାରତ ସମେତ କିଛି ଦେଶରେ ଦେଖିବାକୁ ମିଳିବ । ଆଜି ଦିନ ୧.୦୨ ମିନିଟ୍ ୨୨ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୫.୨୩ ସେକେଣ୍ଡ ପର୍ୟ୍ୟନ୍ତ ଚାଲିବ । ଭାରତ, ଆମେରିକା, ଅଷ୍ଟ୍ରେଲିଆ ସମେତ ଏସିଆ ମହାଦେଶ ଅଞ୍ଚଳରେ ଦେଖାଯିବ…