Latest Odisha News

BREAKING NEWS

Browsing Tag

madhya pradesh

ଓମିକ୍ରନ୍‌ ଭୟ; ଏଥର ହେବନି ପଞ୍ଚାୟତ ନିର୍ବାଚନ

ଭୋପାଳ: ଦେଶରେ ଓମିକ୍ରନ୍‌ ଆତଙ୍କ ମଧ୍ୟରେ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଆଜି ମଧ୍ୟପ୍ରଦେଶରେ ସରକାରଙ୍କ କ୍ୟାବିନେଟ ବୈଠକରେ ପାରିତ ହୋଇଥିବା ଏହି ନିୟମ ପ୍ରତ୍ୟାହାର କରି ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି।…

କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ମଧ୍ୟପ୍ରଦେଶରୁ ନେଲଣି ୪ ଜୀବନ

ଭୋପାଳ: କରୋନା ସେକେଣ୍ଡ ଓ୍ୱେଭ୍ ସରି ସରି ଆସୁଥିବା ବେଳେ ଡେଲଟା ଭାରିଆଣ୍ଟ ଟେନସନ୍ ସରିନି । ଚିନ୍ତା ବଢ଼ାଇଲାଣି ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟ । ମଧ୍ୟପ୍ରଦେଶ ଶିବପୁରୀରେ ଡେଲଟ୍ ପ୍ଲସ୍ ଭାରିଆଣ୍ଟ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ମଧ୍ୟପ୍ରଦେଶରୁ ମହାରାଷ୍ଟ୍ର ସବୁଠି ମେଡିକାଲରେ ଅମ୍ଲଜାନ ଅଭାବ

ନୂଆଦିଲ୍ଲୀ: କରୋନା ସହ ଦେଶ ଲଢ଼ୁଛି । ସ୍ଥିତି ଏମିତି ହୋଇଛି ଯେ ସବୁଠି ସ୍ୱାସ୍ଥ୍ୟସେବାକୁ ନେଇ ହାହାକାର ପଡ଼ିଲାଣି । ଗୋଟିଏ ପଟେ ସଂକ୍ରମଣ ଭୟ, ଅନ୍ୟପଟେ ବିଗିଡ଼ି ପଡ଼ିଥିବା ସ୍ୱାସ୍ଥ୍ୟସେବା ଡର ଭିତରେ ଜୀବନ ବିତୁଛି । କାରଣ ଅଧିକାଂଶ ସ୍ଥାନରେ ହସ୍ପିଟାଲରେ ବେଡ୍ ଖୋଲି ନାହିଁ ତ ଆଉ…

ମଧ୍ୟପ୍ରଦେଶରେ ‘ଲଭ୍ ଜିହାଦ’ ଅଧ୍ୟାଦେଶ ଆସିବାର ୨୩ ଦିନରେ ହାରାହାରି ୨୩ ମାମଲା

ଭୋପାଳ: ଫ୍ରିଡମ୍ ଅଫ୍ ରିଲିଜିଅନ୍ ଅର୍ଡିଆନ୍ସ ବା ଧର୍ମ ସ୍ୱାଧୀନତା ଅଧ୍ୟାଦେଶ ଆସିବା ପରେ ମଧ୍ୟପ୍ରଦେଶର ଦୈନିକ ହାରାହାରି ଗୋଟିଏ ମାମଲା ଆସୁଛି । ଯାହାକୁ ‘ଲଭ୍ ଜିହାଦ’ ମାମଲା କୁହାଯାଉଛି । ଅଧ୍ୟାଦେଶ ଲାଗୁର ପ୍ରଥମ ମାସରେ ୨୩ଟି ମାମଲା ରୁଜୁ ହୋଇଛି । ଜାନୁଆରୀ ୯ରେ ରାଜ୍ୟ ସରକାରଙ୍କ…

କଣ୍ଟ୍ରାକ୍ଟ ଫାର୍ମିଂ ନାଁରେ ଠକେଇ; ଟଙ୍କା ନେଇ କମ୍ପାନୀ ଫେରାର୍, ଏଫଆଇଆର୍ ରୁଜୁ ପାଇଁ ଚାଷୀ ନାକେଦମ୍

ଭୋପାଳ: କେନ୍ଦ୍ରର କୃଷି ଆଇନକୁ ନେଇ ୮୦ ଦିନରୁ ଊର୍ଦ୍ଧ୍ୱ ଦିନ ହେଲା କୃଷକ ଆନ୍ଦୋଳନ କରୁଛନ୍ତି । ଆଇନରେ ଯେଉଁ କଥାକୁ ନେଇ ଚାଷୀ ଡରୁଛନ୍ତି ତା’ର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ବିଜେପି ଶାସିତ ମଧ୍ୟପ୍ରଦେଶରେ । ଯାହା କଣ୍ଟ୍ରାକ୍ଚ ଫାର୍ମିଂ ଲାଗୁ ହେଲେ କୃଷକଙ୍କ ଆୟ ବଢ଼ିବା ସହ…

ଖୋଲା ବୋରୱେଲରେ ଖସି ପଡିଲା ୩ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ଭୋପାଲ: ଖୋଲା ବୋରୱେଲରେ ଗଳି ପଡିଲା ୩ ବର୍ଷର ଶିଶୁ । ଶିଶୁକୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରୟାସ। ଶିଶୁଟିକୁ ବଂଚାଇବା ପାଇଁ ରାତିତମାମା ଚାଲିଛି ରେସକ୍ୟୁ ଅପରେସନ୍ । ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ପୋଲିସ ଓ ସେନା । ମଧ୍ୟପ୍ରଦେଶ ନିୱାରୀ ଜିଲ୍ଲାର ପୃଥ୍ୱୀପୁର ଅଂଚଳରେ ଘଟିଛି…

ଚାଷୀଙ୍କ ପାଇଁ ବାର୍ଷିକ ୧୦୦୦୦ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ

ଭୋପାଳ: କୃଷକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୧୦୦୦୦ ସହାୟତା ରାଶି ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶର 'କିସାନ ସମ୍ମାନ ନିଧି' ଅଧୀନରେ କୃଷକମାନଙ୍କୁ ଏହି ରାଶି ମିଳିବ ବୋଲି ଜଣା ପଡ଼ିଛି । ଏହାପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିବା ପିଏମ ସାମନ…

ହଠାତ୍ ମାଡିଆସିଲା ବିପଦ ..

ମଧ୍ୟପ୍ରଦେଶ: ସୋମବାର ଦେହିରିଆ କେନାଲରେ ଏକ ଅଘଟଣ ଘଟିଯାଇଛିି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାଟି ଥିଲା କିଛି ଏପରି । ରେଖା ବାଇ ନାମକ ଜଣେ ମହିଳାଙ୍କର ଦେହ ଅସୁସ୍ଥ ଥିବାରୁ ସେ ଏକ ମାରୁତି ଭ୍ୟାନ ଭଡା କରି ସହରକୁ ଡାକ୍ତର ଦେଖାଇବାକୁ ଯାଇଥିଲେ ।…

ବାପା ଜୋତା ବ୍ୟବସାୟୀ, ଝିଅ ଯୁକ୍ତ୨ ଟପର୍‌

ଭୋପାଲ: ରାସ୍ତାକଡର ଜୋତା ବିକାଳୀଙ୍କ ଝିଅ ଏବେ ଟପ୍‌ର । ସେ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଯୁକ୍ତ ୨ ବିଜ୍ଞାନରେ ତୃତୀୟ ସ୍ଥାନ ଅଧିକାର କରି ନିଜ ବାପା ମାଆଙ୍କୁ ଗୌରବାନିତ୍ୱ କରିଛନ୍ତ ଭୋପାଲର ମଧୁ ଆର୍ଯ୍ୟ । ସେ ଯୁକ୍ତ ୨ ମଧ୍ୟପ୍ରଦେଶ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବୋର୍ଡ…

[ଭିଡିଓ] ମଝି ନଦୀରେ ନେଉଥିଲେ ସେଲ୍‌ଫି, ଆଉ ତା’ପରେ…

ମଧ୍ୟପ୍ରଦେଶ: ଏକ ଛାତି ଥରାଇଦେଲାଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମଧ୍ୟପ୍ରଦେଶର ଚିନ୍ଦୱାରା ଜିଲ୍ଲାର ଦୁଇ ଜଣ ଯୁବତୀ ଫଟୋ ଉଠାଇ ନିଜ ମରଣକୁ ଡାକିଥିଲେ । ହେଲେ ସୌଭାଗ୍ୟବଶତଃ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଉଦ୍ଧାର ପାଇଥିଲେ । ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଇପାରେ ଯେ,…