Latest Odisha News

BREAKING NEWS

Browsing Tag

MadhyaPradesh

ଭାରତର ଏକ ଅଜବ୍ ଗାଁ’, ଯେଉଁଠି ବିବାହ ପରେ ଝିଅକୁ ବିଧବା ବେଶରେ ବିଦା କରାଯାଏ

ନୂଆଦିଲ୍ଲୀ: ଦୁନିଆର ସବୁ ଝିଅ ନିଜ ବିବାହ ସମୟରେ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା କରିଥାନ୍ତି । ତାଙ୍କର ସୁନ୍ଦରତାକୁ ନେଇ ଅନେକ ଲୋକ ପ୍ରଶଂସା ମଧ୍ୟ କରିଥା'ନ୍ତି । ବିଶ୍ବର ପ୍ରତ୍ୟେକ ସ୍ଥାନରେ ବିବାହର ରୀତିନୀତି  ଭିନ୍ନ  ଧରଣର ହୋଇଥାଏ ଓ ଯୁଗ ଯୁଗରୁ ରହିଆସିଥିବା ସେହି…

ଶୂନ୍ୟରେ ଝୁଲି ରହିଛି ଭୂତ ମନ୍ଦିର, ଜାଣନ୍ତୁ ଏହାର ରହସ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମଗ୍ର ବିଶ୍ୱରେ ଭାରତ ଏକ ପ୍ରମୁଖ ଧାର୍ମିକ ସ୍ଥଳ ଭାବରେ ଜଣାଶୁଣା । ଖାସ କରି ହିନ୍ଦୁ କେନ୍ଦ୍ରସ୍ଥଳ ଭାବରେ ଭାରତ ଜଣାଶୁଣା । ଏଠାରେ ଅନେକ ମନ୍ଦିର ଅବସ୍ଥିତ ରହିଛି । ହେଲେ ଏହି ମନ୍ଦିର ସହ ଜଡ଼ିତ ରହିଥିବା ଅନେକ ରହସ୍ୟମୟ କାହାଣୀ ସମ୍ପର୍କରେ ହୁଏତ ଆପଣ ଜାଣିଥିବେ…

କୁନୋ ନ୍ୟାସନାଲ ପାର୍କରେ ଚିତା ଲଢେଇ; ମୁହାଁମୁହିଁ ହେଲେ ନାମିବ୍ୟା ଓ ଆଫ୍ରିକା ଚିତା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କର ମୁକ୍ତ ଜଙ୍ଗଲରେ ବୁଲୁଥିବା ଚିତାଙ୍କ ମଧ୍ୟରେ ଘମାଘମ୍ ଲଢ଼େଇ । ମୁହାଁମୁହିଁ ହୋଇଥିଲେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକା ଚିତା ଦଳ। ଦୁଇ ଚିତା ଦଳ ଲଢେଇରେ ଗାେଟିଏ ଚିତା ଆହତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପାର୍କର ଜଣେ ଅଧିକାରୀ ।…

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପିକୁ ହରାଇବେ ସିନ୍ଧିଆ !

ଭୁବନେଶ୍ୱର: କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ବିଜେପିର ବରିଷ୍ଠ ନେତାଙ୍କ ଅସନ୍ତୋଷର କଥା ପଦାକୁ ଆସୁଛି। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଏଭଳି କିଛି ଖବରକୁ ନେଇ ରାଜ୍ୟ ରାଜନୀତି ଗତିଶୀଳ ହେଉଛି। ନିର୍ବାଚନ ବହୁ ପୂର୍ବରୁ ଟିକେଟକୁ ନେଇ ଅଡୁଆ ସ୍ଥିତି…

୭୫ ବର୍ଷ ପରେ କୁନୋରୁ ଆସିଲା ଖୁସି ଖବର ! ଏକାବେଳେ ୪ ଚିତା ଶାବକ ଜନ୍ମ ଦେଲା ନାମିବ୍ୟାରୁ ଆସିଥିବା ‘ସିଆୟା’

ମଧ୍ୟପ୍ରଦେଶ : ଭାରତର ମାଟିରେ ପ୍ରାୟ ୭୫ ବର୍ଷ ପରେ ଜନ୍ମ ନେଇଛି ଚିତା ଶାବକ, ସେ ପୁଣି ଗୋଟିଏ କିମ୍ବା ଦୁଇଟି ନୁହେଁ ଚାରୋଟି । ବୁଧବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଚିତାବାଘ ‘ସିଆୟା’ ମାଆ ହେବା ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।…

ମାଉସୀ ଘର ଛାଡ଼ି ଦେବା ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗଣବଳାତ୍କାର

ଜବଲପୁର: ପୁଣି ସାମ୍ନାକୁ ଆସିଲା ଦୁଷ୍କର୍ମ ଘଟଣା । ୧୨ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ। ଏଭଳି ଘଟଣା ମଧ୍ୟପ୍ରଦେଶ ଜବଲପୁରରେ ଘଟିଛି  । ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।…

ଭୋକ ବିକଳରେ ରୁଟି ମାଗିବାକୁ ଯାଇଥିଲେ, ହେଲେ ଗଣଦୁଷ୍କର୍ମର ଶିକାର

ସତାନା(ମଧ୍ୟପ୍ରଦେଶ): ଭୋକ ବିକଳରେ ରୁଟି ଖଣ୍ଡେ ମାଗିଥିଲା । ରୁଟି ତ ମିଳିଲା, ହେଲେ ପିଶାଚଙ୍କ ହାବୁଡରେ ପଡିଗଲା ନିରୀହ ଝିଅଟି । ଗଣବଳାତ୍କାରର ଶିକାର ହେଲା । କେତେ ନୃଶଂସତାର କଥା ସତରେ ! ମାନବିକତା ପ୍ରତି କେତେ ବଡ ଅପମାନ  ! ଏମିତି ଏକ ହୃଦୟଥରା ଘଟଣା ସମ୍ନାକୁ ଆସିଛି ମଧ୍ୟପ୍ରଦେଶର…