Latest Odisha News

BREAKING NEWS

Browsing Tag

Mahanadi Water Disputes

୨ ରାଜ୍ୟ ଏକାଠି ବସିଲେ ମହାନଦୀ ବିବାଦର ସମାଧାନ ସମ୍ଭବ କହିଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖରା ଦିନେ ମହାନଦୀ ଶୁଖିଲା ପଡ଼ୁଛି । ବର୍ଷା ଦିନେ ଉଛୁଳୁଛି । ମହାନଦୀକୁ ନେଇ ମୁଣ୍ଡ ଟେକିଥିବା ବିବାଦର କେମିତି ହେବ ସମାଧାନ । ମାମଲା ଟ୍ରିବୁନାଲରେ ଗଡ଼ି ଚାଲିଥିବା ବେଳେ ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ୍. ସିଂହଦେଓ ମତ ରଖିଛନ୍ତି ।…

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ, କ୍ଷେତ୍ର ପରିଦର୍ଶନରେ ଆସୁଛନ୍ତି ଟ୍ରିବ୍ୟୁନାଲ ଟିମ୍

ଭୁବନେଶ୍ବର : ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଏକ ସ୍ୱତନ୍ତ୍ର ଟିମ୍, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମଙ୍ଗଳବାର ଅପରାହ୍ନରେ ଛତିଶଗଡ଼ ରାୟପୁରରେ ପହଞ୍ଚିବେ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏଏମ ଖନବିକରଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମରେ ବୈଷୟିକ ଟିମ ସହିତ…

ମହାନଦୀ ଜଳ ବିବାଦରେ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ, ସମାଧାନ ପାଇଁ ଲୋଡିଲେ ସମସ୍ତଙ୍କ ସହଯୋଗ

ଭୁବନେଶ୍ବର : ମହାନଦୀ ଜଳ ବିବାଦ ନେଇ ଗୃହରେ ଶୁକ୍ରବାର ବିବୃତି ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହାନଦୀ ଜଳ ବିବାଦ ପଛରେ ଛତିଶଗଡ଼ ଏକ ତରଫା ଓ ବେଆଇନ ଭାବେ ପାଣି ଅଟକାଇବା ଦାୟୀ । ୬ଟି ବିଶାଳକାୟ ଶିଳ୍ପ ଭିତ୍ତିକ ବ୍ୟାରେଜ କରି ମହାନଦୀ…

ମହାନଦୀ ଜଳ ପାଇଁ ବ୍ୟାପକ ହେବ ଆନ୍ଦୋଳନ

ନୂଆଦିଲ୍ଲୀ: ମହାନଦୀ ପାଣି ପାଇଁ ପୁଣି ବ୍ୟାପକ ହେବ ଆନ୍ଦୋଳନ। ଆଜି ମହାନଦୀ ଟ୍ରିବ୍ୟୁନାଲର ୧୯ତମ ଶୁଣାଣି ପରେ ଏପରି କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ। ଏହି ମାମଲାରେ ଆସନ୍ତା ବୁଧବାର ସୁଦ୍ଧା ଟ୍ରିବ୍ୟୁନାଲରେ ମତ ରଖିବେ ଓଡ଼ିଶା- ଛତିଶଗଡ଼ । ମଧ୍ୟବର୍ତ୍ତୀକାଳୀନ…

ମହାନଦୀ ଜଳ ବିବାଦ: କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଚୂଡାନ୍ତ ହୋଇଥିବା ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜଷ୍ଟିସ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଛି । ଓଡ଼ିଶା ଓ ଛତିଶଗଡ଼ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି…

ଦାବି ମୁତାବକ ଜଳ ମଳିବା ଜରୁରୀ: ଜଳ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଛତିଶଗଡରୁ ବାହାରିଛି ସତ ହେଲେ ଏହାର ଅଧିକାଂଶ ଭାଗ ଓଡିଶାରେ ପ୍ରବାହିତ ହେଉଛି । ତେଣୁ ନ୍ୟାର୍ଯ୍ୟ ଦାବି ମୁତାବକ ଓଡିଶାକୁ ମହାନଦୀ ପାଣି ମଳିବା ଆବଶ୍ୟକ ବୋଲି କହିଛନ୍ତି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ମୌସୁମୀ ସମୟରେ ପାଣି ପାଇଁ କୌଣସି ଅସୁବିଧା ହେଉନାହିଁ,…