ମହାରାଷ୍ଟ୍ରର ମନ୍ତ୍ରୀ ଅନୀଲ ପରବଙ୍କୁ ସମନ୍ କଲା ଇଡି, ବୁଧବାର ହାଜର ହେବାକୁ ନିର୍ଦ୍ଦେଶ
ମୁମ୍ବାଇ: ମହାରାଷ୍ଟ୍ରର ମହା ବିକାଶ ଅଘାଡି ମେଣ୍ଟ ସରକାରର ମନ୍ତ୍ରୀ ଅନିଲ ପରବଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଜି) । ଆସନ୍ତାକାଲି ତାଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ଜେରା କରିବାକୁ ସମନ କରିଛି ଇଡି । ମହାରାଷ୍ଟ୍ରର ରତ୍ନାଗିରିରେ ଥିବା ଡାପୋଲି ରିସୋର୍ଟର ମନି ଲଣ୍ଡରିଂ…