Latest Odisha News

BREAKING NEWS

Browsing Tag

Malkangiri

ଆସନ୍ତା ୩ ତାରିଖରୁ ୫ ଯାଏଁ ମାଲକାନଗିରି ସଟଡାଉନ୍

ମାଲକାନଗିରି: ମାଲକାନଗିରିରେ ହେବ ଦୁଇ ଦିନିଆ ସଟଡାଉନ୍ । ଏନେଇ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୧୨ଟା ଯାଏଁ ମାଲକାନଗିରି ସଟଡାଉନ୍ ହେବ । ଏନେଇ ଆଜି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ…

ମାଲକାନଗିରି ଦୁଷ୍କର୍ମ ଘଟଣାରେ ରାଜ୍ୟ ମାନବାଧିକାରଙ୍କ ପାଖରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଆଜି ରାଜ୍ୟ ମାନବାଧିକାରଙ୍କୁ ଭେଟିଛିି ରାଜ୍ୟ ବିଜେପି । ଘଟଣାକୁ ଦେଢ ମାସ ବିତି ଯାଇଥିଲେ ସୁଦ୍ଧା ଏ ଯାଏଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ । ଘଟଣାରେ ମାନବାଧିକାର କମିଶନ…

ଲାଲଗଡରେ ନୂଆ ଥାନା, ଉଦ୍‌ଘାଟନ କଲେ ପୋଲିସ ଡିଜି

ମାଲକାନଗିରି: ଲାଲଗଡରେ ପ୍ରତିଷ୍ଠା ହେଲା ନୂଆ ଥାନା । ଶନିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଜୋଡାମ୍ବ ପଞ୍ଚାୟତ ନୂତନ ଥାନା ଉଦଘାଟନ କରାଯାଇଛି । ପୋଲିସ ଡିଜି ଅଭୟ ଶନିବାର ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଏହି ଥାନାକୁ ଉଦ୍‌ଘାଟନ କରିଛନ୍ତି । ଏଥିସହ ସେ…

ମାଲକାନଗିରିରେ ୨୧ କରୋନା ପଜିଟିଭ୍ ଚିିହ୍ନଟ

ମାଲକାନଗିରି: ମାଲାକାନଗିରିରେ ୨୪ ଘଣ୍ଟା ମଧ୍ୟରେ ୨୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମଙ୍ଗଳବାର ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏକ ସଂଗରୋଧ କେନ୍ଦ୍ରରେ ଆଜି ୨୧ଟି…

ଲାଲ ଇଲାକାର ୪ ବର୍ଷର କୁନି ଝିଅର କରୋନା ବାର୍ତ୍ତା, ଭିଡିଓ ଭାଇରାଲ

ମାଲକାନଗିରି: ମନ ଜିଣିଲା ଲାଲ ଇଲାକାର କୁନି ଝିଅ । ଲାଲ ଆତଙ୍କ ଲାଗି ଚର୍ଚ୍ଚାରେ ରହୁ ଥିବା ସୁକୁମା ଜିଲ୍ଲା ଏବେ ୪ ବର୍ଷର କୁନି ଝିଅର କୋରୋନା ବାର୍ତ୍ତା କୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ସୋସିଆଲ ମିଡିଆ ରେ କୋରୋନା ବାର୍ତ୍ତା ଦେଇ ପ୍ରଶଂସା ସାଉଁଟିଛନ୍ତି ଛତିଶଗଡ ସୁକୁମା…

ସାବାସ୍ ଶୁଭଶ୍ରୀ; ଲକ୍‌ଡାଉନରେ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ ମହିଳା ପୋଲିସ୍ !

ମାଲକାନଗିରି: ଗର୍ବ କରୁଛି ଆଜି ମାଲକାନଗିରି ତାଙ୍କର ମଣିଷପଣିଆକୁ ନେଇ, ସଲାମ କରୁଛି ତାଙ୍କ କର୍ତ୍ତବ୍ୟବୋଧତା ମାନବିକତା ପାଇଁ । ସୋସିଆଲ ମିଡ଼ିଆରେ ଘୁରି ଘୁରି ପ୍ରଶଂସା ସାଉଁଟୁଥିବା ଦେଶ ଭକ୍ତିର ଓ ମହିଳା ପୋଲିସ ଜନଙ୍କର ମାନବିକତା ର ରଙ୍ଗ କେତେ ଗାଢ଼ ।  ମାଲକାନଗିରି ମହିଳା…

ପ୍ରେମୀଙ୍କୁ ବିବାହ ଲାଗି ଝିଅରୁ ପାଲଟିଲେ ପୁଅ !

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜଣେ ମହିଳା ନିଜ ପ୍ରେମକୁ ପାଇବା ଲାଗି ଲିଙ୍ଗ ପରିବର୍ତ୍ତନ କରିବା ଭଳି ସମ୍ବେଦନଶୀଳ ଘଟଣା ନଜରକୁ ଆସିଛି । ସୂଚନାନୁଯାୟୀ, ସମ୍ପୃକ୍ତ ମହିଳା ଓ ତାଙ୍କ ପ୍ରେମୀ ତଥା ଅନ୍ୟ ଜଣେ ଯୁବତୀ ପାଖାପାଖି ୩ବର୍ଷ ହେବ ଲିଭ୍‌-ଇନ୍ ରିଲେସନସିପରେ ରହୁଥିଲେ ଏବଂ…

ମାଲକାନଗିରିରେ ପାଠପଢା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି ‘ଜାହାଜ ସ୍କୁଲ’ !

ମାଲକାନଗିରି: ମାଲାକାନଗିରିରେ ଜାହାଜ ସ୍କୁଲ । ଏହି ଉକ୍ତି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକପ୍ରକାର ସତ । ଛାତ୍ରଛାତ୍ରୀମାନଙ୍କୁ ଦୈନିକ ସ୍କୁଲ ଆସିବା ଲାଗି ଉତ୍ସାହିତ ତଥା ଆକର୍ଷିତ କରିବା ଲାଗି ଏଭଳି ଏକ ଅଭିନବ ପରିକଳ୍ପନା କରିଛନ୍ତି ସମ୍ପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷ ।…

ଇସ୍ରୋ ଯିବେ ଓଡିଆ ପୁଅ; ଜାଣନ୍ତୁ କାହିଁକି

ମାଲକାନଗିରି: ନିଜର ଦୃଢ଼ ଇଚ୍ଛା ଶକ୍ତି ତଥା କଠିନ ପରିଶ୍ରମ ବଳରେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ । ଏହି ଉକ୍ତିକୁ ଯର୍ଥାର୍ଥତା ପ୍ରଦାନ କରିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ମେଧାବୀ ଛାତ୍ର। ମାଲକାନଗିରି ଜିଲ୍ଲା ବାଲିମେଳାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୦ମ ଶ୍ରେଣୀ ଛାତ୍ର…

ମୋବାଇଲ୍ ଧରିଲେ ମିଳିବ ଦଣ୍ଡ; ମାଲକାନଗିରିରେ ମାଓବାଦୀଙ୍କ ଚେତାବନୀ

ମାଲକାନଗିରି: ମାଲକାନଗିରିରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମାଓବାଦୀମାନେ । ଏପରିକି ଗ୍ରାମବାସୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ଚେତାବନୀ ଦିଆଯାଇଛି । ଯାହାଫଳରେ ଅଣ୍ଡ୍ରାପଲ୍ଲୀ ପଞ୍ଚାୟତର କଟରା ଓ ଅରାପଦାର…