Latest Odisha News

BREAKING NEWS

Browsing Tag

Malkangiri

ମାଲକାନଗିରିରେ ୯୭ ଟପିଲା ଡିଜେଲ, ଶହେ ମୁହାଁ ପେଟ୍ରୋଲ୍

ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡିଜେଲର ଦର ପୁଣି ବଢ଼ିଛି । ଚଳିତ ମାସରେ ୧୪ ଥର ପାଇଁ ବଢ଼ିଛି ତୈଳଦର । ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ୨୪ ପଇସା ଓ ଡିଜେଲ୍ ୨୯ ପଇସା ବଢ଼ିଛି । ରାଜ୍ୟର ୭ଟି ଜିଲ୍ଲାରେ ଡିଜେଲ୍ ଦର ୯୪ ଟଙ୍କା ଉପରେ ରହିଛି । ମାଲକାନଗିରିରେ ଡିଜେଲର…

ସିଲେରୁ ନଈରେ ଡଙ୍ଗା ବୁଡ଼ି ଘଟଣା, ନିଖୋଜ ୨ ଜଣଙ୍କ ମୃତଦେହ ଠାବ

ମାଲକାନଗିରି: ଚିତ୍ରକୋଣ୍ଡା ସିଲେରୁ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା 8କୁ ବୃଦ୍ଧି ପାଇଛି । ଗତକାଲି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ନିଖୋଜ ଥିଲେ । ଗତକାଲି ମୃତ୍ୟୁବରଣ କରିଥିବା ୬ ଜଣଙ୍କ ମଧ୍ୟରେ ୫ ଜଣ ଶିଶୁଙ୍କ ସହ ଜଣେ ମହିଳା ଥିଲେ। ଗତ ୬ ମାସ ତଳେ…

ଆସିନି ବାତ୍ୟା, ଝଡବର୍ଷା ଭାଙ୍ଗିଦେଲା ଘର ଦୁଆର

ମାଲକାନଗିରି: ବାତ୍ୟା ୟସ୍ ପାଇଁ ଉପକୂଳବର୍ତ୍ତି ଜିଲ୍ଲାଗୁଡିକ ସଜାଗ ଥିବାବେଳେ ମାଲାକନଗିରି ଜିଲ୍ଲାରେ ଘୁର୍ଣ୍ଣିଝଡ ସହ ପ୍ରବଳ ବର୍ଷାରେ ବ୍ୟପକ କ୍ଷୟକ୍ଷତି ହୋଇଛି । ପଡିଆ ବ୍ଲକରେ ପ୍ରବଳ ବର୍ଷା ଓ ଝଡରେ ୩୦ରୁ ଅଧିକ ଲୋକଙ୍କ ଘର ଭାଙ୍ଗିଥିବାବେଳେ ଟିଣ ଘରର ଛପର ଉଡିଯାଇଛି । ରାସ୍ତାରେ…

ଚିତ୍ରକୋଣ୍ଡା ଡଙ୍ଗାବୁଡି ମାମଲା, ମିଳିଲା ୨ ମୃତଦେହ

ମାଲକାନଗିରି: ବୁଧବାର ମାଛଧରା ଡଙ୍ଗାବୁଡି ମାମଲାରେ ନିଖୋଜ ଥିଲେ ୩ଜଣ । ଗତକାଲି ନିଖୋଜଙ୍କ ମଧ୍ୟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଦମକଳ ବାହିନୀ ଠାବ କରିଥିଲା । ତେବେ ଆଜି ନିଖୋଜ ଅନ୍ୟ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଓଡ୍ରାଫ ଟିମ୍ ଓ ଦମକଳ ବାହିନୀ ମିଳିତ ଭାବେ ଆଜି ଜଣେ ଶିଶୁ ଓ ଜଣେ…

ଚିତ୍ରକୋଣ୍ଡା ଡଙ୍ଗାବୁଡି ମାମଲା, ଜଣେ ଉଦ୍ଧାର

ମାଲକାନଗିରି: ବହୁଚର୍ଚ୍ଚିତ ଚିତ୍ରକୋଣ୍ଡା ମାଛଧରା ଡଙ୍ଗାବୁଡି ମାମଲା । ଗତକାଲି ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗାବୁଡି ଘଟଣାରେ ନିଖୋଜ ତିନିଜଣଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଦମକଳ ବାହିନୀ ଜଣକର ମୃତଦେହ ଠାବ କରିବାରେ ସଫଳ ହୋଇଛି । ଗତକାଲିଠୁ ସର୍ଚ୍ଚ ଅପରେସନ୍…

ଓଡ଼ିଶାର ୯ ଜିଲ୍ଲାରେ ୯୫ ଡେଇଁଲା ପେଟ୍ରୋଲ୍, ମାଲକାନଗିରିରେ ଲିଟର ୯୮.୫୩ ଟଙ୍କା

ଭୁବନେଶ୍ୱର: ଦେଶରେ ତୈଳଦର ଆଜି ପୁଣି ବଢ଼ିଛି । ଯାହାର ପ୍ରଭାବ ଓଡ଼ିଶା ବଜାରରେ ମଧ୍ୟ ପରିଲକ୍ଷିତ ହୋଇଛି । ପେଟ୍ରୋଲ୍ ସହ ଡିଜେଲର ଦର ବୃଦ୍ଧି ପାଇଛି । ଗାଜା ପଟ୍ଟିରେ ବୃଦ୍ଧି ପାଉଥିବା ଉତ୍ତେଜନା ପାଇଁ ଆମେରିକା ଓ ପଶ୍ଚିମ ଏସିଆ ଦେଶର ତୈଳଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।…

ବଣ୍ଡାଘାଟିରେ କରୋନା; ୧୨ ଜଣ ସଂକ୍ରମିତ, ୪ ସୁସ୍ଥ  

ମାଲକାନଗିରି: ବଣ୍ଡାଘାଟିରେ ପଶିଲା କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଥିବା ବେଳେ ପ୍ରଥମ ଥର ପାଇଁ ବଣ୍ଡାଘାଟିରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଣ୍ଡାଘାଟିର ପ୍ରାୟ ୧୨ ଜଣ ଆଦିମ ଆଦିବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ୮ ଜଣ ହୋମ୍ ଆଇସୋଲସେନରେ ଥିବାବେଳେ ୪ ଜଣ ସୁସ୍ଥ…

ମାଲକାନଗିରିରେ ଆରମ୍ଭ ହେଲା ହୋମ୍ ଡେଲିଭରି ବ୍ୟବସ୍ଥା

ମାଲକାନଗିରି: କରୋନା ମହାମାରୀରେ ରାଜ୍ୟର ଅନ୍ୟ ଜିଲ୍ଲାଠାରୁ ଢେର ଆଗରେ ରହିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ପ୍ରଥମେ ସଂକ୍ରମଣ ରୋକିବାକୁ ସୀମା ସିଲ୍‌, ପରେ କରୋନା ରୋଗୀଙ୍କ ସମ୍ବନ୍ଧରେ ସଂପର୍କୀୟ କିମ୍ବା ପରିବାର ଲୋକଙ୍କୁ ଅବଗତ କରାଇବା ପାଇଁ ଇ-ସାକ୍ଷାତ ବ୍ୟବସ୍ଥା । ଆଉ ଏବେ…

ଘେରିଲେ ପଂଚାୟତ ଅଫିସ, ଝୁଲାଇଲେ ତାଲା

ମାଲକାନଗିରି: ମହଙ୍ଗା ପଡିଲା ସରଂପଚଙ୍କ ମନମୁଖୀ ଶାସନ । ଲୋକେ ତାତିଲେ, ବିରୋଧ କଲେ ଏପରିକି ପଂଚାୟତ ଅଫିସ ଘେରାଉ ବି କଲେ । ଶେଷରେ ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିୱାଡା ପଂଚାୟତ ଅଫିସରେ ତାଲା ବି ପକାଇଲେ । ମିଳିଥିବା ସୂଚନା ଅନୁଯାୟୀ ନୂତନ ପଂଚାୟତ ଅଫିସ…

ମାଲକାନଗାରି ବିଷାକ୍ତ ଲସି ମାମଲାରେ ନୂଆ ମୋଡ !

ମାଲକାନଗିରି: ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ସାପ୍ତାହିକ ହାଟର ବିଷାକ୍ତ ଲସି ମାମଲା । ଶୋଷ ମେଣ୍ଟାଇବାକୁ ଯାଇ ଲସି ପିଇଥିଲେ ଶତାଧିକ ଗ୍ରାମବାସୀ । ଏହି ମାମଲାରେ ଗତକାଲି ଜଣେ ନାବାଳିକାର ମୃତ୍ୟୁ ହୋଇଛି । ସିମିଳିବାଂଚାରେ ରହୁଥିବା ନାବାଳିକା ଜଣକ ଚିକିତ୍ସାଧୀନ ଅବସ୍ଥାରେ ଗୋଷ୍ଠୀ…