Latest Odisha News

BREAKING NEWS

Browsing Tag

Manish Sisodia

ପୁଣି ଜେରା କରିବ CBI, ସିସୋଦିଆ କହିଲେ ‘ବିରୋଧରେ ବ୍ୟବହାର ହେଉଛି ସବୁ କ୍ଷମତା’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତିକୁ ନେଇ ସିବିଆଇ ପୁଣି ଥରେ ମନୀଷ ସିସୋଦିଆଙ୍କୁ ପଚରାଉଚରା ପାଇଁ ଡାକିଛି । ଯାହାକୁ ନେଇ ସିସୋଦିଆ କହିଛନ୍ତି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପକ୍ଷରୁ ଏଜେନ୍ସି ଗୁଡ଼ିକ ମୋତେ ହଇରାଣ କରିବା ଲାଗି ସବୁ କ୍ଷମତା ଲଗାଇଛନ୍ତି । ସିସୋଦିଆ ଟ୍ୱିଟ୍ କରି…

‘ସତ୍ୟେନ୍ଦ୍ରଙ୍କୁ ଡାକ୍ତର ଫିଜିଓଥେରାପି ପାଇଁ ପରାମର୍ଶ ଦେଇଥିଲେ’: ସିସୋଦିଆ

ନୂଆଦିଲ୍ଲୀ: ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଭାଇରାଲ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଭିଡିଓରେ ସତ୍ୟେନ୍ଦ୍ର ଜେଲରେ ମସାଜ କରାଉଥିବା ଦେଖିବାକୁ ମିଳିଛି । ତେବେ ମନିଷ କହିଛନ୍ତି, କୌଣସି ବ୍ୟକ୍ତିଙ୍କ ରୋଗ ଓ ତାର ଚିକିତ୍ସା ବେଳର ସିସିଟିଭି…

‘ମୋତେ ଗିରଫ ପାଇଁ ଚାପ ପଡ଼ିବାରୁ, ଆତ୍ମହତ୍ୟା କରିଛନ୍ତି CBI ଅଧିକାରୀ’: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ଅପରେସନ୍ ଲୋଟସ୍ ପରେ ପୁଣି ଆପ୍ ଆଉ ଏକ ଅଭିଯୋଗ ଆଣିଛି । କେନ୍ଦ୍ର ବିଜେପି ସରକାର ବିରୋଧରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାଂଘାତିକ ଅଭିଯୋଗ କରିଛନ୍ତି । କହିଛନ୍ତି, ୨ ଦିନ ତଳେ ଜଣେ ସିବିଆଇ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ଆଉ ଅଭିଯୋଗ…

ଦିଲ୍ଲୀ ଉପମୁ୍ଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ, ସ୍ବାଗତ କଲେ ସିସୋଦିଆ 

ଦିଲ୍ଲୀ : ଦିଲ୍ଲୀ ଉପମୁ୍ଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ । ଟୁଇଟ କରି ସିବିଆଇଙ୍କୁ ସ୍ବାଗତ କଲେ ସିସୋଦିଆ  । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ହିନ୍ଦୀରେ ଏକ ଟୁଇଟ୍ କରି ସୂଚନା ଦେଇଛନ୍ତି , "ସିବିଆଇ ଆସିଛି “। ଆମେ ତାଙ୍କୁ  ସ୍ୱାଗତକରୁଛୁ । ଆମେ ଅତ୍ୟନ୍ତ…

ଦିଲ୍ଲୀରେ ଏବେ ଖୋଲିବନି ସ୍କୁଲ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ

ନୂଆଦିଲ୍ଲୀ: କରୋନା ଯୋଗୁ ଦିଲ୍ଲୀରେ ଏବେ ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ । ପରବର୍ତ୍ତୀ ଆଦେଶ ନ ମିଳିବା ଯାଏ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଛୁଟି ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀରେ ପୂର୍ବରୁ…

କୋଭିଡରୁ ସୁସ୍ଥ ହେଲେ ମନୀଷ ସିସୋଦିଆ, ଖୁବଶୀଘ୍ର କାର୍ଯ୍ୟରେ ଯୋଗଦେବେ

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାଭାଇରସ୍ ପାଇଁ ନକାରାତ୍ମକ ପରୀକ୍ଷା କରିଛନ୍ତି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସିସୋଦିଆଙ୍କୁ ତାଙ୍କ କର୍ତ୍ତବ୍ୟକୁ ଫେରିବା ପୂର୍ବରୁ ଅତି କମରେ ଏକ ସପ୍ତାହ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।…