Latest Odisha News

BREAKING NEWS

Browsing Tag

Maoist Camp

ଅନ୍ତର୍ଜାତୀୟ ମହିଳା ଦିବସରେ ସଶସ୍ତ୍ର ମାଓବାଦୀଙ୍କ ପ୍ରଜାମେଳି, ପୋଲିସକୁ ଚ୍ୟାଲେଞ୍ଜ

ମାଲକାନଗିରି: ଆଦିବାସୀ ଅଞ୍ଚଳରେ ମାଓବାଦୀଙ୍କ ପ୍ରଜାମେଳି । ମହିଳାଙ୍କୁ ସଶସ୍ତ୍ର ଓ ମଜଭୁତ୍ ଲାଗି ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଥିବା ବେଳେ ପ୍ରଜାମେଳି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ । ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ…

ନୂଆପଡ଼ା ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ବନ୍ଧୁକ ଓ ଗୁଳି ଜବତ

ନୂଆପଡ଼ା: ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲାର ଜଙ୍ଗଲରେ ମାଓବାଦୀ ଚଳାଇଥିଲେ କ୍ୟାମ୍ପ । ସୂଚନା ପାଇଁ ଚଢ଼ାଉ କରିଥିଲା ସିଆରପିଏଫ୍ । ନୂଆପଡ଼ା ଜିଲ୍ଲା ପାଟଦରହା ଭଇଁଶମୁଣ୍ଡି ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି । ସେଠାରୁ ୫ଟି ରାଇଫଲ, ଗୋଟିଏ ପିସ୍ତଲ ଓ ୩୩ଟି ଡିଟୋନେଟର ସହ…

ବରଗଡ଼ରେ ମାଓବାଦୀ କ୍ୟାମ୍ପ ଠାବ; ସର୍ଚ୍ଚ ଅପରେସନ ଜାରି

ବରଗଡ଼: ବରଗଡ ଜିଲ୍ଲାର ପାଇକମଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଏକ ମାଓବାଦୀ ଶିବିର ନିର୍ମାଣ କରାଯାଇଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନାନୁସାରେ, ସଶସ୍ତ୍ର ସୁରକ୍ଷାବଳ କମ୍ବିଂ ଅପରେସନ୍ କରି ଜଙ୍ଗଲରେ ଥିବା ଏହୂ ନିଛାଟିଆ କ୍ୟାମ୍ପକୁ ଠାବ କରିଛନ୍ତି । ସର୍ଚ୍ଚ…

ରାୟଗଡାରେ ମାଓବାଦୀ କ୍ୟାମ୍ପ ଠାବ

ରାୟଗଡା : ରାୟଗଡାର ନିୟମଗିରି ପାହାଡରେ ଥିବା ଜଙ୍ଗଲ ମଧ୍ୟରେ ଏକ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଗତ ରବିବାର ଦିନ ହୋଇଥିବା ଏହି କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ଗୋଳା ବାରୁଦ ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ନେଇ…

ମାଲକାନଗିରି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଉଡାଇଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବୋଣ୍ଡା ଘାଟି ଅଞ୍ଚଳ ସ୍ଥିତ ପୂଜାରୀଗୁଡା ଜଙ୍ଗଲରେ ଯବାନଙ୍କ ଦ୍ୱାରା ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପକୁ ଧ୍ୱଂସ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ମାଲକାନଗିରି ଏସପି ଖିଲାରୀ ହୃଷିକେଶ ଜ୍ଞାନଦେବ କହିଛନ୍ତି ଯେ ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ…

ରାୟଗଡରେ ମାଓବାଦୀ କ୍ୟାମ୍ପ ଠାବ

ରାୟଗଡ : ରାୟଗଡର ଆମ୍ବଡାଳ ଥାନା ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ଏକ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଗୁରୁବାର ଦିନ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ଏସଓଜି ଓ ଡିଏଭଏଫତଙ୍କ ମିଳିତ…