Latest Odisha News

BREAKING NEWS

Browsing Tag

married

୬୬ ବୟସର ବ୍ୟକ୍ତି ୮୭ ଥର କରିଛନ୍ତି ବିବାହ, ଏହି ବିବାହ ପଛର କାରଣ କଣ ?

ନୂଆଦିଲ୍ଲୀ : ୮୮ତମ ବିବାହ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି । ଏଭଳି ଅଦ୍‌ଭୁତ ଘଟଣା ଇଣ୍ଡୋନେସିଆ ଅନ୍ତର୍ଗତ ପଶ୍ଚିମ ଜାଭା ଅଞ୍ଚଳରେ ଥିବା ମାଜାଲେଙ୍ଗକା ଗାଁର ବୋଲି ଜଣାପଡ଼ିଛି । ସେହି ବ୍ୟକ୍ତି ଜଣଙ୍କ ନାଁ ହେଉଛି କାନ୍‌ । ପେସାରେ ସେ ଜଣେ ଚାଷୀ । ତାଙ୍କ ଗାଁରେ ସେ ଏକାକୀ ବସବାସ…

ଲିଭ୍ ଇନ୍‌ରେ ରହିବେ ଦୁଇ ପ୍ରେମ ପକ୍ଷୀ କିଆରା-ସିଦ୍ଧାର୍ଥ, ଖୋଜୁଛନ୍ତି ନୂଆ ଠିକଣା

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବି-ଟାଉନର ଚର୍ଚ୍ଚିତ ଯୋଡ଼ି କିଆରା ଏବଂ ସିଦ୍ଧାର୍ଥ । ଏକାଠୀ ରହିବେ ଦୁଇ ପ୍ରେମ ପକ୍ଷୀ । ଖୋଜୁଛନ୍ତି ନୂଆ ଠିକଣା । ଆର ବର୍ଷ ପତିପତ୍ନୀ ସାଜିଲେ ବି ଆଉ ଦୂରେଇ ରହିବାକୁ ପସନ୍ଦ କରୁ ନାହାନ୍ତି ଏହି ପ୍ରେମ ପକ୍ଷୀ । ତେବେ ଏହା…

ଜୀବନସାଥୀ ହେଲେ ପ୍ରମୋଦିନୀ-ସରୋଜ

ଜଗତସିଂହପୁର: ଏସିଡ ମାଡ଼ର ଶିକାର ହୋଇଥିବା ପ୍ରମୋଦିନୀଙ୍କ ଭାଗ୍ୟରେ ଆଜି ନୂତନ ପରିବର୍ତ୍ତନ ଆସିଛି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରମୋଦିନୀ ରାଉଳ । ୫ ବର୍ଷରୁ ଅଧିକ ପ୍ରେମ ସମ୍ପର୍କ ପରେ ଆଜି ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରମୋଦିନୀ ।  ୨୦୦୯ ମସିହାରେ…

ବଲିଉଡ ଛାଡି ମୌଲାନାକୁ ବିବାହ କଲେ ଅଭିନେତ୍ରୀ ସନା ଖାନ !

ଗୁଜରାଟ: ଧାର୍ମିକ ରାସ୍ତା ଆପଣେଇବା ପାଇଁ କିଛିଦିନ ପୂର୍ବରୁ ବଲିଉଡ ଛାଡିଥିଲେ ଅଭିନେତ୍ରୀ ସନା ଖାନ । ଏପରିକି ନିଜ ପ୍ରେମିକ ବିରୋଧରେ ବି ଆଣିଥିଲେ ସଙ୍ଗୀନ ଅଭିଯୋଗ । ଶେଷରେ ଗୁଜରାଟର ସୁରଟରେ ଏହି ଅଭିନେତ୍ରୀ ଜଣେ ମୌଲାନାଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇଦେଇଛନ୍ତି । ଗତକାଲି…