Latest Odisha News

BREAKING NEWS

Browsing Tag

Millet mission

ବିଶ୍ୱ ଶୁଣିଲା ଓଡ଼ିଶା ମାଣ୍ଡିଆର ସଫଳ କାହାଣୀ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଯେଉଁ ଫସଲ ଦିନେ ଗରିବଙ୍କ ଖାଦ୍ୟ ବୋଲି ଲୋକଙ୍କ ଠାରୁ ଅନାଦର ପାଉଥିଲା , ଆଜି ଆପଣ ନିଜେ ଦେଖୁଥିବେ ମାଣ୍ଡିଆ ପାଇଁ କିପରି ଆଦର ବଢ଼ିଛି । ଏକଥା କେବଳ ମୁଁ କହୁନି ବରଂ ସାରା ଓଡ଼ିଶା ରେ ଏବେ ମାଣ୍ଡିଆର ବାସ ଭରିଉଠିଛି ।…

ପୁଷ୍ଟିକର ଭବିଷ୍ୟତ ଗଠନରେ ମାଣ୍ଡିଆ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଆଉ କିଛି ଦିନ ପରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଭାବରେ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଏପରିକି ସାରା ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡିଶା ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବରେ ପାଳନ…

ସୁନ୍ଦରଗଡ଼ ପଟବ ଗାଁରେ ଖୋଲିଲା ଜିଲ୍ଲାର ଦ୍ବିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର

ସୁନ୍ଦରଗଡ଼ : ରାଜଗାଙ୍ଗପୁର ପରେ ପଟବ ଗ୍ରାମରେ ଖୋଲିଲା ଜିଲ୍ଲାର ଦ୍ବିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ନୂଆଗାଁ ବ୍ଲକ ଅନ୍ତର୍ଗତ ପଟବ ଗାଁରେ ଏହି ଟିଫିନ୍ ସେଣ୍ଟର ଖୋଲାଯାଇଛି । ଏହି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟରର…

ସୁନ୍ଦରଗଡ଼ରେ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଖୋଲିବ ୮୧ଟି ମିଲେଟ୍…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ସହ ନାନାଦି ପୁଷ୍ଟିଶସ୍ୟ ଚାଷ ଓ ଏଥିରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହନ ଦିଆଯାଇ ଆସୁଛି। ଏହାକୁ ଏବେ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ପରିଚାଳିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନ ଶକ୍ତି ବିଭାଗ…