Latest Odisha News

BREAKING NEWS

Browsing Tag

Mine Auction

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟକୁ ମିଳିଲା କନ୍ଥର-କୋଏରା ମାଙ୍ଗାନିଜ ଖଣି ବ୍ଲକ୍‌

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟ ପ୍ରା. ଲି.କୁ ସୁନ୍ଦରଗଡସ୍ଥିତ କନ୍ଥର-କୋଏରା ମାଙ୍ଗାନିଜ୍ ଖଣି ବ୍ଲକ୍ ମିଳିଛି । ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟ ପ୍ରା. ଲି. ବ୍ୟତିତ ଆନନ୍ଦ ଏକ୍ସପୋର୍ଟ, ୟାଜଦାନୀ ଷ୍ଟିଲ୍ ଆଣ୍ଡ ପାୱାର ଲି., ଟିପି ସାଓ ଆଣ୍ଡ ସନ୍ସ…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଅଗ୍ରସେନକୁ ମିଳିଲା କାଟସାହି ମାଙ୍ଗାନିଜ ଖଣି

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ଅଗ୍ରସେନ ସ୍ପଜ୍ ଇଣ୍ଡଷ୍ଟ୍ରିଜ୍ ପ୍ରା. ଲି.କୁ କାଟସାହି ମାଙ୍ଗାନିଜ୍ ଖଣି ବ୍ଲକ୍ ମିଳିଛି । ଏହି କମ୍ପାନୀ ଓଡିଶା ସରକାରଙ୍କୁ ୧୩୦.୩୦ ପ୍ରତିଶତ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ଗ୍ରହଣ କରି ଉକ୍ତ ଖଣିକୁ ହସ୍ତଗତ କରିପାରିଛି । ୟାଜଦାନୀ ପାୱାର…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଜଗତ ଜନନୀକୁ ମିଳିଲା ଜୁରୁରୀ ଖଣି

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ଜଗତ ଜନନୀ ପ୍ରା. ଲି.କୁ ଜରୁରୀ ଲୁହାପଥର ଖଣି ବ୍ଲକ୍ ମିଳିଛି । ଏହି କମ୍ପାନୀ ଓଡିଶା ସରକାରଙ୍କୁ ୧୨୬.୨୩ ପ୍ରତିଶତ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ଗ୍ରହଣ କରି ଉକ୍ତ ଖଣିକୁ ହସ୍ତଗତ କରିପାରିଛି । କେନ୍ଦୁଝରରେ ଥିବା ଏହି ଖଣିରେ ଆନୁମାନିକ…

୧୦୦ ପ୍ରତିଶତ ପ୍ରିମିୟମରେ ୟାଜଦାନୀକୁ ମିଳିଲା କାଲମଙ୍ଗ ଲୁହାପଥର, ମାଙ୍ଗାନିଜ୍ ଖଣି

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ବୁଧବାର ଦିନ ୟାଜଦାନୀ ଇଣ୍ଟରନ୍ୟାସନାଲ୍ (ପି) ଲି.କୁ ୧୦୦ ପ୍ରତିଶତ ପ୍ରିମିୟମରେ କାଲମଙ୍ଗ ଲୁହାପଥର ଓ ମାଙ୍ଗାନିଜ୍ ଖଣି ମିଳିଛି । ୟାଜଦାନୀ ବ୍ୟତିତ ରୁଗଣ୍ଟା ମାଇନ୍ସ ଲି., ଲାଲ୍ ଟ୍ରେଡର୍ସ ଆଣ୍ଡ ଏଜେନ୍ସି ପ୍ରା., ଜେଭି ମାଇନ୍ସ ମିନେରାଲ୍ ଆଣ୍ଡ…

ଆସନ୍ତା ସପ୍ତାହ ନିଲାମ ହୋଇପାରେ ସୁକିନ୍ଦା ଖଣି

ଭୁବନେଶ୍ୱର: ରାଜ୍ୟ ସରକାର ସୁକିନ୍ଦା କ୍ରୋମାଇଟ୍ ଖଣି ଓ ଅନ୍ୟଏକ କାର୍ଯ୍ୟରତ ଲୁହା ଖାଦାନକୁ ମଧ୍ୟ ନିଲାମ କରିବାର ସମ୍ଭାବନା ରହିଛି । ଯାହା ରାଜ୍ୟ ଅଧିନରେ ଥିବା ଓଡିଶା ଖଣିଜ ଅନ୍ୱେଷଣ ନିଗମ ଲିମିଟେଡ ଲାଗି ସଂରକ୍ଷିତ କରାଯାଇଥିଲା । ଅଧିକାରୀଙ୍କ ସୂଚନାନୁଯାୟୀ, ଖଣିକୁ ଖୁବଶୀଘ୍ର…