Latest Odisha News
Browsing Tag

Minor Rape

ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ

ରାୟପୁର: ପୁଣି ଦୁର୍ଷ୍କମର ଶିକାର ହେଲେ ଜଣେ ନାବାଳିକା। ୧୫ ବର୍ଷିୟ ନାବାଳିକାଙ୍କୁ ତିନି ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଛତିଶଗଡ଼ର ରାଜନନ୍ଦଗାଁରେ। ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ…

ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ, ପଡୋଶୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଓଲ୍ଡ ଟାଉନ୍ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କମିଶନରେଟ୍ ପୋଲିସ ମଙ୍ଗଳବାର ଦିନ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ରବି ଦାସ ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ପରିବାରର ଅନ୍ୟ ସଦସ୍ୟଙ୍କ…

ସହକର୍ମୀଙ୍କ ଝିଅକୁ ଦୁଷ୍କର୍ମ କରି ଗିରଫ ହେଲେ ସିଆଇଏସଏଫ୍ କନଷ୍ଟେବଳ

ପାରାଦୀପ: ପାରାଦୀପ ଆଇ.ଓ.ସି.ଏଲ ର ସି.ଆଇ.ଏସ.ଏଫ ଟାଉନସିପ୍ ଭିତରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ପୋଲିସ ବାବୁ ହୋଇ ମଧ୍ୟ ସେ ନିଜର ଅନ୍ୟଜଣେ ସହକର୍ମୀଙ୍କ ନାବାଳିକା ଝିଅକୁ ଚକୋଲେଟ୍ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସି.ଆଇ.ଏସ.ଏଫ ଯବାନ ହେଲେ ହେଡ…

ଗତ ୬ ମାସରେ ରାଜ୍ୟରେ ୬୦୪ ଜଣ ନାବାଳିକା ଦୁଷ୍କର୍ମର ଶୀକାର

ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ୬ମାସ (ଜୁନ୍) ମଧ୍ୟରେ ଓଡିଶାରେ ନାବାଳିକା ଦୁଷ୍କର୍ମର ପ୍ରାୟ ୬୦୪ଟି ମାମଲା ରୁଜୁ ହୋଇଥିବା ନେଇ ସୋମବାର ଦିନ ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ବିଜେଡି ସଦସ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଏକ…

ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ୩ ଅଟକ

ରାଉରକେଲା: ରାଉରକେଲାର ସେକ୍ଟର-୭ ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ରବିବାର ଦିନ ୩ ଜଣଙ୍କୁ ଗିରଫ କରିଛି । ପିଡିତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଗତ ସେପ୍ଟେମ୍ବର ୨୨ ତାରିଖରେ…

ରାୟଗଡାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ରାୟଗଡା: ରାୟଗଡାର ବିଷମକଟକ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ଗତ ୧୭ ତାରିଖ ଦିନ ପିଡିତାଙ୍କ ମା’ ଘରେ ନଥିବାବେଳେ ଏହାର ସୁଯୋଗ ନେଇ ତଥା ଉକ୍ତ ନାବାଳିକାକୁ ଏକୁଟିଆ ପାଇ କେହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପିଡିତା ଜଣକ…

ଅନୁଗୁଳରେ ନାବାଳିକାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଅଟକ

ଅନୁଗୁଳ: ଅନୁଗୁଳରେ ଗତ ଶନିବାର ରାତିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ଅମଲାପଡାର ଶିବୁ ପଟନାୟକକୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗଣମାଧ୍ଯମକୁ ସୂଚନା ଦେଇ ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି,…

ଅନୁଗୁଳରେ ଚାଞ୍ଚଲ୍ୟ: ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫିଙ୍ଗିଲେ ଦୁବୃର୍ତ୍ତ !

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜଣେ ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫୋପାଡି ଦେବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନାନୁଯାୟୀ ରବିବାର ସକାଳେ କିଛି ଲୋକେ ସ୍ଥାନୀୟ ଆହାର କେନ୍ଦ୍ର ନିକଟରେ ଥିବା ଏକ ଅଳିଆ ଗଦାରେ ଜଣେ ନାବାଳିକା ମୁର୍ମୁଷ ଅବସ୍ଥାରେ…