Latest Odisha News

BREAKING NEWS

Browsing Tag

money

ଥାଲେସେମିଆ ରୋଗରେ ପୀଡ଼ିତ ୨ବର୍ଷର ଶିଶୁ, ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ନବରଙ୍ଗପୁର : ଦୁଇ ବର୍ଷର ଶିଶୁ ଥାଲେସେମିଆ ରୋଗରେ ପୀଡ଼ିତ  । ଏ ହେଉଛନ୍ତି  ନବରଙ୍ଗପୁର ସହର ମହିମାନଗରର  ରଶ୍ମିରଞ୍ଜନ ମିଶ୍ର ଓ ପୂଜା ପଣ୍ଡାଙ୍କ ଏକ ମାତ୍ର ପୁଅ ସ୍ୱରୂପ ମିଶ୍ର। ସ୍ୱରୂପଙ୍କୁ ଯେତେବେଳେ ଥାଲେସେମିଆ ରୋଗ ହୋଇଥିବା କଥା ଜଣାପଡ଼ିଥିଲା ତାଙ୍କ ବାପା ମାଙ୍କ ପାଦ ତଳୁ ମାଟି…

ଆଲମିରାରେ ବିଡାବିଡା ଟଙ୍କା, କାହାଠୁ ଜବତ ହେଲା ୧୪୨ କୋଟି ଟଙ୍କା ?

ନୂଆଦିଲ୍ଲୀ: ହାଇଦ୍ରାବାଦର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ ଗତ ବୁଧବାର ଛାପା ମାରିଥିଲା ଆୟକର ବିଭାଗ । ଲଗାତାର ଭାବେ ଦୁଇଟି ପର୍ଯ୍ୟାୟ କ୍ରମେ ଜବତ ହୋଇଥିଲା ୫୦୦ କୋଟି ଓ ୧୪୨.୮୭ କୋଟି ଟଙ୍କା । ଜବତ ଟଙ୍କାକୁ ନେଇ କମ୍ପାନୀ ତରଫରୁ କøଣସି ପ୍ରକାର ସ୍ପଷ୍ଟୀକରଣ ସାମ୍ନାକୁ ଆସିପାରିନି ।…

ଭୋଟରଙ୍କୁ ବାଣ୍ଟୁଥିଲେ ଟଙ୍କା, ଧରିଲା ପୋଲିସ

ବାଲେଶ୍ୱର: ଆଜି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଏହି ସମୟ ବାଲେଶ୍ୱରରୁ ଆସିଛି ସଙ୍ଗୀନ ଅଭିଯୋଗ । ସେଠାକାର ୧ ନମ୍ବର ୱାର୍ଡ ଆଦିବାସୀ ସାହିରେ ଜଣେ ମହିଳା କିଛି ସମର୍ଥକଙ୍କ ସହ ଆସି ଭୋଟରଙ୍କୁ ଟଙ୍କା ବାଂଟୁଥିବା ଅଭିଯୋଗ ହୋଇଛି । ଏହାପରେ ସ୍ଥାନୀୟ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କାହିଁକି ଅଟାରେ ଟଙ୍କା ଲୁଚେଇ ବାଣ୍ଟିଲେ ଆମିର ଖାନ୍ ?

ଭୁବନେଶ୍ୱର: ଚାରିଆଡେ ଚର୍ଚ୍ଚା । କରୋନା ମହାମାରୀ ସମୟରେ ଗରିବଙ୍କୁ ଅଟା ପ୍ୟାକେଟ୍‌ରେ ୧୫ହଜାର ଲେଖାଏଁ ଟଙ୍କା ବାଣ୍ଟିଲେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ । ତେବେ ଏ କଥା ଆମେ କହୁନୁ ବରଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ପୋଷ୍ଟଗୁଡିକ ଦାବି କରିଛି । ଦାବି…