Latest Odisha News

BREAKING NEWS

Browsing Tag

Mumbai Police

କଙ୍ଗନା ଓ ରଙ୍ଗୋଲିଙ୍କୁ ମୁମ୍ବାଇ ପୋଲିସର ଡାକରା

ମୁମ୍ବାଇ: ବଲଉଡର କୁଇନ୍ କଙ୍ଗନା ରଣୌତଙ୍କୁ ପୁଣି ସମନ୍ । ତାଙ୍କୁ ଏବଂ ତାଙ୍କୁ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ମୁମ୍ବାଇ ପୋଳିସ ସମନ କରିଛି । ସୋସିଆଲ ମିଡିଆରେ କିଛି ଦିନ ତଳେ ବିବାଦୀୟ ବୟାନ ଦେବା ଘଟଣାରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପଚରାଉଚରା ପାଇଁ ୨…

ସୁଶାନ୍ତ ସିଂଙ୍କ ଦୁଇ ଭଉଣୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଏବେ ବି ରହସ୍ୟ ହୋଇ ରହିଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ । ସୁଶାନ୍ତଙ୍କ ମୃତ୍ୟୁ ନେଇ ଏନ୍‌ସିବି ତଦନ୍ତ ଜାରି ରଖିଛି । ତେବେ ଏହାରି ଭିତରେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ଦୁଇ ଭଉଣୀଙ୍କ ବିରୋଧରେ ଆଣିଛି ସଙ୍ଗୀନ ଅଭିଯୋଗ । ମୁମ୍ବାଇ ପୋଲିସ ବମ୍ବେ…

କଙ୍ଗନାଙ୍କୁ ଘେରିଲା ଶିବସେନା, ଡ୍ରଗ୍ସ କନେକ୍ସନର ହେବ ତଦନ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି । ଏବେ କଙ୍ଗନାଙ୍କ ଉପରେ ଶିବସେନା ଆଉ ଏକ ନୂଆ ଆରୋପ ଲଗାଇଛି । କଙ୍ଗନା ଡ୍ରକ୍ସ ସେବନ କରୁଥିବା ନେଇ ଶିବସେନା ଅଭିଯୋଗ କରିଛି । ଏହାପରେ ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ଡ୍ରଗ୍ସ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡ୍ରଗ୍ସ ଲିଙ୍କରେ ୨ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏବେ ସିବିଆଇ ଓ ଇଡି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ସୁଶାନ୍ତ ମାମଲାରେ ଡ୍ରଗ୍ କନେକସନ ଆସିବା ପରେ କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ ସଜାଗ ହୋଇଯାଇଛି । ନାର୍କୋଟିକ୍ସ ବ୍ୟୁରୋ ଡ୍ରଗ୍ସ ଲିଙ୍କ କନେକସନ୍ ମାମଲାରେ ଦୁଇ ଜଣଙ୍କୁ…

କାହା ପ୍ରତି ଭୟଭୀତ କଙ୍ଗନା ରଣାୱତ ?

ମୁମ୍ବାଇ: ପୁଣିଥରେ ମୁମ୍ବାଇ ପୋଲିସକୁ ନେଇ ନିଜ ମତ୍ତ ରଖିଛନ୍ତି କଙ୍ଗନା ରଣାୱତ । ସୁଶାନ୍ତଙ୍କ ମୃତ୍ୟୁକୁ ମୁମ୍ବାଇ ପୋଲିସକୁ ହିଁ ରହସ୍ୟମୟ କରିଥିଲା । ଏ କଥା କଙ୍ଗନା ବହୁବାର କହିଆସିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟକୁ ଭେଦିବା ପାଇଁ କଙ୍ଗନା ପ୍ରଥମରୁ ହିଁ ସାମ୍ନାକୁ ଆସିଛନ୍ତି ।…

ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନାଁରେ ମଞ୍ଜରେକରଙ୍କୁ ୩୫ କୋଟିର ବଟି ଦେବାକୁ ଧମକ, ଯୁବକ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଂଜରେକଙ୍କୁ ଗ୍ୟାଙ୍ଗଷ୍ଟରମାନେ ବଟି ଦେବାକୁ ଧମକ ଦେଇଛନ୍ତି । ତାଙ୍କୁ ମୋଷ୍ଟ ୱାଂଟେଡ ଗ୍ୟାଙ୍ଗଷ୍ଟର ଅବୁ ସାଲେମଙ୍କ ନାଁରେ ୩୫ କୋଟି ଟଙ୍କା ବଟି ଦେବାକୁ ମେସେଜ ଯୋଗେ ଧମକ ମିଳିଛି । ଏନେଇ ମହେଶ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଅନ୍‌ଙ୍କ ମୃତ୍ୟୁ ମାମଲାରେ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ସାମ୍ନାକୁ ଆସିଛି । ଦିଶାଙ୍କ ମୃତ୍ୟୁ ପଛରେ ସୁରଜଙ୍କ ହତା ଥାଇପାରେ ବୋଲି ଅନେକ ଆକଳନ କରୁଛନ୍ତି । ତେବେ ଏହି ଖବର ପ୍ରକାଶ ପାଇବା…

ମୁମ୍ୱାଇରେ କ୍ୱାରେଣ୍ଟାଇନରେ ରଖିଥିବା ପାଟନା ଏସପିଙ୍କୁ ଛାଡ଼ିଲା ବିଏମସି

ମୁମ୍ୱାଇ: ବହୁ ବିବାଦ ଓ ମୁହାଁମୁହିଁ ସ୍ଥିତି ପରେ ମୁମ୍ୱାଇରେ କ୍ୱାରେଣ୍ଟାଇନରେ ରହିଥିବା ପାଟନା ସିଟି ଏସପି ବିନୟ ତିଓ୍ୱାରୀଙ୍କୁ ଛାଡ଼ିଲା ବିଏମସି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଅଗଷ୍ଟ ଦୁଇ ତାରିଖରେ ମୁମ୍ୱାଇ ପହଞ୍ଚିଥିଲେ ପାଟନା ସିଟି ଏସପି । ରାତି…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ପାଟନା ଏସପିଙ୍କୁ କ୍ୱାରେଣ୍ଟାଇନରେ ରଖିଲା ବିଏମସି

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁହାଁମୁହିଁ ପରିସ୍ଥିତିକୁ ଆସିଛନ୍ତି ମୁମ୍ବାଇ ଓ ବିହାର ପୋଲିସ । ତଦନ୍ତ ପାଇଁ ମୁମ୍ୱାଇରେ ପହଞ୍ଚିଥିବା ପାଟନା ସିଟି ଏସପି ବିନୟ ତିଓ୍ୱାରୀଙ୍କୁ କ୍ୱାରେଣ୍ଟାଇନରେ ରଖି ଦେଇଛନ୍ତି ବିଏମସି ଅଧିକାରୀ । ଏହାକୁ ନେଇ ଦୁଇ ରାଜ୍ୟର ପୋଲିସ…

ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପଖି ୩ ମାସ ବିତି ଗଲାଣି । ତେବେ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏଁ ପରଦା ଉଠିନି । ଦିନକୁ ଦିନ ଆହୁରି ସସ୍‌ପେନ୍ସ ବଢ଼ୁଛି । ଏହାରି ଭିତରେ ମୁମ୍ବାଇ ପୋଲିସ ଆଜି ଫିଲ୍ମ ନିର୍ଦ୍ଦେଶ ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କରିଛି…