Latest Odisha News

BREAKING NEWS

Browsing Tag

Muniguda

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଜଣେ ସ୍ୱାସ୍ଥ୍ୟକର୍ମୀ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ରାୟଗଡା: ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟଠାରୁ ଆରମ୍ଭ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏବେ ବି ଅନେକଙ୍କ ପାଖକୁ ପହଂଚିପାରିନି ପ୍ରାଥମିକ ସ୍ୱାସ୍ଥ୍ୟସେବା । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଜଗଦଲପୁର ଗାଁରୁ ସାମ୍ନାକୁ ଆସିଛି ବିପର୍ଯ୍ୟସ୍ତ…

ରାୟଗଡାରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ

ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁ । ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ନିକଟ ମୁନିଖୋଲରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି ।  ରେଳଧାରଣା କାମ ଚାଲିଥିବା ବେଳେ ଟ୍ରେନ୍‌ ଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଖବରପାଇ ରେଳବାଇ କର୍ମଚାରୀମାନେ ଘଟଣାସ୍ଥଳରେ…

ମୁନିଗୁଡା ରେଳଷ୍ଟେସନରେ ମାଲବାହୀ ଟ୍ରେନର ୪ଟି ବଗିରେ ଅଗ୍ନିକାଣ୍ଡ

ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ରେଲୱେ ଷ୍ଟେସନ ନିକଟରେ ଶନିବାର ଦିନ ଏକ ମାଲଗାଡି ଟ୍ରେନର ୪ଟି ବଗିରେ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ କୋଇଲା ବୋଝେଇ ଟ୍ରେନଟି ବିଶାଖାପାଟଣାରୁ ଦରଭଙ୍ଗା ଅଭିମୁଖେ ଯାଉଥିବା ନେଇ ଜଣାପଡିଛି । ଏହି ଖବର ଜଣାପଡିବା ପରେ ଟ୍ରେନକୁ ଅଟକା…