Latest Odisha News

BREAKING NEWS

Browsing Tag

muslims

ମୁସଲମାନଙ୍କ ପବିତ୍ର ମହରମ୍, ଭଦ୍ରକରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବାହାରିଛି ୪୧ଟି କାଫିଲା

ଭଦ୍ରକ: ମହରମ୍ ପାଇଁ କଡ଼ା ସୁରକ୍ଷା । ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ୮୦ ଅଫିସର ଓ ୨ ଅତିରିକ୍ତ ଏସପି ଭଦ୍ରକ ସହରରେ ମୁତୟନ ହୋଇଛନ୍ତି । ମୁସଲମାନଙ୍କ ପବିତ୍ର ମହରମ୍ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସତର୍କ ରହିବା ସହ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରିଛି । ଭଦ୍ରକରେ ସମୁଦାୟ ୪୧ଟି…

‘ନମାଜ ପଢ଼, ଯାହା କରିବାର କର’ ମୁସଲମାନଙ୍କୁ ଏଭଳି ଶିକ୍ଷା ଦିଆ ଯାଉଥିବା କହିଲେ ରାମଦେବ

ଅମ୍ରିତସର: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ନେଇ ବିବାଦ ଥମିନି । ଏହାରି ଭିତରେ ଯୋଗ ଗୁରୁ ବାବା ରାମଦେବ ମୁସଲମାନଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା, ଆଲୋଚନା ଜୋର ଧରିଛି । ରାଜସ୍ଥାନର ବାଡ଼ମୋରର ଏକ ସଭାରେ ବାବା ରାମଦେବ କହିଛନ୍ତି,…

ହିନ୍ଦୁଙ୍କୁ ବିବାହ ପାଇଁ ଧର୍ମ ତ୍ୟାଗ କଲେ ମୁସଲମାନ ଯୁବତୀ

ଲକ୍ଷ୍ନୗେ:  ପ୍ରେମ , ଅଢେଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ଗୁଡିଏ ମହତ୍ତ୍ବ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ଜାଣା ପଡିନଥାଏ  । ସେଥିପାଇଁ ତ ପ୍ରେମକୁ ଅନ୍ଧବୋଲି କୁହାଯାଏ । ପ୍ରେମ ଦେଖେ ନାହିଁ ଜାତି କି ନୀତି  । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ ।…

ନୁପୁରଙ୍କୁ ନେଦରଲ୍ୟାଣ୍ଡର ସାଂସଦଙ୍କ ପ୍ରଶଂସା, କହିଲେ ଭାରତ ଭୁଲ ମାଗିବ କାହିଁକି?

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ଟିଭି ଡିବେଟର ବିବାଦୀୟ ଉକ୍ତିକୁ ନେଇ ମୁସଲିମ ଦେଶ, ତାଙ୍କର (ଓଆଇସି) ସଂଗଠନ ନିନ୍ଦା କରିଥିବା ବେଳେ  ନେଦରଲ୍ୟାଣ୍ଡର ଜଣେ ସାଂସଦ ନୂପୁର ଶର୍ମାଙ୍କୁ ଢ଼େର ପ୍ରଶଂସା କରି ଏକାଧିକ ଟୁଇଟ କରିଛନ୍ତି । ତାଙ୍କର ଟ୍ୱିଟକୁ ଭାରତର ଲୋକେ ମଧ୍ୟ ଢ଼େର ଲାଇକ ଏବଂ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; ଗୁଜବ ଉଠିଛି, ହିନ୍ଦୁ ମନ୍ଦିରରେ ମୁସଲମାନ ରହୁଛନ୍ତି !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ମୁସଲମାନଙ୍କ କ୍ୱାରେଣ୍ଟାଇନ୍ କେନ୍ଦ୍ର ରୂପେ ଏକ ହିନ୍ଦୁ ମନ୍ଦିର ବ୍ୟବହାର ହୋଇଛି । ଭିଡିଓରେ ଏକାଧିକ ପୁରୁଷ ଓ ମହିଳା ପଠାନୀ ଟୋପି ଏବଂ ବୁର୍ଖା ପିନ୍ଧି ବିଲ୍ଡିଂ ବାହାରକୁ ଯିବାରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଭାଇରାଲ୍…