Latest Odisha News

BREAKING NEWS

Browsing Tag

Naba Das

କାଶୀପୁରର ହଇଜା ପ୍ରବଣ ଅଞ୍ଚଳରେ ସ୍ଥିତି ପରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ରାୟଗଡ଼ା: ବଢ଼ୁଛି ହଇଜା ମୃତ୍ୟୁ । ନିୟନ୍ତ୍ରଣକୁ ଆସୁନି ସ୍ଥିତି । ହଇଜାରେ ୯ ଜଣଙ୍କ ଜୀବନ ଯିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ସହ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । କାଶୀପୁର ବ୍ଲକର  ବିଭିନ୍ନ ଗାଁରେ ହଇଜା ଯୋଗୁଁ…

କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଜୋରସୋରରେ ଚାଲିଛି ଟିକାକରଣ । ଏବେ ଦୈନିକ ୩ ଲକ୍ଷ ଟିକା ଦିଆଯାଉଛି । ଏବେ ରାଜ୍ୟ ପାଖରେ ମାତ୍ର ୩ଲକ୍ଷ ୩୮ ହଜାର ଡୋଜ୍ କୋଭିସିଲ୍ଡ ଟିକା ମହଜୁତ ଅଛି । ଯାହା ମାତ୍ର ୨ ଦିନରେ ଶେଷ ହୋଇଯିବ । ଆସନ୍ତାକାଲି ପରେ ରାଜ୍ୟରେ ଆଉ କୋଭିସିଲ୍ଡ ଟିକା ବଳକା ରହିବ ନାହିଁ ।…

ମାସ୍କ ଦୁର୍ନୀତି: ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ଦୋଷୀଙ୍କୁ ଦଣ୍ଡ ଦେବେ ସରକାର

ଭୁବନେଶ୍ୱର: କରୋନା କାଳରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । କୋଭିଡ କିଟ୍ କିଣାରେ ଆସିଥିବା ଦୁର୍ନୀତି ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ବିଚାରଧୀନ ଅଛି । ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କୋଭିଡ କିଟ୍ ଦୁର୍ନୀତି, ଇସ୍ତଫା ଦିଅନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୁକାବିଲା ଉପକରଣ କିଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପୁରୁ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବା ପରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଦଳ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ…

କରୋନା ମୁକାବିଲା ପାଇଁ ଅଧିକ ଅନୁଦାନ ସହ ୫ ଲକ୍ଷ ପିପିଇ ଯୋଗାଇ ଦେବାକୁ ଓଡିଶାର ଦାବି

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ଶୁକ୍ରବାର କେନ୍ଦ୍ରକୁ ଅଧିକ ଅନୁଦାନ ମାଗିଛନ୍ତି । ଓଡିଶା ପାଇଁ କେନ୍ଦ୍ରରୁ ଏ ପର୍ଯ୍ୟନ୍ତ ୪୬ କୋଟି ୩୫ ଲକ୍ଷ ଟଙ୍କା ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ…

ଭୀମସାରରେ ଡିସେମ୍ବର ସୁଦ୍ଧା ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତ ହେବେ: ମନ୍ତ୍ରୀ

ଭୁବନେଶ୍ୱର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ରେ ଡିସେମ୍ବର ସୁଦ୍ଧା ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତ କରିବେ ଓଡିଶା ସରକାର। ଏନେଇ ରବିବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଆହୁରି…

ଝାରସୁଗୁଡା ହସ୍ପିଟାଲରେ ମୃତବ୍ୟକ୍ତିଙ୍କୁ ସାଲାଇନ୍ ଲଗାଇବା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ରେ ଜଣେ ମୃତ ବ୍ୟକ୍ତିଙ୍କୁ ସାଲାଇନ୍ ଓ ଇଞ୍ଜେକସନ୍ ଦେବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ଏପରିକି ଏହି ଘଟଣା…

ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ‘ବଣ୍ଡ୍ ପଲିସି’ ପରିବର୍ତ୍ତନ କଲେ ସରକାର, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ଓଡିଶା ସରକାର ଚିକିତ୍ସା ବଣ୍ଡ୍ ନୀତିରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ରାଜ୍ୟରେ ପିଜି ତଥା ସୁପର ସ୍ପେଶାଲିଷ୍ଟ ପାଠ୍ୟକ୍ରମ ସରିବା ପରେ ବାହାରକୁ ପଳାଇ ଯାଉଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ରୋକିବା ଲାଗି ଏଭଳି ସଂଶୋଧନ କରାଯାଇଥିବା ଜଣାପଡିଛି । ଯେଉଁ…

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପଶ୍ଚିମ ଓଡିଶା ଲାଗି ଅପମାନ ସଦୃଶ: ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନ ଛାଡିବା ନିଷ୍ପତ୍ତିକୁ ସୋମବାର ଦିନ ବିଜେପି ସମାଲୋଚନା କରିଛି । ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି, “ବିପୁଳ ଭୋଟରେ ଜିତିଥିବା ବିଜେପୁର ଆସନକୁ ମୁଖ୍ୟମନ୍ତ୍ରୀ…