Latest Odisha News

BREAKING NEWS

Browsing Tag

Narendra Modi

ସତ୍ୟପାଲ ପାର୍ଟ ଟୁ, ‘ଦେଶ ବଞ୍ଚାଇବାକୁ ସରକାର ବଦଳାଅ’

ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ବିଜେପି ନେତା ସତ୍ୟପାଲ ମଲ୍ଲିକ ବିଜେପିକୁ ଲଗାତର ଟାର୍ଗେଟ କରି ଚାଲିଛନ୍ତି। ଏପରିକି ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମଲ୍ଲିକଙ୍କ ଆକ୍ରମଣ ସେତିକି ଶାଣିତ ହେବାରେ ଲାଗିଛି। କିଛି ଦିନ ତଳେ ପୁଲୱାମା…

ପିଏମ୍ ମୋଦିଙ୍କ ପାଦ ଛୁଇଁଲେ ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାରାପୋ

ନୂଆଦିଲ୍ଲୀ: ଜାପାନରେ ଜି-୭ ଶିଖର ସମ୍ମିଳନୀରେ ସାମିଲ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନି ପହଞ୍ଚିଛନ୍ତି । ପାପୁଆ ନ୍ୟୁ ଗିନି ବିମାନବନ୍ଦରରେ ମୋଦି ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ…

ମୋଦି ବସିଥିଲେ, ଚାଲି ଚାଲି ଆସି ଆଲିଙ୍ଗନ କଲେ ବାଇଡେନ୍

ନୂଆଦିଲ୍ଲୀ: ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବୈଠକରେ ସାମିଲ୍ ହୋଇଛନ୍ତି । ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଯୋଗ ଦେଇଛନ୍ତି । ଆଉ ବୈଠକରେ ପିଏମ୍ ମୋଦି ଓ ବାଇଡେନଙ୍କ ବନ୍ଧୁତ୍ୱ ଦେଖିବାକୁ ମିଳିଛି । ମୋଦି ବସିଥିବା ବେଳେ ବାଇଡେନ୍ ତାଙ୍କ…

ରାହୁଲଙ୍କୁ କାଉଣ୍ଟର କରିବେ ମୋଦି, ଭାରତ ଯୋଡୋ ବନାମ ଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ନିର୍ବାଚନ ବୈତରଣୀ ସଫଳତାର ସହ ପାର ହେବାକୁ ହେଲେ ଜନସମ୍ପର୍କ ନିହାତି ଆବଶ୍ୟକ। ଯେଉଁଥିପାଇଁ ପଦଯାତ୍ରାକୁ ବିଭିନ୍ନ ସମୟରେ ଏକ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରାଯାଏ। ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଏହାର ଏକ ବଡ଼ ଉଦାହରଣ ଭାବେ ନିଆଯାଉଛି। ଏପରିକି କର୍ଣ୍ଣାଟକରେ…

ରାଜନୀତି ଛାଡିବେ କି ମୋଦି ?

ଭୁବନେଶ୍ୱର: ପୂର୍ବତନ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଦଳକୁ କର୍ଣ୍ଣାଟକରେ ସମୃଦ୍ଧ କରିବା ସହ ଦଳ ପ୍ରତି ତାଙ୍କର ବିଶେଷ ଅବଦାନ ରହିଛି। କିନ୍ତୁ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନ ଦେଇ…

ଉପନିର୍ବାଚନ ସଂକେତ, ରାଜସ୍ଥାନରେ ହାରିବ ହାତ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସରିବା ପରେ ଏବେ ବିଜେପି ଫୋକସରେ ରାଜସ୍ଥାନ। କଂଗ୍ରେସର ଗେହଲଟ ପାଇଲଟ ଲଢେଇ ମଧ୍ୟରେ ବିଜେପି ରାଜସ୍ଥାନରେ ଫାଇଦା ନେବାକୁ ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ଏହି କ୍ରମରେ ମେ ୧୦ ତାରିଖ ଅର୍ଥାତ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘କର୍ଣ୍ଣାଟକ ନିର୍ବାଚନ’, ୧୭ ଆସନ ପାଇଁ ମୋଦିଙ୍କ ମାୟାଜାଲ !

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ରବିବାର ଶେଷ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଓ ରବିବାର ଦୁଇ ଦିନ ମୋଦି ବେଙ୍ଗାଲୁରୁରେ ଆଠ ଘଣ୍ଟାର ରୋଡ଼ ଶୋ କରିବେ ବୋଲି ସୂଚନା ମିଳିଛି। ନମ ବେଙ୍ଗାଲୁରୁ ନମ ହେମେ ବା ଆମ ବେଙ୍ଗାଲୁରୁ ଆମ ଗର୍ବ ନାମରେ ଏହି ରୋଡ଼ ସୋ କରି…

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, କର୍ଣ୍ଣାଟକବାସୀଙ୍କ ସମସ୍ୟା ବୁଝ, ନିଜ କଥା କୁହନି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଳି ମନ୍ତବ୍ୟକୁ ନେଇ କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରିଛି। ପ୍ରଧାନମନ୍ତ୍ରୀଙ୍କୁ କିଏ କେତେଥର ଗାଳି କରିଛି ସେ କଥା ମୋଦି ମନେ ରଖିଥିବା ବେଳେ ଲିଷ୍ଟ ହୋଇଛି। କିନ୍ତୁ ଲୋକଙ୍କ ସମସ୍ୟା ସଂପର୍କୀତ ଲିଷ୍ଟ ନାହିଁ…

‘କର୍ଣ୍ଣାଟକ ନିର୍ବାଚନ’, ମୋଦିଙ୍କୁ କଂଗ୍ରେସର ୯୧ ଗାଳି

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ନିଜର ପ୍ରଥମ ଦିନର ପ୍ରଚାରରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିବା ସହ ବିଜେପିକୁ ବହୁମତ ଦେବାକୁ କର୍ଣ୍ଣାଟକବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି। ହମନାବାଦରେ ବିଶାଳ ଜନସଭାକୁ ଉଦବୋଧନ ଦେଇ କଂଗ୍ରେସ ଦେଶକୁ ଭାଗ…

ରାହୁଲଙ୍କ ‘କୋଲାର’ରେ ସଭା କରିବେ ମୋଦି!

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖରେ କର୍ଣ୍ଣାଟକର କୋଲାରରେ ପ୍ରଧାନମନ୍ତ୍ରୀ ମୋଦି କରିବେ ପ୍ରଚାର। କୋଲାରରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି। ଏ ସମ୍ପର୍କିତ ଖବର ଆସିବା ପରେ କର୍ଣ୍ଣାଟକ ସମେତ ଦେଶର ରାଜନୀତି ତୀବ୍ର…