କରୋନା ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପୋଲିସ କର୍ମଚାରୀଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ୱର: କରୋନା ଲଢେଇରେ ସାମିଲ୍ ରହିଛନ୍ତି ହଜାର ହଜାର ପୋଲିସ କର୍ମଚାରୀ । କରୋନା ଡ୍ୟୁଟିରେ ରହି କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ହେଲେ ପୋଲିସ କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ମିଳିବ ।
ରାଜ୍ୟ ସରକାରଙ୍କ ଏହି ସ୍କିମ୍ ନେଇ ଓଡ଼ିଶା…