Latest Odisha News

BREAKING NEWS

Browsing Tag

Newborn baby

ଏୟାରପୋର୍ଟରେ ଚାଞ୍ଚଲ୍ୟ; କାର୍ଗୋ ସ୍କାନ ବେଳେ ବକ୍ସରୁ ମିଳିଲା ନବଜାତକର ମୃତଦେହ

ଲକ୍ଷ୍ନୌ: ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ସକାଳେ ଏକ ନବଜାତ ଶିଶୁର ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଏକ କୋରିଅର ଏଜେଣ୍ଟଙ୍କ ଲଗେଜରେ ଥିବା ବକ୍ସରେ ଏକ ନବଜାତ ଶିଶୁର ମୃତଦେହ ମିଳିବା ପରେ କାର୍ଗୋ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ…

୯ ଦିନର ଶିଶୁକୁ ହତ୍ଯା କଲା ମା’; କାନ୍ଦିକାନ୍ଦି ଥାନାରେ ପହଞ୍ଚିଲେ ବାପା

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମୁଣ୍ଡକାରେ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ମହିଳା ନିଜର ନଅ ଦିନର ଶିଶୁ କନ୍ୟାକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ମହିଳା ପୁତ୍ର ସନ୍ତାନ ଚାହୁଁଥିବା ବେଳେ ତାଙ୍କର କନ୍ଯା ସନ୍ତାନ ଜନ୍ମ ହୋଇଥିଲା। ଯେଉଁଥିପାଇଁ ସେ…

ଧ୍ୱଂସସ୍ତୁପ ତଳେ ହସିଲା ଜୀବନ; ୩୦ ଘଣ୍ଟା ପରେ ମା’ର ଗର୍ଭନାଡ କାଟି ନବଜାତକକୁ ଉଦ୍ଧାର କଲେ ମାମୁ

ଇସ୍ତାନବୁଲ: ମୃତ୍ୟୁ ଦାନବକୁ ମାତ ଦେଇ ହସୁଛି ଜୀବନ । ଚାରିଆଡେ ଧ୍ୱଂସସ୍ତୁପ, ହାହାକାର । ମାଟିତଳୁ ଶୁଭୁଛି ମୁମୂର୍ଷୂଙ୍କ ବଞ୍ଚିବା ପାଇଁ ଆକୁଳ ନିବେତନ । ସେପଟେ ପରିଜନଙ୍କୁ ହରାଇଥିବା ବ୍ୟକ୍ତିଙ୍କ ଛାତିପଟା କାନ୍ଦ ଆକାଶର ଛାତିକୁ ଥରାଇ ଦେଉଛି । ଆଉ ତା ଭିତରେ ହସି ହସି ଦୁନିଆକୁ ଆସୁଛି…

ଜନ୍ମ ହେଲା ଚାରି ହାତ-ଗୋଡ ଥିବା ଅଦ୍ଭୁତ ଶିଶୁ

ନୂଆଦିଲ୍ଲୀ: ସୋମବାର କଟିହାରରେ ସଦର ହସ୍ପିଟାଲର ଡେଲିଭରି ୱାର୍ଡରେ ଏକ ଅଦ୍ଭୁତ ନବଜାତ ଶିଶୁ ଜନ୍ମ ହୋଇଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ନବଜାତ ଶିଶୁର ଶରୀରରେ ଚାରି ହାତ ଏବଂ ୪ ଗୋଡ ଥିବା ଦେଖିବାକୁ ମିଳିଛି। ଏହା ଦେଖି ଲୋକମାନେ ବିଭିନ୍ନ ବିଷୟ ଉପରେ ଆଲୋଚନା କରୁଛନ୍ତି।…

ନବଜାତକୁ ମୃତ ଘୋଷଣା କରିଥିଲେ ଡାକ୍ତର, ଶ୍ମଶାନରେ ଚେଇଁ ଉଠିଲା ଶିଶୁ

କେନ୍ଦୁଝର: ନବଜାତକୁ ମୃତ ଘୋଷଣା କରିଥିଲେ ଡାକ୍ତର । କିନ୍ତୁ ଶ୍ମଶାନରେ ଚେଇଁ ଉଠିଲା ଶିଶୁ । ସେ ଜୀବିତ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ଆଶ୍ଚର୍ୟ୍ୟ ଲାଗୁଥିଲେ ବି କେନ୍ଦୁଝର ଜିଲ୍ଲାରେ ଏଭଳି ଏକ ଘଟଣାକୁ ନେଇ ସାରା ରାଜ୍ୟେ ଚର୍ଚ୍ଚା ଚାଲିଛି । କେନ୍ଦୁଝର ଜିଲ୍ଲା ଖଡ଼ିପଦା ଗାଁରେ…

କାର କିଣିବା ପାଇଁ ନବଜନ୍ମିତ ଶିଶୁପୁତ୍ର ବିକ୍ରୀ ଅଭିିଯୋଗ

କନୌଜ(ଉ.ପ୍ର): କରୋନା ସଂକ୍ରମଣଠୁ ବଳିଯାଇଛି ଏହି ଖବର । ସେକେଣ୍ଡ ହ୍ୟାଣ୍ଡ କାର କିଣିବା ପାଇଁ ଏକ ଦମ୍ପତ୍ତି ନିଜ ନବଜନ୍ମିତ ଶିଶୁପୁତ୍ରକୁ ବିକ୍ରୀ କରିବାକୁ ବି ପଛାଇନାହାଁନ୍ତି । ଉତ୍ତରପ୍ରଦେଶ କନୌଜରେ ଘଟିଥବା ଏହି ଘଟଣା ସାରା ଦେଶକୁ ଦୋହଲାଇଦେଇଛି । ଶିଶୁପୁତ୍ର ବିକ୍ରୀ ବିଷୟରେ…

ମାଙ୍କଡ ପାଇଁ ଗଲା ୮ ଦିନର ଶିଶୁ କନ୍ୟାର ଜୀବନ

ନୂଆଦିଲ୍ଲୀ: ଏକ ୮ ଦିନର ଶିଶୁ କନ୍ୟାକୁ ମାଙ୍କଡ ଚୋରି କରି ନେଇଯିବା ପରେ ଶିଶୁ କନ୍ୟାଟିର ମୃତ୍ୟୁ ଘଟିଛି। ନବଜାତ ଶିଶୁର ମାଙ୍କ କହିବାନୁସାରେ, ମାଙ୍କଡମାନେ ଛାତର ଟାଇଲ ବାଟ ଦେ ଘର ଭିତରକୁ ପ୍ରବେଶ କରି ଶିଶୁଟିକୁ ଚୋରି କରିନେଇଥିଲା। ନବଜାତ ଶିଶୁଟିର ମା ଭୁବନେଶ୍ୱରୀ ଅଭିଯୋଗ…

ମେଡିକାଲ ପରିସରରୁ ନବଜାତ ଶିଶୁ ଉଦ୍ଧାର

ଯାଜପୁର: ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରୁ କ୍ଷତାକ୍ତ ଅବସ୍ଥାରେ ଜଣେ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର । ସୂଚନା ଅନୁଯାୟୀ ଆଜି ବଢ଼ି ଭୋରୁ ଜଣେ ସପେଂଇ କର୍ମୀ ଡାକ୍ତରଖାନା ପରିସରରେ ସଫା କରୁଥିବା ବେଳେ ଏକ ନବଜାତ ଶିଶୁ ପୁତ୍ରକୁ…

ନୂଆବର୍ଷରେ ଭାରତରେ ଜନ୍ମ ନେଲେ ସର୍ବାଧିକ ଶିଶୁ; ଜାଣନ୍ତୁ କେତେ !

ନ୍ୟୁୟର୍କ: ୟୁନିସେଫର ସର୍ଭେ ଅନୁଯାୟୀ ଭାରତରେ ନୂଆବର୍ଷ ଦିନ ତଥା ଜାନୁଆରୀ ୧ ତାରିଖରେ ସର୍ବାଧିକ ୬୭,୩୮୫ ନବଜାତକ ଜନ୍ମ ଗ୍ରହଣ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ଯେତେବେଳେକି ଚୀନରେ ନୂଆବର୍ଷ ଦିନ ୪୬,୨୯୯ ଜଣ ଶିଶୁ ଜନ୍ମ ନେଇଛନ୍ତି । ଏହାବ୍ୟତିତ…

ଟ୍ରେନରେ ଜନ୍ମ ନେଲେ ୩ ଶିଶୁ, ପରେ ଆଖି ବୁଜିଲେ

ଭଦ୍ରକ: ଭଦ୍ରକ ରେଳୱେ ଷ୍ଟେସନରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଗର୍ଭବତୀ ମହିଳା ଚଳନ୍ତା ଟ୍ରେନରେ ୩ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ପରେ ମା’ ଓ ନବଜାତକକୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଶିଶୁ ପୁତ୍ରଙ୍କର…