ଆଜି ପୁଣି ଇଡିରେ ହାଜର ହେବେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ପୁଣି ଇଡି ନିକଟରେ ହାଜର ହେବେ । ରାହୁଲଙ୍କୁ ଲଗାତାର ୩ ଦିନ ଦେଲା ପଚରାଉଚରା କରୁଛି ଇଡି। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ପଚରାଉଚରା ଏପର୍ଯ୍ୟନ୍ତ ୨୭ ଘଣ୍ଟା ଧରି ଚାଲିଲାଣି । ଇଡି ରାହୁଲଙ୍କ ଠାରୁ ଯେଉଁ ଉତ୍ତର ଚାହୁଁଛି…