Latest Odisha News
Browsing Tag

NGT

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ନୋଟିସ୍ ଜାରି କଲେ ଏନଜିଟି

କୋରାପୁଟ: ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ ଦେଓମାଳିକୁ ନେଇ ରାଜ୍ୟ ସରକାରଙ୍କୁ ଏନଜିଟିଙ୍କ ନୋଟିସ୍ । ଦେଓମାଳି ଶିଖରରେ କଟେଜ୍ ନିର୍ମାଣକୁ ନେଇ ଏନଜିଟି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । କଟକର ୱାଇଲ୍ଡଲାଇଫ୍ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ଏନଜିଟିରେ ମାମଲା ହୋଇଥିଲା ।…

ହାତୀ କରିଡର ନେଇ ଏନଜିଟିଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ଓଡ଼ିଶା ସରକାରଙ୍କୁ ଆଶ୍ୱସ୍ତି । ହାତୀ କରିଡର ନେଇ ଏନଜିଟି ଦେଇଥିବା ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ । ରାଜ୍ୟ ସରକାରଙ୍କ ପକ୍ଷରୁ ରିଟ୍ ପିଟିସନକୁ ଗ୍ରହଣ କରି ଏନଜିଟିର ଏପ୍ରିଲ୍ ୬ ନିର୍ଦ୍ଦେଶନାମା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।…

ବାଣ ଫୁଟାଇବା ଓ ବିକ୍ରି କରିବା ବ୍ୟାନ୍ କଲା ଏନ୍‌ଜିଟି

ନୂଆଦିଲ୍ଲୀ: ବାଣ ଫୁଟାଇବା ଓ ବିକ୍ରି କରିବା ଉପରେ ଲାଗିଲା କଟକଣା । ଆଜି ମଧ୍ୟ ରାତ୍ରରୁ ନଭେମ୍ବର ୩୦ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବା ଓ ବିକ୍ରି ଉପରେ ନ୍ୟାସ୍‌ନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ଲଗାଇଛନ୍ତି। ଦିଲ୍ଲୀରେ ବଢ଼ୁଥିବା ବାୟୁ…

ଫ୍ଲିପ୍‌କାର୍ଟ ଓ ଆମାଜାନ୍‌ଠାରୁ ଆଦାୟ ହେବ ଜରିମାନା !

ନୂଆଦିଲ୍ଲୀ: ସେଣ୍ଟ୍ରାଲ ପଲ୍ୟୁସନ୍ କଣ୍ଣେ୍ଟ୍ରାଲ ବୋର୍ଡକୁ ମିଳିଛି ନିର୍ଦ୍ଦେଶ । ଯାଂଚ ହେବ ପରିବେଶ ବିରୋଧୀ କାର୍ଯ୍ୟକଳାପ । ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର କରୁଥିବା କମ୍ପାନୀକୁ ପ୍ରଥମେ ଚେତାବନୀ ଦିଆଯିବ । ଚେତବନୀକୁ ଅଣଦେଖା କଲେ ସେମାନଙ୍କଠୁ ମୋଟା ଅଙ୍କର ଜରିମାନା ଆଦାୟ କରିବ…