Latest Odisha News

BREAKING NEWS

Browsing Tag

Nirmala sitharaman

ଅମୃତ କାଳ ବଜେଟରେ ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ: ନିର୍ମଳା ସୀତାରମଣ

ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ ବର୍ଷ ଆଗତ ହେଉଥିବା ବାର୍ଷିକ ବଜେଟକୁ ଅଧିକରୁ ଅଧିକ ଜନପ୍ରିୟ କରିବାରେ ଲାଗିଛନ୍ତି । ଚଳିତ ବର୍ଷ ଆଗତ ହୋଇଥିବା ଅମୃତ କାଳ ବଜେଟରେ ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ପୁରୁଣା ଓ ନୂଆ ଟିକସ ବ୍ୟବସ୍ଥା ମଧ୍ୟରେ ଫରକ କଣ ?

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ମୋଦି ସରକାର ନୂଆ ଟିକସ ବ୍ୟବସ୍ଥା ଘୋଷଣା କରିଛନ୍ତି । ମଧ୍ୟବିତ୍ତ ଟିକସ ମୁକ୍ତ ଲାଗି କରୁଥିବା ବେଳେ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ମଧ୍ୟବିତ୍ତଙ୍କ ଉପରେ ପଡ଼ୁଥିବା ବୋଝକୁ ମୁଁ ବୁଝୁଛି । କିନ୍ତୁ ଅର୍ଥମନ୍ତ୍ରୀ…

ସଂସଦରେ ଉପସ୍ଥାପିତ ହେଲା ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ଆରମ୍ଭ ସହ ପ୍ରଥମ ଦିନରେ ସଂସଦରେ ଆର୍ଥିକ ସର୍ଭେ ରିପୋର୍ଟ ଆଗତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୩-୨୪ ବର୍ଷରେ ବିକାଶ ଦର ୬ରୁ ୬.୮ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି ।…

୨୦୨୪ ପୂର୍ବରୁ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, କେଉଁ କ୍ଷେତ୍ରକୁ ମିଳିବ ଲାଭ ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଆସନ୍ତାକାଲି କେନ୍ଦ୍ରର ମୋଦି ସରକାର ସଂସଦରେ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଯାହା ଉପରେ ଦେଶବାସୀଙ୍କ ନଜର ରହିଛି । ନିର୍ବାଚନ ବର୍ଷର ବଜେଟରୁ ଗରିବ ଓ ମଧ୍ୟବିତ୍ତ ଅନେକ ଆଶା ରଖିଛନ୍ତି । ଆଶା କରାଯାଉଛି ବଜେଟରେ ସାମାଜିକ ସୁରକ୍ଷା…

ନିର୍ମଳାଙ୍କ ୪ର୍ଥ ବଜେଟ୍: ପ୍ରସ୍ତୁତିରେ ଅର୍ଥମନ୍ତ୍ରୀଙ୍କ ସାଥୀ କିଏ

ନୂଆଦିଲ୍ଲୀ:ଫେବୃଆରୀ ୧ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ ୨୦୨୩ ପାଇଁ ସାଧାରଣ ବଜେଟ । ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମୋଦି ସରକାରଙ୍କର ୨ୟ ବାରିର ଶେଷ ବଜେଟ ଉପସ୍ଥାପିତ ହେବ ସଂସଦରେ । କରୋନା ମହାମାରୀ ପରେ ଭାରତରେ ଘରୋଇ ଅର୍ଥନୀତିରେ ସମାନ୍ୟ ସୁଧାର…

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ସୋମବାର ସକାଳେ ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି । ଖବର ଅନୁସାରେ, ନିର୍ମଳାଙ୍କୁ ଆଜି ଦିନ ୧୨ଟାରେ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ତେବେ ୬୩…

ଦେଶର ଆର୍ଥିକ ସ୍ଥିତି ଅନ୍ୟ ରାଷ୍ଟ୍ର ତୁଳନାରେ ଭଲ ରହିଛି : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଫେବୃଆରୀ ୧ତାରିଖରେ ସଂସଦରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବା ସାଧାରଣ ବଜେଟ୍ । ଗତକାଲିଠାରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ପ୍ରାକ୍ ବଜେଟ୍ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଦେଶର ଅର୍ଥନୀତି ସୁଦୃଢ…

ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌, ପ୍ରତି ସପ୍ତାହରେ କର୍ମଚାରୀଙ୍କୁ ମିଳିପାରେ ୩ ଦିନର ଛୁଟି

ନୂଆଦିଲ୍ଲୀ : ଆସନ୍ତା ସମୟ କର୍ମଚାରୀଙ୍କ ଜୀବନରେ ଆହୁରି ଖୁସି ଭରିପାରେ । ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌ । ଏହି ଅନୁସାରେ ପ୍ରତି କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ଆଉ ଗୋଟିଏ ଦିନ ନୁହେଁ ୩ ଦିନର ଅଫ୍‌ ମିଳିପାରେ । ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ୪ଟି ନୂଆ ଲେବର କୋଡ୍‌କୁ…

କରୋନା ଟିକା ପାଇଁ ୯୦୦ କୋଟି

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିଭର ଭାରତ ୩.୦ ଘୋଷଣା କରିଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଟିକା ପାଇଁ ୯ ଶହ କୋଟି ଟଙ୍କା ଘୋଷଣା ହୋଇଛି । କୋଭିଡ ସୁରକ୍ଷା ମିଶନ ଜରିଆରେ ବାୟୋଟେକ୍ନୋଲଜି ବିଭାଗକୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା…

ଦେଶରେ ସୁଧୁରୁଛି ଆର୍ଥିକ ସ୍ଥିତି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଦେଶରେ ସୁଧୁରୁଛି ଆର୍ଥିକ ସ୍ଥିତି । ଆଥିକ ଅବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି । ଆତ୍ମନିର୍ଭର ଭାରତ-୩.୦ ଘୋଷଣା କରି ଏଭଳି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା…