Latest Odisha News

BREAKING NEWS

Browsing Tag

Nitin Gadakari

ଓଡ଼ିଶା ଆସିବେ ବିଜେପି କେନ୍ଦ୍ରୀୟ ନେତୃତ୍ବ; କରିବେ ସମୀକ୍ଷା, ଦେବେ ଗୁରୁମନ୍ତ୍ର 

ଭୁବନେଶ୍ୱର : ଶିବରାଜ ସିଂ ଚୌହାନଙ୍କ ଠୁ ଆରମ୍ଭ କରି ଜେ ପି ନଡ୍ଡା।ନୀତିନ ଗଡ଼କରୀଙ୍କ ଠୁ ରାଜନାଥ ସିଂ। ବିଜେପିର କେନ୍ଦ୍ରୀୟ ଟିମ୍ ଏବେ ଓଡ଼ିଶା ପାଇଁ ଚଲେଇଛି ଗୋଟି ଚାଳନା। ୨୪ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି ରାଜ୍ୟ ବିଜେପି । ସଜାଡ଼ିଲଣି ମଇଦାନ, ଆରମ୍ଭ କଲାଣି ରଣନୀତି। ଚଳିତ…

ଅନୁଗୁଳ NH-୫୩ର ସମ୍ପ୍ରସାରଣ ପାଇଁ ୧୭୪ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଓଳାଶୁଣି ଛକ ସ୍ଥିତ ବ୍ରିଜର ହେବ ସମ୍ପ୍ରସାରଣ

ଭୁବନେଶ୍ବର :  ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ ପାଇଁ  କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନଙ୍କ…

ବାଦ ପଡିଲେ ଗଡକରୀ, ଯୋଡି ହେଲେ ୟେଦୁରପ୍ପା; ବିଜେପିରେ କିଛି ଠିକ ଚାଲୁନଥିବା ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ: ବିଜେପି ସଂସଦୀୟ ବୋର୍ଡରେ ହୋଇଛି ବଡଧରଣର ପରିବର୍ତ୍ତନ। ସଂସଦୀୟ ବୋର୍ଡ ରୁ ବିଜେପିର ପୂର୍ବତନ ରାଷ୍ଟୀୟ ଅଧ୍ଯକ୍ଷ ତଥା ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କୁ ବାଦ ଦେଇଛନ୍ତି ରାଷ୍ଟୀୟ ଅଧ୍ଯକ୍ଷ ଜେପି ନଡ୍ଡା ।…

କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହ ଅନୁମତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ…

ସିଦ୍ଧ ମହାବୀର ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡ଼କରୀଙ୍କୁ ଭେଟିଲେ ସମ୍ବିତ ପାତ୍ର

ପୁରୀ: ପୁରୀ କୋଣାର୍କ ଜାତୀୟ ରାଜପଥରେ ସିଦ୍ଧ ମହାବୀର ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡକରୀଙ୍କୁ ଭେଟିଛନ୍ତି ସମ୍ବିତ ପାତ୍ର। ରେଳଧାରଣା ଉପରେ ଫ୍ଲାଏ ଓଭର ବ୍ରିଜ୍ ନହେବାରୁ ଘଂଟା ଘଂଟା ଧରି ଯାତ୍ରୀମାନଙ୍କ ସମୟ ନଷ୍ଟ ହେଉଛି। ସିଦ୍ଧମହାବୀର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ନେଇ ବିଜେପି…

ସେପ୍ଟେମ୍ବର ଯାଏଁ ବଢ଼ିଲା ମୋଟରଯାନ କାଗଜ ପତ୍ରର ସମୟ ସୀମା ଅବଧି

ନୂଆଦିଲ୍ଲୀ: ବଢ଼ିଲା ମୋଟରଯାନ କାଗଜପତ୍ରର ସମୟ ସୀମା ଅବଧି । ସଂଶୋଧିତ ମୋଟରଯାନ ନିୟମ ଅନୁଯାୟୀ ସମସ୍ତ କାଗଜପତ୍ରର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ ଏହି ସମୟ ସୀମା ଅବଧିକୁ ବଢ଼ାଇ ଦିଆଯାଇଛି । ଏନେଇ ମଙ୍ଗଳବାର କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ…

ଏପ୍ରିଲ୍ ୧୮ରେ ଓଡିଶା ଆସୁଛନ୍ତି ନିତିନ ଗଡକରୀ ଓ ଉମା ଭାରତୀ

ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏପ୍ରିଲ୍ ୧୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଉମା ଭାରତୀ । ଉମା ଭାରତୀ କଟକ ସଦର, ଚୌଦ୍ୱାର ଓ ସତ୍ୟବାଦୀ ଅଞ୍ଚଳରେ ନିର୍ବାଚନୀ ର‌୍ୟାଲିରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ…