Latest Odisha News
Browsing Tag

Nuapada

ବଜ୍ରପାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ନୂଆପଡ଼ା: ମୁଣ୍ଡ ଗୁଞ୍ଜିବାକୁ ଛାତ ଦରକାର । ଏମାନେ ବି ସେଇ ଛାତ ତିଆରି କରୁଥିଲେ ମୁଣ୍ଡ ଗୁଞ୍ଜିବାକୁ । ହେଲେ ବିଧିର ବିଧାନ ଥିଲା ଅଲଗା । ସିଡ଼ି ଘରେ ଆଜବେଷ୍ଟ୍ସ ପକାଇବା ବେଳେ ବଜ୍ରପାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା…

ନୂଆପଡାରେ ଶ୍ରମିକ ଗର୍ଜନ ସମାବେଶ: ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ନୂଆପଡା: ଶ୍ରମିକଙ୍କ ରଣହୁଙ୍କାର । ନୂଆପଡ଼ା ଜିଲ୍ଲାରେ ଏକାଠି ହେଲେ ହଜାର ହଜାର ଶ୍ରମିକ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ ସମାବେଶ କରିଛନ୍ତି । ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ଆବାହାକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ଶ୍ରମିକ…

ନୂଆପଡ଼ାରେ ଜାତୀୟ ରାଜପଥ ଅବରୋଧ କଲେ ବିସ୍ଥାପିତ

ନୂଆପଡ଼ା : ନୂଆପଡ଼ାରେ ବିସ୍ଥାପିତଙ୍କ ସମସ୍ୟା ସମାଧାନ ଦାବି ନେଇ ରାସ୍ତାରୋକ । ବାରମ୍ବାର ବିସ୍ଥାପିତ ମାନେ ବିଭିନ୍ନ ପ୍ରକାର ଆନ୍ଦୋଳନର ପନ୍ଥା ଅବଲମ୍ବନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ହେଁ ପ୍ରଶାସନିକ ଅଧିକାରୀଙ୍କ ଖାମଖିଲାଲି ମନୋଭାବ ଓ ଉଦାସନିତା ଯୋଗୁଁ ସମସ୍ୟା ସୁଧୁରିବା ବଦଳି…

ନୂଆପଡ଼ାରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଲା

ନୁଆପଡ଼ା : ପ୍ରାଥମିକ ସ୍କୁଲ ଖୋଲିବା ନେଇ ଜୋର ଧରିଲା ଚର୍ଚ୍ଚା । କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ହେବ ବନ୍ଦ ରହିଛି ପ୍ରାଥମିକ ବିଦ୍ୟାଳୟ । ଏନେଇ ନୁଆପଡ଼ା ଜିଲ୍ଲାର ଅଭିଭାବକ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସତ୍ୟ ନିଷ୍ଠା ଆଦର୍ଶ ବନବିଦ୍ୟାଳୟର ମହର୍ଷି ଆଶ୍ରମର ଆବାହକ…

କୋଭିଡ୍ ରେଡ୍ ଜୋନରେ ରାଜ୍ୟର ୧୧ ଜିଲ୍ଲା, ପଶ୍ଚିମ ସହ ଉପକୂଳରେ ମାଡ଼ୁଛି ମହାମାରୀ

ଭୁବନେଶ୍ୱର: ମହାମାରୀ କୋଭିଡ୍ ସଂକ୍ରମଣ ସ୍ଥିତି ଦିନକୁ ଦିନ ରାଜ୍ୟରେ ବେକାବୁ ହେବାରେ ଲାଗିଛି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ରାତ୍ରୀକାଳୀନ କର୍ଫ୍ୟୁ ସହ ସହରାଞ୍ଚଳରେ ସଟଡାଉନ୍ ଲାଗୁ କରିଛନ୍ତି । ତଥାପି ଛତିଶଗଡ଼ ଓ ଝାଡ଼ଖଣ୍ଡ ଜିଲ୍ଲା ସହ ଉପକୂଳ ଜିଲ୍ଲାରେ କରୋନା ସଂକ୍ରମଣ…

ଆସନ୍ତା ୧୭ରୁ ୨୨ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ସଟଡାଉନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ସଟଡାଉନ ଘୋଷଣା । ଆସନ୍ତା ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ୧୭ ତାରିଖ ସକାଳ ୬ରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ଲାଗୁ ରହିବ । ଏହି ସମୟରେ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ,…

ବିଜୁବାବୁଙ୍କ ସାନପୁଅ ଆଜି ସଶକ୍ତ ନୂଆପଡ଼ା, ଲୋୟର ଇନ୍ଦ୍ର ଡ୍ୟାମ ପାର୍ଶ୍ୱରେ ସାଇନ୍ସ ପାର୍କ ଓ ମ୍ୟୁଜିୟମ୍ ନିର୍ମାଣ…

ନୂଆପଡ଼ା: ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ରାଜା ଏଟି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜନସଭାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିଛନ୍ତି । ନୂଆପଡ଼ା ଆସି ଖୁସିବ୍ୟକ୍ତି କରିଛନ୍ତି…

ନୂଆପଡ଼ା ଜିଲ୍ଲାକୁ ନବୀନଙ୍କ ଭେଟି, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ତିଖାଲିରେ ନିର୍ମିତ ହେଲିପ୍ୟାଡରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ…

ହସିବ ପଶ୍ଚିମ ଓଡ଼ିଶାର ଚାଷ ଜମି, ଆଜି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ  

ନୂଆପଡ଼ା: ଚାଷ ପାଇଁ ଆଉ ରହିବନି ଜଳ କଷ୍ଟ । ପଡ଼ିଆ ପଡ଼ିବନି ଏକର ଏକର ଚାଷ ଜମି । ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ଚାଷ ଜମିକୁ ଜଳସେଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ୬୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ…

ଟ୍ରକକୁ ପଛରୁ ପିଟିଲା କାର୍: ଦୁର୍ଘଟଣାରେ ଜଣେ ମୃତ, ୪ ଆହତ

ନୂଆପଡା: ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଇନୋଭା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵରଠାରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ଇନୋଭା ଗାଡ଼ିର ଜଣେ ମୃତ୍ୟୁ ହୋଇଥିବା ବେଳେ, ଚାରି…