ଓଡ଼ିଆ ଭାଷା : କାଲି, ଆଜି ଓ କାଲି
ଅମ୍ବିକା ପ୍ରସାଦ କାନୁନଗୋ
ବହୁ ଘାତ-ପ୍ରତିଘାତ ମଧ୍ୟରେ ଓଡ଼ିଆ ଭାଷା ଆଗକୁ ବଢିଛି। ବିଦେଶରେ ପ୍ରାୟ ୬ କୋଟି ଲୋକଙ୍କ ମୁଁହରେ ଓଡ଼ିଆ ଭାଷା । ଦେଶରେ ୭ କୋଟି ଲୋକ ଓଡ଼ିଆ କହନ୍ତି ।
ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା, ଏହାର ସ୍ବତନ୍ତ୍ରତା ଥିଲେ ମଧ୍ୟ ଅତୀତରେ ଏହି ଭାଷା ଉପରେ…