କବିତା : ଚୈତାଳି ,ବୈଶାଖୀ,ବର୍ଷା ଆଉ ମୁଁ
ଡମ୍ବରୁଧର ବେହେରା
ଚୈତାଳି.....
ତୁମେ ଆସ ଫାଲଗୁନୀର
ଅବିର ଭରା ପଣତ କାନିର
ପଛେ ପଛେ
ଝଡ଼ା ପତ୍ରର ଲଣ୍ଡା ମୁଣ୍ଡରେ ଠେଙ୍ଗା
ପହାର କଲା ଭଳି
କାଣ୍ଡ,ମୂଳ,ଶାଖା ପ୍ରଶାଖାରେ
ଛପି ଛପି
ମୃଦୁ ମଳୟର
ହାୱାରେ
ଝାଞ୍ଜି ଖରାର
ମୁଲାୟମ ଦେହେ......!
ବୈଶାଖୀ....
ତୁମେ ଆସ
କାଳ…