Latest Odisha News

BREAKING NEWS

Browsing Tag

Odia Poem

କବିତା : ବାଟ

ନାରାୟଣ ସାହୁ ଏ କେଉଁ ବାଟରେ ମୁଁ ଅଛି ! ଯେଉଁ ବାଟରେ ଯୋଗୀରୂପ ନେଇ ଉଡୁଛନ୍ତି ଦଳେ ପ୍ରଜାପତି, ସେହି ବାଟରେ କିଛି ପିଣ୍ଡଙ୍କୁ କିଛି ଭ୍ରମର କରୁଛନ୍ତି କ୍ଷତାକ୍ତ ! ଯେଉଁ ବାଟରେ ରଙ୍ଗ ଉଡେଇ ଚାଲି ଯାଉଛି ନାବାଳକଟି ପବନରେ ଇନ୍ଦ୍ରଧନୁ ଆଙ୍କି, ସେହି ବାଟରେ ରଙ୍ଗ ଭସେଇ ଲାଲ୍…

କବିତା : ପ୍ରତୀକ୍ଷା

ଅଶୋକ କୁମାର ବେହେରା ଭାବି ଦେଖିଛ କି କେବେ ମୋ ହୃଦୟର ଅନ୍ତର୍ଦାହ ଖୋଜିଛ କି ଜାଣିବାକୁ କେବେ ମୋ ମନର ଅକୁହା ବେଦନା ॥ ମୁଁ ଖୋଜୁଛି ତୁମ ଛବି ନୀତି ମୋ ସାଇତା ସ୍ମୃତି ଆଇନାରେ ମୁଁ ରଖିଛି ମିଠା ମିଠା କଥା ତୁମ ପାଇଁ ମୋ ହୃଦୟର ଭାଷା ପ୍ରକୋଷ୍ଠରେ ॥ ସ୍ୱପ୍ନ ବି ଦେଖୁଛି…

କବିତା : ଏମାନେ ସବୁ କିଏ ?

ଗଜାନନ ମିଶ୍ର ଏମାନେ ସବୁ କିଏ ? କେଉଁଆଡୁ କେଉଁଆଡକୁ କରୁଛନ୍ତି ଯା'ଆସ? କ'ଣ ସବୁ ଉଦ୍ଦେଶ୍ୟ? ସବୁ ଏମାନେ କିଏ? ଅଛନ୍ତି କି ଆରାମରେ? ଲାଭାଲାଭର ହିସାବ ବାହାରେ ଗୋଟିଏ ଗୋଟିଏ! ଏମାନଙ୍କର ସଂଖ୍ୟା କେତେ? ଏମାନେ ସବୁ କିଏ ସତେ! ଭୂତ ଭଳି ଦିଶୁଛନ୍ତି ଭୂତ ହୋଇ…

କବିତା : ଜାଗ୍ରତ ହୁଅ

ସୁଶ୍ରୀ ଶୁଭସ୍ମିତା ମହାନ୍ତି  ଉଠ ହେ ନାରୀ ଜାଗ୍ରତ ହୁଅ ତୁମେ ଦେଶ କରୁଛି ଆହ୍ବାନ, ଅବଳା ନିଜକୁ ଭାବ ନାହିଁ କେବେ ଦୃଢ଼ କର ତୁମ ମନ। ତୁମ ଚାରିପାଖେ ଘଟୁ ଅଛି ଯାହା ଦେଖି କାହିଁ ଚୁପ୍ ରୁହ, ସହିଷ୍ଣୁତାର ବି ସୀମା ରହିଅଛି ଅସ୍ତ୍ର ଧରି ଛିଡ଼ା ହୁଅ। ଭାବୁ ପଛେ ଯିଏ…

କବିତା : ଯୁଦ୍ଧଭୂମି

କୈଳାସ ଚନ୍ଦ୍ର ସାହାଣୀ  ତୁମେ ଛଳନାର ଜତୁଗୃହରେ ଜାଳିବା ପୂର୍ବରୁ ବହୁବାର ଜଳିଛି ମୁଁ ପ୍ରତାରଣାର ଲେଲୀହାନ ଶିଖାରେ, ତୁମେ ମିଛର ମହୁତୁଠ ଦେଖାଇବା ଆଗରୁ ଅନେକବାର କ୍ଷତାକ୍ତ ହୋଇଛି ମୁଁ ସେ ମଧୁ ମକ୍ଷିକାର ତୀବ୍ର ଦଂଶନରେ ; ମୋତେ ଆଉ ଭ୍ରମିତ କରନାହିଁ ହେ…

କବିତା : ଆମ ପଖାଳ କଂସା

ଗଦାଧର ସାହୁ  ମୋ ଘର ଓଡିଶା ଓଡ଼ିଆ ମୋ ଭାଷା ବଳ ମୋ ପଖାଳ କଂସା, ବାସି ପଖାଳ ମୋ ହାଣ୍ଡିରେ ନଥିଲେ ଭୋକରେ ଉଡଇ ହଂସା । ସକାଳ ପାଇଲେ ପଖାଳ ଖୋଜଇ ଶାଗ ସଙ୍ଗେ ବଡି ଚୁରା, ଚୁନାମାଛ ସାଥେ ଶୁକୁଆ ରାଇତା ଖାଇ ଦେଉ ପେଟ ପୂରା । କଞ୍ଚା ଲଙ୍କା ଲେମ୍ବୁ ପିଆଜ କାକୁଡି…

କବିତା : ମାଟିର ମାଧୁର୍ଯ୍ୟ

ବାସନ୍ତୀ ବାରିକ୍  ସୁନୀଳ-ଆକାଶ ତଳେ ଧୂସର-ଧରଣୀ କୋଳେ, ଅରଣ୍ୟ,ପର୍ବତ ଶୋହେ, ସାଗର,ଝରଣା ବହେ, ପ୍ରକୃତିର ପ୍ରୀତିମୟ ଶୋଭା। ସବୁଜ ଶ୍ୟାମଳ-କ୍ଷେତ, ମାଟିର-ମଧୁ ପଣତ, ଧରଣୀର ରମଣୀୟ-ବିଭା। ସୃଷ୍ଟିର ଚାରୁ-ସମ୍ଭାର ସୌନ୍ଦର୍ଯ୍ୟର ଗନ୍ତାଘର, ସ୍ବପ୍ନଭରା-ନିଶିଥିନି ଜୋଛନା-ଝରା…

କବିତା : ମାୟା ଫଗୁଣ

ସ୍ମୃତି ରଞ୍ଜନ ତ୍ରିପାଠୀ  ଏଇ ଏଇନା ଖଳି ହେଉଛନ୍ତି ବସନ୍ତର କାମଳ ରୋଗୀ ସବୁ, ଏଇ ଏଇନା ବକ୍ତା ସବୁ ଆକାଶ ମୁହାଁ ପୁଣି ଗଢ଼ିବାକୁ, ଶିହରିବାକୁ ଫଗୁଣକୁ ତା'କୁ ଆହୁରି ଗେହ୍ଲେଇ ନାଚିବାକୁ ଆଉଥରେ ବଇଦ ସାଜିବାକୁ।। ବାଃରେ ଶୀତ ସବୁ କମ୍ବଳର ସ୍ୱେଦ ତୁ ନେଲୁ ମୋ ପାଇଁ…

କବିତା : ରାସ୍ତା

ରାମକୃଷ୍ଣ ଯିବାକୁ ମୋର ଜମା ଇଚ୍ଛା ନାହିଁ ଯାହା ଅଛି ହଜିଯାଆନ୍ତି ତା ଭିତରେ ଯାହା ନାହିଁ ତାକୁ ଭରି ଦିଅନ୍ତି ସୁନ୍ଦର ସବୁ ମୋର କଳ୍ପନାରେ, ଅଜସ୍ର ଇଚ୍ଛାଙ୍କ ଉତ୍ସବରେ ମାତି ଯିବାକୁ ମନ ମୋର, କିନ୍ତୁ ଜାଣେ ବସି ରହିବା ତ ଦୂରର କଥା ଘଉଡାଇ ନିଆଯିବ ମୋତେ ଛିଡାହେବା ଜାଗାରୁ…

କବିତା : ଜୀବନ ଗାଥା

ରବି ପଣ୍ଡା ଏକ ଅଲିଖିତ ଘୋଷଣାନାମାରେ ଦସ୍ତଖତ କରିସାରିଛି କେଉଁ ଦିନରୁ ମା'ଠାରୁ ମାଟିକୁ ଛୁଇଁବାଠାରୁ ମୋ ସତ୍ତା ଚୁକ୍ତି କରି ଦେଇଛି , ହାତକାଟି ଜନ୍ମ କୁଣ୍ଡଳୀରୁ। ମୁଁ ଚାଲିବି, ଚାଲୁଥିବି ସୂର୍ୟ୍ଯାସ୍ତର ରଙ୍ଗ ସବୁ ଲିଭି ଯିବା ପୂର୍ବ ପର୍ଯ୍ୟନ୍ତ /ମୋ ପ୍ରୁଥିବୀର ଦିଗ୍…