Latest Odisha News

BREAKING NEWS

Browsing Tag

Odia Poem

କବିତା : ଚଇତି ଜହ୍ନ

କବିତା : ଚଇତି ଜହ୍ନ ବଳରାମ ପୂଜାରୀ ଅନେକ କଡଲେଉଟା ନିଦ ଏଇଠି ଅପହୃତ ? ଫେରିଯାଅ ତାରାମାନେ ଏବେ ତୁମର ଫୁଟିବାର ସମୟ ଅତିକ୍ରାନ୍ତ ? ଜହ୍ନକୁ ପଚାର ! ଚଇତି ଫର୍ଚ୍ଚା ଆକାଶଟା ଏବେ କାହିଁ ? ବାରୁଦ ବାରୁଦ ବା ସେ ପୁରା ଅନ୍ଧାରଟା , ଏଠି ନିଲାମ ଯୁଦ୍ଧର ଯଜ୍ଞରେ ?…

କବିତା : ସତ୍ୟଧ୍ଵନି

ତେଜସ୍ୱିନୀ ପଣ୍ଡା  ଦୂର ଆକାଶର ଚନ୍ଦ୍ରମା ତୁମେ ଯେ ମୁଁ ଅପହଞ୍ଚ ଇଲାକାର ତାରା କେଉଁଠି ହଜିଲ ବନ୍ଧୁ ? ମୋ ଆଖି ଭିଜେ ରାତିସାରା । ତୁମ ନାଁ ଯେପରି ‘ସତ୍ୟ’ ସେହି ସତ୍ୟର ଛାତିରେ ସଜାଥିବା ଅନେକ କଥା ଆଜି ସ୍ମୃତି ଓ ବିିସ୍ମୃତିର ଢେଉରେ। ଭୁଲିଗଲି ଆଜି ମୁଁ ତୁମ ଅତୀତର…

କବିତା : ବସୁନ୍ଧରା

ମିରିନା ମହାନ୍ତି  ବସୁନ୍ଧରା, ତୁମ ଝରକା ସେପାଖେ ସମ୍ପର୍କମାନଙ୍କର ଗାଢ ନୀରବତା , ଗଭୀର, ଗମ୍ଭୀର ନିର୍ଜନତା ।। ଦେଖ, ମେଘ ମେଦୁର ଆକାଶ ସନ୍ ସନ୍ ବହୁଥିବା ପବନ ଅବିରାମ କିଚିରି ମିଚିରି ଚଢେଇଙ୍କ ଗଳ୍ପ ପତ୍ରଢଙ୍କା ଗଛ, ଆଉ କୁହୁଡିର ହିଲ୍ଲୋଳ ।। ଗୋଟିଏ ସମୟରେ ଓହ୍ଲାଇ…

କବିତା : ବନ୍ଦେ ଉତ୍କଳ ଜନନୀ

ଅଚ୍ୟୁତାନନ୍ଦ ଧଳ ପାଦକୁ ଧୋଉଛି ବିଶାଳ ଦରିଆ ଶୀତଳ ପରଶ ଦେଇ, ଶରୀରେ ରହିଛି ସବୁଜ ବନାନୀ ସେହି ମୋ ଉତ୍କଳ ଭୁଇଁ। ଓଢଣୀ ଯାହାର ଗିରି ଶୃଙ୍ଗମାଳ ନୀଳଗିରି କପିଳାସ, ଖଣ୍ଡଗିରି ଆଉ ଧଉଳି ପାହାଡ ରଚିଅଛି ଇତିହାସ। ଯା'ବକ୍ଷେ ଖେଳୁଛି ସବୁଜ ଫସଲ ଚୀର ପ୍ରସବିନି ନଦୀ, କଟକ…

କବିତା : ପ୍ରତିଦ୍ୱନ୍ଦୀ

ଦେବାଶିଷ ଦାଶ ମୁଁ ପ୍ରତିଥର ମୋର ଚରମ ବ୍ୟାପକତାକୁ ଛୁଇଁ ପାରିଥିବାର ବିଜୟୋଲ୍ଲାସ ସହ ତୁମଠୁ ହିଁ ଫେରୁଥିବାର ଅନୁଭବ ପ୍ରାୟ ସମସାମୟିକ । ତମେ ମୋର ଚିର ପ୍ରତିଦ୍ୱନ୍ଦୀ, ପଛେଇ ଯିବାର ଭୟରେ ମୋତେ ଆକ୍ରାନ୍ତ କରି ନୟାନ୍ତ କରୁଛ । ତମଠୁ ସ୍ବପ୍ନ ହରିନେଇ ରାତ୍ରୀଚର ହେଲି ,…

କବିତା : ପାଗଳ ଗାରଦ

ମାନସ ରଞ୍ଜନ ମହାପାତ୍ର ଏଠି କେହି ରହୁନାହାନ୍ତି ଏବେ ସାରା କୋଠାରେ ବଖରା ପଡ଼ିଛି ସବୁ ଖାଲି କିଛି ପ୍ରଚାରପତ୍ର, କିଛି ମୁଖା କିଛି ବୋମା, କିଛି ଭାଷଣ ଫୁଲ, ନଈ, ଆକାଶ, ମେଘ-କିଛି କଙ୍କାଳ ଚିତ୍ର ବିଚିତ୍ର ଚିତ୍ର ଚରିତ୍ର ତତଲା ପବନ, କେତେ ଡହଳ ବିକଳ ସବୁ ଦିନ ! ଆସିବ?…

କବିତା : କବି ପ୍ରସନ୍ନ କୁମାର ମିଶ୍ରଙ୍କ ଉନ୍ମୋଚିତ ତୈଳଚିତ୍ର

ଆଶିଷ ମହାପାତ୍ର ରେଳ ଷ୍ଟେସନରୁ ବାହାରିଲି ତ ପିଠିରେ ଲଦାଥିଲା ମାର୍ଚ୍ଚର ଖରା ଭିତରୁ ବାଜୁଥିଲା ମଧ୍ୟାନ୍ତର ଭୋକର ବିଗୁଲ୍ କଲେଜ ଛକରେ ଆସିଲା ମନୋଜର ଫୋନ୍ । ଅଣଓଡ଼ିଆ ଇଂଜିନିୟରିଂ ଛାତ୍ର ସେ ଏକାକୀ ରହେ ଉପର ମହଲାରେ ହିନ୍ଦୀରେ କହୁଥିଲା ଅଙ୍କଲ୍ ଚାଳିଶ ଥର ଓ୍ବାସରୁମ୍…

କବିତା : କର୍ତ୍ତବ୍ୟ

ମିନାକ୍ଷୀ ଦ୍ବିବେଦୀ  ସମସ୍ତେ ଆସନ୍ତି ଯାଆନ୍ତି ସେ(ମାଟି) କିନ୍ତୁ ମୁହଁ ପାତି ପଡ଼ି ରହିଛି କୁଆଡେ ଯିବାର ନଥାଏ, ନା ସ୍ବର୍ଗକୁ ନା ନର୍କକୁ, ନା ମନ୍ଦିରକୁ ନା ମସଜିଦକୁ, ସମସ୍ତେ ଟାଣି ହୋଇ ଆସନ୍ତି ଶେଷ ସମୟରେ। ଭଲପାଏ ସେ ସୂର୍ଯ୍ୟକୁ ତାର ଉଷ୍ଣ କିରଣକୁ, ଭଲପାଏ ଜହ୍ନକୁ ତାର…

କବିତା : ଦିନିକିଆ ପଖାଳ

ଶ୍ରୀମାନ ସର୍ବଗିଳା  ଯେବେଠାରୁ ଯୁଗ ଆଗେଇଲା ଓଡ଼ିଆଙ୍କ ପଖାଳ କଂସା ପ୍ରମୋସନ ପାଇ ଢ଼ାବା, ଷ୍ଟାର ହୋଟେଲରେ ପଶିଲା ଏବେ ବରଷକେ ଏଇ ଦିନ ଆସୁଛି ଚାର୍ଟ ଚାଉମିନ ହଟ ପିଜାଖିଆ ପାଟି ପଖାଳ କଂସାକୁ ଖୋଜୁଛି ଚୁନା ମାଛ ବଡି ଚୁରାକୁ ଶାଗ ଭଜା ଘରଣୀ ଭାଜୁଛି ଯେବେ ଏଇ ପଖାଳ ଦିବସ…

କବିତା : ହୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ  ଗତ ଦୁଇବର୍ଷ ଫିକା ହେଲା ହୋଲି କରୋନା ବ୍ୟାପିଲା ବୋଲି, ଅବିର ଦେହରେ ବୋଳି ପାରିଲିନି ସଂକ୍ରମିତ ହେବ ବୋଲି । କରୋନା ରାକ୍ଷସ ଛାଡି ତ ଗଲାନି ଛୁଇଁବାକୁ ହେଲା ମନା, ସବୁ ଆଶା ମୋର ମିଳେଇ ତ ଗଲା ମନ ହୋଇଗଲା ଚୁନା । ଏସନ ହୋଲିରେ ଫଗୁ ଅବିରରେ…