ଗଳ୍ପ : ଝଡ଼
ଅଳକା ମହାପାତ୍ର
ଟଳି ଟଳି ଘର ଭିତରକୁ ପଶି ଆସିଲା ନରେଶ। ବଡ଼ ପାଟିରେ ଡାକିଲା ପତ୍ନୀ ସାବିକୁ। ଚୁଲି ପାଖରେ ବସି, ତା ଦେହରେ ଅନାବନା କାଠଝାଟି ଖେଞ୍ଚୁଥିଲା ସାବି ଭାତ ରାନ୍ଧିବା ପାଇଁ। ନରେଶର ଡାକରେ ଆଠମାସର ପେଟ ସହିତ ଧିରେ ଧିରେ ଛିଡ଼ାହୋଇ ପାଖକୁ ଆସିଲା । ତାକୁ ଦେଖି ଟଙ୍କା…