Latest Odisha News
Browsing Tag

Odisha Corona Death

ଓଡ଼ିଶାରେ କରୋନା ନେଲା ଆଉ ୧୩ ଜୀବନ, କୋରାପୁଟରୁ ଗଡ଼ିଲା ପ୍ରଥମ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା । କୋରାପୁଟ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି ପ୍ରାଣଘାତୀ ଭାଇରସ୍ । ଦୁଇ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏହାସହ ଗତ ୨୪ ଘଣ୍ଟାରେ କରୋନା ନେଇ ୧୩ ଜୀବନ । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୭୨କୁ…

ନବରଙ୍ଗପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା, ୨୪ ଘଣ୍ଟାରେ ଆଉ ୧୦ ମୃତ

ଭୁବନେଶ୍ୱର: କରୋନା ମାଡୁଛି । ପ୍ରତିଦିନି ନୂଆ ନୂଆ ଜିଲ୍ଲାରୁ ଜୀବନ ନେଉଛି । ନବରଙ୍ଗପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ସଂକ୍ରମିତ ମୃତ୍ୟୁବଣ କରିଛନ୍ତି । ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟର ୭ଟି ଜିଲ୍ଲାରୁ ୧୦ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି…

କରୋନା ନେଲା ଆଉ ୧୦ ଜୀବନ, ରାଜ୍ୟରେ ଦୁଇ ଶହ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ଦୁଇ ଶହ ପାର କରିଛି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୦ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଗଜପତିରୁ ୨ ଏବଂ କଳାହାଣ୍ଡି ଓ ଖୋର୍ଦ୍ଧା…

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୮୭କୁ ବୃଦ୍ଧି

ଭୁବନେଶ୍ୱର: କରୋନାରେ ପୁଣି ଯାଇଛି ୧୦ ଜୀବନ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ୫, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ଭିତରେ ଦୁଇ ଜଣ ଭୁବନେଶ୍ୱରରୁ ଅଛନ୍ତି ।…

ଓଡ଼ିଶାର ୧୪ ଜିଲ୍ଲାରୁ ମୁଣ୍ଡ ନେଲାଣି କରୋନା

ଭୁବନେଶ୍ୱର: କରୋନା କାୟା ମାଡୁଛି । ମୁଣ୍ଡ ବି ନେଉଛି । ରାଜ୍ୟରେ ପ୍ରତିଦିନ ଆକ୍ରାନ୍ତଙ୍କ ଜୀବନ ଯାଉଛି । ବର୍ତ୍ତମାନ ସୁଦ୍ଧା ୧୦୩ ଜଣ ଭୂତାଣୁ ସଂକ୍ରମିତ ମୃତ୍ୟୁବରଣ କଲେଣି । ରାଜ୍ୟର ୧୪ ଜିଲ୍ଲାରୁ ମୁଣ୍ଡ ନେଇଛି ଭାଇରସ୍ । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ଼, ଗଜପତି,…

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଯାଉଛି ଜୀବନ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬ ଜଣଙ୍କର ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ । ଗଞ୍ଜାମ ଜିଲ୍ଲାରୁ ପାଞ୍ଚ ଓ ଗଜପତି ଜିଲ୍ଲାରେ ଆଉ ଜଣେ ଭୂତାଣୁ ସଂକ୍ରମିତଙ୍କ ଜୀବନ ଯାଇଛି । ମୃତକଙ୍କ ଭିତରେ ପାଞ୍ଚ ଜଣ ପୁରୁଷ ଓ ଜଣେ ମହିଳା ।…

ରାଜ୍ୟରେ କରୋନା ନେଲା ଆଉ ୪ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ କରୁଥିବା ବେଳେ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ଚାରି ଜଣଙ୍କର ଜୀବନ ନେଇଛି କରୋନା । ସମସ୍ତ ଚାରି ଜଣ ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ଓ ସମସ୍ତେ ପୁରୁଷ । କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । 4. Male of 32 years of…