Latest Odisha News
Browsing Tag

Odisha Covid Death

ଆଉ ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମରେ ୧୫୦ ପାର କଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: କରୋନା ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୪, ପୁରୀରୁ ୩ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ସେହିପରି ସୁନ୍ଦରଗଡ଼, ସମ୍ୱଲପୁର, କଟକ ଜିଲ୍ଲାରୁ ଆଉ ଜଣେ ଲେଖାଏଁ ଭୂତାଣୁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।…

ରାଜ୍ୟରେ ଆଉ ୫ ଜିଲ୍ଲାରୁ ୯ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୩୧୪

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦ ହଜାର କୋଭଡ୍ ଟେଷ୍ଟ ହୋଇଛି । ସର୍ବାଧିକ ୧୯୮୧ ପଜିଟିଭ୍ ବାହାରିଥିବା ବେଳେ ପ୍ରାଣଘାତୀ କରୋନା ନେଇଛି ଆଉ ୯ ଜୀବନ । ୫ ଜିଲ୍ଲାରେ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩, କଟକ ଓ…

ଆଉ ୯ଜଣଙ୍କୁ ମିଶାଇ ରାଜ୍ୟରେ ତିନି ଶହ ପାର କଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୫୦ ହଜାର ଡେଇଁଛି କରୋନା ପଜିଟିଭ୍ କେସ୍ । ଆଜି ମୃତ୍ୟୁସଂଖ୍ୟା ୩ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୯ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ତିନି ଜଣ ମହିଳା ଓ ଛଅ ଜଣ ପୁରୁଷ । ଗତ ୨୪ ଘଣ୍ଟାରେ ଗଞ୍ଜାମ…

ଆଉ ୧୦ ମୁଣ୍ଡ ନେଲା କରୋନା, ରାଜ୍ୟରେ ତିନି ଶହ ଛୁଇଁବ ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଜୀବନ ନେଉଛି କରୋନା । ଗତ ୨୪ ଘଣ୍ଟାରେ ଆଉ ୧୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼, ବାଲେଶ୍ୱର, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା…

ଓଡ଼ିଶାରେ ଆଉ ୯ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୨୧୬

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ମୁଣ୍ଡ ନେଉଛି ଭୂତାଣୁ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ପ୍ରାଣ ଯାଇଥିବା ବେଳେ ଖୋର୍ଦ୍ଧା, ପୁରୀ ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…

ଓଡ଼ିଶାରେ ଆଉ ୮ ପ୍ରାଣ ନେଲା ପ୍ରାଣଘାତୀ କରୋନା

ଭୁବନେଶ୍ୱର: ରାଜ୍ୟରେ ୧୪ ଶହ ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ଆଉ ୮ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନୟାଗଡ, ଗଜପତି, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ…

ରାଜ୍ୟରୁ ଆଉ ୧୦ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୬୯

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ଜଣଙ୍କର ଜୀବନ ଯାଇଛି । ୧୬୯କୁ ବୃଦ୍ଧି ପାଇଛି ମୋଟ୍ ମୃତ୍ୟୁ ସଂଖ୍ୟା । ଗଞ୍ଜାମ ଜିଲ୍ଲାରୁ ଆଉ ୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ମୋଟ୍ ମୃତ୍ୟୁ ସଂଖ୍ୟା ୯୦ରେ…

ରାଜ୍ୟରେ ପାଞ୍ଚ ବର୍ଷର ଶିଶୁ ସମେତ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଜଣେ ୫ ବର୍ଷର ଶିଶୁ ଜୀବନ ନେଇଛି କରୋନା । ଗତ ୨୪ ଘଣ୍ଟା ଭିତରେ ଆଉ ୭ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ରାୟଗଡ଼ାରୁ ଦୁଇ, କଟକ ଜିଲ୍ଲାରୁ ଜଣେ ଓ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଜଣେ ପାଞ୍ଚ ବର୍ଷର ଶିଶୁ ପ୍ରାଣ…

ମାଲକାନଗିରିରୁ ପ୍ରଥମ ମୁଣ୍ଡ ନେଲା କରୋନା, ୨୪ ଘଣ୍ଟାରେ ଆଉ ୭ ମୃତ

ଭୁବନେଶ୍ୱର: ମାଡୁଛି କରୋନା । ରାଜ୍ୟରେ ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ଆଉ ୭ ଜଣଙ୍କର ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ ।  ଏମାନଙ୍କ ଭିତରେ ଛଅ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ମାଲକାନଗିରି ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଜଣେ ୫୧ ବର୍ଷୀୟ ବ୍ୟକ୍ତି ପ୍ରାଣ…

ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଗତ ୨୪ ଘଣ୍ଟା ଭିତରେ ଆଉ ୧୦ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି । ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ବାଲେଶ୍ୱରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…