Latest Odisha News
Browsing Tag

Odisha Covid Testing

ଦୈନିକ ୭୦ ହଜାର କୋଭିଡ୍ ଟେଷ୍ଟ ଦିଗରେ ବଢୁଛି ଓଡ଼ିଶା, ବଢୁଛି ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଟେଷ୍ଟିଂ । ଦୈନିକ ୭୦ ହଜାର ଲକ୍ଷ୍ୟରେ ବଢୁଛି ଓଡ଼ିଶା । ଗତ କିଛି ଦିନ ହେବ ୬୦ହଜାରରୁ ଅଧିକ ଟେଷ୍ଟ ହେଉଥିଲା । ଗତ ୨୪ ଘଣ୍ଟାରେ ୬୭ହଜାର ୧୫୬ ନମୁନା ପରୀକ୍ଷା କରାଯାଇଛି । ଚିହ୍ନଟ ହୋଇଛନ୍ତି ୧୨ହଜାର ୮୫୨ ନୂଆ ଆକ୍ରାନ୍ତ । ଗତକାଲି ୬୦ହଜାର ୭୫୯…

ଏଣିକି ସ୍ୱାବ୍ ଦେବା ଦିନଠୁ ୧୦ ଦିନ ହୋମ୍ ଆଇସୋଲେସନ୍

ଭୁବନେଶ୍ୱର: କୋଭିଡ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଣିକି କୋଭିଡ୍ ଟେଷ୍ଟ ପାଇଁ ସ୍ୱାବ ଦେବା ଦିନଠାରୁ ୧୦ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପଡିବ । ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ…

ଦିନକରେ ଓଡ଼ିଶାରେ ୪୬ହଜାର, ଦେଶରେ ୧୧ ଲକ୍ଷ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋଭିଡ ଟେଷ୍ଟିଂ । ଗତ ୨୪ ଘଣ୍ଟାରେ ୪୬ ହଜାର ୭୫୪ ନମୁନା ପରୀକ୍ଷା ହୋଇଛି । ଜଞ-ଚଉଜ- ୭, ୧୪୪, ଆଣ୍ଟିଜେନ୍୦ ୩୯, ୩୯୨, ଟ୍ରୁନଟ୍- ୨୧୮ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ ଲକ୍ଷ ୯୭ ହଜାର ୩୪୫ କୋଭିଡ୍ ଟେଷ୍ଟ କରାଯାଇଛି । ସେପଟେ ଦେଶରେ ବି ବଢିଛି ଟେଷ୍ଟିଂ…

କୋଭିଡ୍ ଟେଷ୍ଟିଂରେ ଆଗରେ ଓଡ଼ିଶା: ଗୋଟିଏ ଦିନରେ ରେକର୍ଡ ୬୮ ହଜାର ନମୁନା ପରୀକ୍ଷା

ଭୁବନେଶ୍ୱର: ୩୨ରୁ ୪୨, ତାପରେ ୫୦ ହଜାର । ଏବେ ପ୍ରତିଦିନ ୬୦ ହଜାରରୁ ଅଧିକ । ରାଜ୍ୟରେ ବଢ଼ି ଚାଲିଛି କୋଭିଡ୍ ଟେଷ୍ଟିଂ । ରେକର୍ଡ ସ୍ତର ଛୁଇଁଛି । ଗୋଟିଏ ଦିନରେ ୬୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ ହଜାର ୯୦ କୋଭିଡ୍ ଟେଷ୍ଟିଂ କରାଯାଇଛି ।…

ଗୋଟିଏ ଦିନରେ ରାଜ୍ୟରେ ୬୩ ହଜାର ୨୦୯ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ସ୍ତର ଛୁଇଁଛି କୋଭିଡ୍ ଟେଷ୍ଟିଂ। ଅଧିକରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି । ଗତ ୨୪ ଘଣ୍ଟାରେ ୬୩ ହଜାର ୨୦୯ ସାମ୍ପୁଲ ପରୀକ୍ଷା ହୋଇଛି । ଏହା ଭିତରେ ୫୫,୭୮୦ଟି ଆଣ୍ଟିଜେନ, ୭,୨୯୫ଟି ଆରଟିପିସିଆର ଓ ଟ୍ରନେଟ ୧୩୪ । ମୟୂରଭଞ୍ଜରେ ସର୍ବାଧିକ ୮ହଜାର…

ରାଜ୍ୟରେ ୫୦ ହଜାର ପାର୍ କଲା କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋଭିଡ୍ ଟେଷ୍ଟିଂ । ଗୋଟିଏ ଦିନରେ ୫୦ ହଜାର ପାର । ଗତ ୨୪ ଘଣ୍ଟାରେ ସର୍ବାଧିକ ୫୨ ହଜାର ୭୯୫ ନମୁନା ପରୀକ୍ଷା କରାଯାଇଛି । ଏହା ଭିତରେ ରହିଛି ୧୦ ହଜାର ୨୪୦ RT-PCR ଓ ୪୨ ହଜାର ୪୧୪ ଆଣ୍ଟିଜେନ୍ ଟେଷ୍ଚ କରାଯାଇଛି । ଗତକାଲି ଅପେକ୍ଷା 5 ହଜାର ଅଧିକ ନମୁନା…

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ୪୦ ହଜାର କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ସୁସ୍ଥ ବି ହେଉଛନ୍ତି ଆକ୍ରାନ୍ତ । ସରକାରଙ୍କ ଫୋକସରେ ଏବେ କିଭଳି ଅଧିକ ଟେଷ୍ଟ କରାଯିବ । ଗତ ୨୪ ଘଣ୍ଟାରେ ରେକର୍ଡ ୪୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଲଗାତାର…