Latest Odisha News

BREAKING NEWS

Browsing Tag

Odisha Covid

ରାଜ୍ୟରେ ସଂକ୍ରମଣ କମୁଛି, ଫେବ୍ରୁଆରୀରେ କୋହଳ ହୋଇପାରେ କଟକଣା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଖସୁଛି । ଦୈନିକ କେସ୍ ୫ହଜାର ତଳକୁ ଖସିଛି । ସପ୍ତାହେ ପୂର୍ବରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିଲା । ଏବେ ନିୟନ୍ତ୍ରଣକୁ ଆସୁଛି କରୋନା । ଆଉ ଦୁଇ ଦିନ ପରେ ସରୁଛୁ ଜାନୁଆରୀ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ । ଆଶା…

ଆଜି ଓଡ଼ିଶାରୁ ୧୮୩୩ କରୋନା ପଜିଟିଭ୍, ୨ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତିରେ ରହିଛି କରୋନାର ଦୈନିକ ସଂକ୍ରମଣ । ଧିରେ ଧିରେ କମୁଛି । ପ୍ରତିଦିନ ପାଖାପାଖି ଦୁଇ ହଜାର ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ଶହ ୩୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୦୬୨ ଓ ଲୋକାଲ୍ କଣ୍ଟାକ୍ଟ…

କାଲି କମିଥିଲା, ଆଜି ବଢ଼ିଲା: ଓଡ଼ିଶାରୁ ୨୦୮୫ କରୋନା ପଜିଟିଭ୍

ଭୁବନେଶ୍ୱର: କାଲି ଦୁଇ ହଜାର ତଳକୁ କମିଥିଲା କରୋନା ସଂକ୍ରମଣ । ଆଜି ପୁଣି ଦୁଇ ହଜାର ଡେଇଁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ହଜାର ୮୫ ନୂଆ ଆକ୍ରାନ୍ତ . ଗତକାଲି ଏହି ସଂଖ୍ୟା ଥିଲା ୧ହଜାର ୬୪୮ । ଅର୍ଥାତ ଗତକାଲି ଅପେକ୍ଷା ଆଜି ପାଖାପାଖି ୪ଶହ ଅଧିକ ସଂକ୍ରମିତ ହୋଇଛନ୍ତି ।…

ଓଡ଼ିଶା ଅନଲକ୍-6: କଣ ଖୋଲା, କଣ ରହିବ ବନ୍ଦ ?

ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ରଜ୍ୟ ସରକାର ଅନଲକ୍ 6.0 ଗାଇଡଲାଇନା ଜାରି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ କଟକଣାକୁ ସାମାନ୍ୟ ହଟାଇ ଦିଆଯାଇଛି । ଆସନ୍ତାକାଲିଠୁ ଲାଗୁ ହେବ ନୂଆ ଗାଇଲାଇନ୍ । ଏବେ ଆସନ୍ତୁ ନଜର ପକାଇବା ନଭେମ୍ବରରେ କଣ ଖୋଲା ଓ କଣ ସବୁ ବନ୍ଦ ରହିବ । - କଣ୍ଟେନମେଣ୍ଟ…

କମୁଛି ଲୋକାଲ୍ କେସ: ୨୪ ଘଣ୍ଟାରେ ରାଜ୍ୟରୁ ୨୧୩୮ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲୋକାଲ୍ କେସ୍ ଖସୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ହଜାର ୧୩୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨ ଶହ ୫୧ ଓ ୮୮୭ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ରାଜ୍ୟରେ କରୋନାର…

ଓଡ଼ିଶାରେ ଗୁଜରାଟ ଓ ରାଜସ୍ଥାନ ଅପେକ୍ଷା ସଂକ୍ରମିତ ଅଧିକ, ମୃତ୍ୟୁସଂଖ୍ୟା ବହୁତ କମ୍

ଭୁବନେଶ୍ୱର: ଦେଶରେ ୩୫ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ରାଜ୍ୟରେ ଏହି ସଂଖ୍ୟା ଆଜି ଲକ୍ଷେ ଅତିକ୍ରମ କରିଛି । ଦେଶ ଓ ରାଜ୍ୟରେ କରୋନା କାୟା ମାଡି ଚାଲିଛି । ଦେଶରେ ସଂକ୍ରମିତ ରାଜ୍ୟ ତାଲିକାର ଏକାଦଶ ସ୍ଥାନକୁ ଉଠିଛି ଓଡ଼ିଶା । ଗୁଜରାଟକୁ ପଛରେ ଛାଡ଼ିଛି । କିନ୍ତୁ ଗୁଜରାଟ ଅପେକ୍ଷା…

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କରୋନା ସଂକ୍ରମିତ

ଭୁବନେଶ୍ୱର: କରୋନା ସଂକ୍ରମିତ ହୋଇଛନ୍ତି ଗ୍ରାମ୍ୟ ଉନ୍ନୟମ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହାସହ ଯେଉଁମାନେ ଗତ କିଛି ଦିନ ଭିତରେ…

ଗୋଟିଏ ଦିନରେ ରାଜ୍ୟର ୧୦ ଜିଲ୍ଲାରୁ ୬୭% ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଛି । ଗୋଟିଏ ଦିନରେ ରେକର୍ଡ ଟେଷ୍ଟିଂ ହୋଇଛି । ଏଥିପାଇଁ ସର୍ବାଧିକ ୨୯ ଶହ ୨୪ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟେଷ୍ଟିଂ ସଂଖ୍ୟା ୫୨ ହଜାର ଟପିଥିବାରୁ ୨୯ ଶହ ପଜିଟିଭ୍ କେସ୍ ବାହାରିଛି । ଗତ ୨୪ ଘଣ୍ଟାରେ ୧୦ଟି…

କନ୍ଧମାଳ ଓ ମାଲକାନଗିରିରେ ହଜାରେ ଟପିଲା କରୋନା କେସ୍

ଭୁବନେଶ୍ୱର: ବେକାବୁ କରୋନା ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ କାବୁକୁ ଆସୁଛି । କିନ୍ତୁ ଦକ୍ଷିଣ ଓଡ଼ିଶାରେ ଚିନ୍ତା ବଢ଼ାଇଛନ୍ତି କନ୍ଧମାଳ ଓ ମାଲକାନଗିରି ଜିଲ୍ଲା । ଏହି ଦୁଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । କୋରାପୁଟରେ ୨୪ଘଣ୍ଟାରେ ୧୭୯ ଆକ୍ରାନ୍ତ  କନ୍ଧମାଳ ଜିଲ୍ଲାରେ…

କରୋନାରେ ଗଲା ଆଉ ୯ ମୁଣ୍ଡ, କେନ୍ଦୁଝର ଜିଲ୍ଲାରେ ପ୍ରଥମ ମୃତ୍ୟୁ

ଭୁବନେଶ୍ୱର: ମାଡୁଛି ସଂକ୍ରମଣ, ରାଜ୍ୟରେ ଯାଉଛି ଜୀବନ । ଗତ ୨୪ ଘଣ୍ଟାରେ ଆଉ ୯ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କେନ୍ଦୁଝର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରୁ ୬ ଜଣଙ୍କ…