Latest Odisha News
Browsing Tag

odisha high court

ବଗଲା ଧର୍ମଶାଳା ମାମଲା: ସରକାରଙ୍କ ପକ୍ଷରୁ ଜବାବ ଦାଖଲ

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ଅଭିଯୋଗରେ ସରକାରଙ୍କ ପକ୍ଷରୁ ଜବବା ଦାଖଲ ହୋଇଛି । ଏହି ମାମଲାରେ ହାଇକୋର୍ଟଙ୍କ ନିକଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ପୂର୍ବରୁ ବଗଲା ଜମି…

ବଗଲା ମାମଲା: ସରକାରଙ୍କୁ ଜବାବ ତଲବ

କଟକ: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ବଗଲା ଧର୍ମଶାଳା ଜମିରେ ଶ୍ରୀ ଜଗନ୍ନାଥଙ୍କ ମାଲିକାନା ବାବଦରେ ତଥ୍ୟ ରଖିବାକୁ କୋର୍ଟ ଜବାବ ମାଗିଛନ୍ତି । ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି ।…

ଗଣେଶ ପୂଜା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର: ଟ୍ୱିନ୍‌ସିଟିରେ ଗଣେଶ ପୂଜା ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କଂଟେନ୍‌ମେଂଟ ଅଂଚଳକୁ ଛାଡି ଅନ୍ୟ ସବୁଠି ପୂଜା ପାଇଁ ଅନୁମତି ମିଳୁ ବୋଲି ଦାବି ହୋଇଛି । ଆଇନଜୀବୀ ବିଭୂତିଭୂଷଣ ଚୌଧୁୂରୀ ଏନେଇ ମାମଲା ରୁଜୁ କରିଛନ୍ତି । ପୂଜା ସମୟରେ ଆୟୋଜକ ସାମାଜିକ…

ଉଲିବୁର ଖଣି ଦୁର୍ନୀତି ମାମଲା: ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଲା ଜାମିନ

କଟକ: ଉଲିବୁର ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଛି ଜାମିନ । ଦୀପକଙ୍କୁ ସର୍ତ୍ତମୂଳକ ଭାବେ ଏକ ମାସ ପାଇଁ ହାଇକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି । ଏକ କୋଟି ଟଙ୍କାର ଅର୍ଥରାଶି ଜମା ସହ ଦୁଇ କୋଟି ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ତାଙ୍କୁ…

ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ

କଟକ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବରିଷ୍ଠ ମହିଳା ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ଜଣେ ବିଚାରପତି ରୂପେ ନିଯୁକ୍ତ କରିଛନ୍ତି । କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସେ ଜୁନ ୧୧ରେ ବିଚାରପତି ଭାବେ ଶପଥ ନେଇ ପାରନ୍ତି । ହାଇକୋର୍ଟ…

କୋଭିଡ କିଟ୍ କିଣା ଦୁର୍ନୀତି: ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା

ଭୁବନେଶ୍ୱର: ରାଜ୍ୟରେ କୋଭିଡ କିଟ୍ କିଣା ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରି ଜନସ୍ୱାର୍ଥ ମାମଲା ହୋଇଛି। ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଲାଗି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ନେସନାଲିଷ୍ଟ ଲୟର୍ସ ଫୋରମ…

ବିବାହ ପ୍ରଲୋଭନ ଦେଖାଇ ଦୈହିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହ କରିବାକୁ ପ୍ରଲୋଭନ ଦେଖାଇ ଦୈହିକ ସମ୍ପର୍କ ରଖିବା ଅର୍ଥ ଦୁଷ୍କର୍ମ ନୁହେଁ । ନିମ୍ନ ଅଦାଲତଙ୍କ ଦ୍ବାରା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରି ହାଇକୋର୍ଟ ଏ ଭଳି ରାୟ ଦେଇଛନ୍ତି। ୨୦୧୯, ନଭେମ୍ବର ୨୭ ତାରିଖ…

ଜଷ୍ଟିସ୍ ମହମ୍ମଦ ରଫିକ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୁରୁବାର ଦିନ ଜଷ୍ଟିସ୍ ମହମ୍ମଦ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ସେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ…

‘ୱାନ୍ ବାର୍,ୱାନ୍ ଭୋଟ୍’ ଭିତ୍ତିରେ ଓଡିଶାର ସମସ୍ତ ବାର ଆସୋସିଏସନରେ ନିର୍ବାଚନ ଆରମ୍ଭ

କଟକ : ଓଡିଶାରେ ସମସ୍ତ ୧୫୭ଟି ଓକିଲ ସଂଘର ନିର୍ବାଚନ ଶନିବାର ଦିନ ‘ୱାନ୍ ବାର୍ ୱାନ୍ ଭୋଟ୍’ ଆଧାରରେ ନିର୍ବାଚନ ଆରମ୍ଭ ହେଉଛି । ରାଜ୍ୟର ଥିବା ସମସ୍ତ ବାର ଆସୋସିଏସନ ଗୁଡିକରେ କାର୍ଯ୍ୟନିର୍ବାହୀ କମିଟି ଗଠନ କରିବା ନିମନ୍ତେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି । ଏଠାରେ…