Latest Odisha News

BREAKING NEWS

Browsing Tag

Odisha Urban Polls

ପୌର ଲଢ଼େଇରେ ଶଙ୍ଖନାଦ: ଉପକୂଳର ୯ ଜିଲ୍ଲାରେ ବିଜେଡିକୁ ୭୭% ସଫଳତା

ଭୁବନେଶ୍ୱର: ପଞ୍ଚାୟତ ଭଳି ପୌର ଲଢ଼େଇରେ ବି କାମ ଦେଲା ନବୀନ ମ୍ୟାଜିକ୍ । ଚାରିଆଡ଼େ ଶଙ୍ଖନାଦ । ବିଜେଡି ବିପୁଳ ସଫଳତା ପାଇଛି । ୧୦୫ ଏନଏସି ଓ ମ୍ୟୁନିସିପାଲିଟି ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ୭୩ଟି ଜିତିଛି । ବିଜେପି ୧୬, କଂଗ୍ରେସ ୭ ଓ ଅନ୍ୟାନ୍ୟ ୯ଟିରେ ବାଜି ମାରିଛନ୍ତି । ଉପକୂଳର…

ଯାଜପୁର ଓ ବୌଦ୍ଧ ଏନଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଯାଜପୁର/ବୌଦ୍ଧ: ପୌର ନିର୍ବାଚନରେ ଆଜି ଆସିବ ରେଜଲ୍ଟ । ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି । ପ୍ରାରମ୍ଭିକ ଗଣତିରେ ବିଭିନ୍ନ ଏନଏସି, ମ୍ୟୁନିସିପାଲିଟିରେ ରହିଛନ୍ତି ବିଜେଡି ପ୍ରାର୍ଥୀ । ଯାଜପୁର ଓ ବୌଦ୍ଧ ଜିଲ୍ଲାରେ ଏନଏସି ଅଧ୍ୟକ୍ଷ ନିର୍ବାଚନରେ ବାଜି ମାରିଛି ବଜେଡି । ଏଠାର ଅଧ୍ୟକ୍ଷ ପଦ…

କାଉନସିଲର ଓ କର୍ପୋରେଟର ଆସନରେ ବହୁ ଆଗରେ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସକାଳ ୮ଟାରୁ ପୌର ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । ସାମନାକୁ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । କାଉନସିଲର ଓ କର୍ପୋରେଟର ଆସନରେ ବିଜେଡି ବହୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ୩୫୪ ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେହିପରି ୬୧ ଆସନରେ ଆଗରେ…