Latest Odisha News

BREAKING NEWS

Browsing Tag

Odisha Vigilance

ଲାଞ୍ଚୁଆ ଥାନା ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ, ଦଫା କାଟିବାକୁ ନେଉଥିଲେ ଲାଞ୍ଚ

ଢେଙ୍କାନାଳ: ଲାଞ୍ଚ ନେଉଥିଲେ ଥାନା ବାବୁ । ଧରିଲା ଭିଜିଲାନ୍ସ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରି ପଡ଼ିଛନ୍ତି ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାହ ଥାନା ଆଇଆଇସି । ତାଙ୍କ ନାଁ ଚିତ୍ତରଞ୍ଜନ ବେହେରା । ଏକ ଯୌତୁକ ଜନିତ ମାମଲାରେ ୩୦୭ ଦଫା ଉଠାଇ ଦେବାକୁ ସେ ଲାଞ୍ଚ ମାଗିଥିଲେ । ୬ ହଜାର…

ଲାଞ୍ଚ ନେଇ ବନ୍ଧା ହେଲେ ତହସିଲ ସୁପରଭାଇଜର

ସୋନପୁର: ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ରେଭିନ୍ୟୁ ସୁପରଭାଇଜର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ଗିରଫ ହୋଇଛନ୍ତି । ତାଙ୍କ ନାଁ ନବେନ୍ଦ୍ର ମହାକୁଡ । ହାଇଟେକ୍ ସେଟେଲମେଣ୍ଟରେ ମା’ ନାଁରେ ଥିବା ଜମିକୁ ପୁଅ ଥାବର ମେହରେଙ୍କ ନାଁରେ କରିବା ପାଇଁ ସେ ୧୦…

ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୁରୀ: ଭିଜିଲାନ୍ସ ଜାଲରେ ପୂର୍ବତନ ରାଜସ୍ୱ ନିରୀକ୍ଷକ(RI) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଚଢାଉ । ପୁରୀ ଅଫିସ୍ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । ପୁରୀ ଫ୍ରେଣ୍ଡସ୍ କ୍ଲବ ଗଳିରେ ଥିବା ୨ଟି…

ଭିଜିଲାନ୍ସ ଜାଲରେ ଗଞ୍ଜାମ ଚିକିଟି କଲେଜ ଡେମନଷ୍ଟେଟର୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗଞ୍ଜାମ ଚିକିଟି କଲେଜର ଡେମନଷ୍ଟେଟର କୈଳାଶ ଚନ୍ଦ୍ର ମହାନ୍ତି। ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସାଙ୍ଗେ ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି । ସୂଚନା ଅନୁଯାୟୀ ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଚିକିଟି କଲେଜର ଡେମନଷ୍ଟେଟର କୈଳାଶ…

ପାଠକ-ପାଣିଗ୍ରାହୀ ଫ୍ୟାମିଲି ଲିଙ୍କ ଖୋଳତାଡ ପାଇଁ ବ୍ରହ୍ମପୁରରେ ଭିଜିଲାନ୍ସ ଟିମ୍

ବ୍ରହ୍ମପୁର: କ୍ରାଇମବ୍ରାଞ୍ଚ ପରେ ଭିଜିଲାନ୍ସ । ପାଠକ-ପାଣିଗ୍ରାହୀ ଫ୍ୟାମିଲି ଲିଙ୍କର ତଦନ୍ତ ଆରମ୍ଭ କରିଛି । ଆଜି ଭିଜିଲାନ୍ସର ଗୋଟିଏ ଟିମ୍ ଅଧିକ ଖୋଳତାଡ ପାଇଁ ବ୍ରହ୍ମପୁରରେ ପହଞ୍ଚିଛି । ଭିଜିଲାନ୍ସ ସେଲ ଊଝଚ ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ଖୋଳତାଡ ଆରମ୍ଭ ହୋଇଛି । ପାଠକ…