Latest Odisha News

BREAKING NEWS

Browsing Tag

odisha

ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ : ବିଜେପି

ଭୁବନେଶ୍ୱର: ଭାରତର ଆତ୍ମା ଦିଲ୍ଲୀରେ ନୁହେଁ ପଲ୍ଲୀରେ ଅଛି । ଗ୍ରାମାଂଚଳର ବିକାଶ ଏବଂ ଗରୀବଲାକଙ୍କ ଉତ୍‌ଥାନରେ ସମୃଦ୍ଧ ହେବ ଭାରତବର୍ଷ ।” ଦେଶ ସ୍ୱାଧୀନତା ପ୍ରାପ୍ତି ସମୟରେ ମହାତ୍ମା ଗାନ୍ଧୀ ଏହି କଥାକୁ ଗୁରୁତ୍ୱ ଦେଇ କହିଥିଲେ । ଅନ୍ୟ ପଟେ ପରିବାରବାଦ୍‌, ତୁଷ୍ଟିକରଣ ଓ ଭ୍ରଷ୍ଟାଚାର…

ଅଙ୍ଗଦାନ କରିଥିବା ଦୁଇ ଜଣଙ୍କ ପରିବାରକୁ ‘ସୁରଜ’ ପୁରସ୍କାର

ବ୍ରହ୍ମପୁର:ଅଙ୍ଗଦାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତି ବର୍ଷ ଅଗଷ୍ଟ ୧୩ ତାରିଖକୁ ବିଶ୍ବ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଇଥାଏ। ଗଞ୍ଜାମ ଜିଲାରେ ଅଙ୍ଗଦାନକୁ ପ୍ରୋତ୍ସାହନ ପାଇଁ ‘ସୁରଜ’ ପୁରସ୍କାର ପ୍ରଦାନ କରାଯାଏ । ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟର ଓସ୍ବାନ ହଲ୍ ଠାରେ…

ଆଜିଠୁ ଦୁଇ ଦିନ ଭୀଷଣ ବର୍ଷା ସମ୍ଭାବନା

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ ।  ନଦୀ ଜଳସ୍ତର ଆହୁରି ବଢ଼ିବା ସହ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। https://twitter.com/mcbbsr/status/1558066698737307648 ଲଘୁଚାପ ପ୍ରଭାବରେ ଦୁଇ ଦିନ ଭୀଷଣ ବର୍ଷା ହେବ ।  ରାଜ୍ୟର ବିଭିନ୍ନ…

ଓଡ଼ିଶା ବିଜେପି ପ୍ରଭାରୀ ହେଲେ ସୁନୀଲ ବଂସଲ

ଭୁବନେଶ୍ବର: ବଦଳିଛନ୍ତି ଓଡ଼ିଶା ପାଇଁ ରାଜ୍ୟ ବିଜେପି ପ୍ରଭାରୀ । ନୂଆ ଦାୟିତ୍ବ ତୁଲାଇବେ ସୁନୀଲ ବଂଶଲ ।  ସୁନୀଲ ବଂଶଲ ହୋଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ତେଲେଙ୍ଗାନା, ପଶ୍ଚିମବଙ୍ଗ ସହ ଓଡିଶା ଦାୟିତ୍ୱ ମଧ୍ୟ ସମ୍ଭାଳିବେ ସୁନୀଲ ବଂଶଲ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତର…

କଟକ ଠାରେ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

କଟକ: ଓଡ଼ିଶାରେ ଏବେ ଆଚ୍ଛା ଦିନ ଆସିଛି ଏବଂ ଆଗାମୀ ଦିନରେ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି ବୋଲି ସୋମବାର କଟକ ଇନଡ଼ୋର ଷ୍ଟାଡ଼ିୟମ ଠାରେ ଡ.ହରେକୃଷ୍ଣ ମହାତାବଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ ରେ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ…

ଭୁବନେଶ୍ବରରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶାରେ ଆସି ପହଁଚିଛନ୍ତି । ବିଳମ୍ବିତ ରାତିରେ  ବିମାନ ବନ୍ଦରରେ ପହଁଚିଥିଲେ ଅମିତ ଶାହ । ଶାହଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସି ପହଁଚିଛନ୍ତି । …

୨.୫୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରୁଛନ୍ତି ଗଞ୍ଜାମର ମହିଳା ଗୋଷ୍ଠୀ

ବ୍ରହ୍ମପୁର: ଚଳିତ ବର୍ଷ ସ୍ବାଧୀନତାର ୭୫ବର୍ଷ ପାଳନ କରୁଛି ଭାରତ। ‘ଆଜାଦୀକା ଅମୃତ ମହୋତ୍ସବ’ ଅବସରରେ ‘ହର୍‌ ଘର ତ୍ରିରଙ୍ଗା’ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କ୍ରମରେ ରାଜ୍ୟରେ ୩୦ଲକ୍ଷ ପତାକା ସିଲେଇ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଗୋଷ୍ଠୀଙ୍କୁ…

ଓଡ଼ିଶାର ନଦୀ ଶୁଷ୍କ ଓ ପ୍ରଦ୍ୟୁଷିତ ହୋଇଗଲାଣି

ଭୁବନେଶ୍ୱର:  ଓଡ଼ିଶାର ପ୍ରାୟ ସାଢ଼େ ଚାରିକୋଟି ଲୋକେ ତାଙ୍କ ଦୈନଦିନ ଜୀବନରେ ନଦୀ ଉପରେ ନିର୍ଭର କରିବା ସହ କୃଷି, ପଶୁପାଳନ ପାଇଁ ସର୍ବଦା ନିର୍ଭର କରିଥାନ୍ତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ ନଦୀ…

ଶେଷ ହେଲା ବଜେଟ୍ ଅଧିବେଶନ: ଦରମା ବଢ଼ିବା ନିଷ୍ପତ୍ତି ନେବ କମିଟି

ଭୁବନେଶ୍ବର:  ଶେଷ ହେଲା ବଜେଟ୍ ଅଧିବେଶନ (ମୈାସୁମୀ ଅଧିବେଶନ) ।  ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତ୍ତି  । ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ଶେଷ ହୋଇଛି ବଜେଟ୍ ଅଧିବେଶନ  । ତେବେ ଶେଷ ଦିନରେ ସବୁଠୁ ବଡ଼ କଥା ଯାହା ହୋଇଛି ତାହା ହେଉଛି ବିଧାୟକଙ୍କ ଦରମା…

ବନୀକରଣ ନାମରେ କୋଟି କୋଟି ଟଙ୍କା ଚଳୁ କରିଛି ବନବିଭାଗ : ସିଏଜି

ଭୁବନେଶ୍ବର:  ରାଜ୍ୟରେ ବନୀକରଣ ନାମରେ କୋଟି କୋଟି ଟଙ୍କା ଚଳୁ କରାଯାଇଛି । ଏନେଇ ଆଜି ବିଧାନସଭାରେ ଆଗତ ହୋଇଥିଲା୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସିଏଜି ରିପୋର୍ଟରେ ଦର୍ଶାଯାଇଛି । 485 ବୃକ୍ଷୋରୋପଣ ମଧ୍ୟରୁ 191ଟି ସଫଳ ହୋଇନଥିବାରୁ ବିଭାଗ ଦ୍ବାରା 13.71 କୋଟି ଟଙ୍କାର ନିଷ୍ଫଳ…