Latest Odisha News

BREAKING NEWS

Browsing Tag

Omricon

ପୁଣି ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଗୁଜୁରାଟରୁ ଚିହ୍ନଟ, ଦେଶରେ ୨୫କୁ ଛୁଇଁଲା ସଂଖ୍ୟା

ଜାମନଗର: ଶୁକ୍ରବାର ଦିନ ଗୁଜୁରାଟର ଜାମନଗରରେ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ କୋଭିଡ଼ ପଜିଟିଭ ରୋଗୀଙ୍କ ଆଉ ଦୁଇଟି ମାମଲା ଚିହ୍ନଟ ହୋଇଛି । ଡ଼ିସେମ୍ବର ୪ତାରିଖରେ ଗୁଜୁରାଟରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ଓମିକ୍ରନ କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଭାରତରେ…

ଓମିକ୍ରନ ଭୟ, ଲକ୍ଷ୍ନୌରେ ୧୪୪ଧାରା ଜାରି

ଲକ୍ଷ୍ନୌ: ଓମିକ୍ରନ ଭୟ । ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌରେ ଲାଗୁ ହୋଇଛି ୧୪୪ଧାରା । ଆଗାମୀ ଖ୍ରୀଷ୍ଟମାସ ତଥା ନୂତନ ବର୍ଷ ଉତ୍ସବରେ ବିପଦକୁ ଦୃଷ୍ଟିରେ ରଖି ଏହିଭଳି ପଦକ୍ଷେପ ନିଆଯାଇଛି । ଆଗକୁ ହେବାକୁ ଥିବା ପରୀକ୍ଷା ଏବଂ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ…

ଡରାଇଲାଣି ଓମିକ୍ରନ୍ ଭାଇରାସ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ବିଶ୍ବକୁ ଡରାଇଲାଣି ଓମିକ୍ରନ୍ ଭାଇରସ । ମାମଲା ବଢୁଥିବାରୁ ଏବେ ଦେଶରେ ନିଆଯାଇଛି ଆଗୁଆ ପଦକ୍ଷେପ । ଖାସ କରି ଓମିକ୍ରନ୍ ଭାଇରସକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଛି ଉଚ୍ଚସ୍ତରୀୟ ବୈଠକ । ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିବାକୁ…

ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ସମଗ୍ର ବିଶ୍ୱରେ ଭୟର ବାତାବରଣ

ଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ ଭ୍ୟାରିଆଣ୍ଟ ଏବେ ସମଗ୍ର ବିଶ୍ୱରେ ଭୟର ବାତାବରଣ ଦେଖାଦେଇଛି । ଏପରିକି ଏହା କରୋନାର ତୃତୀୟ ଲହରର ଆଶଙ୍କାଙ୍କୁ ବଢ଼ାଇ ଦେଇଛି । ଓମିକ୍ରନକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର ।…