ଧଳା ପିଆଜ ନା ଲାଲ ପିଆଜ! କେଉଁ ପିଆଜ ଖାଇବା ଭଲ..
ଭୁବନେଶ୍ବର:ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ପିଆଜ ଥାଏ । ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଇ ନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ପ୍ରଦାନ କରେ । ପିଆଜ ବିନା ସାଲାଡ ଅସମ୍ପୂର୍ଣ୍ଣ ମନେହୁଏ ଏବଂ ଛୁଙ୍କ ବେଳେ ପିଆଜ ବ୍ୟବହାର ନକଲେ ନଚଳେ । ତେବେ ବଜାରରେ ଦୁଇ ପ୍ରକାରର ପିଆଜ ଦେଖିବାକୁ…