Latest Odisha News
Browsing Tag

Online

ବିରିୟାନି ଖାଇ ଚାଲିଗଲା ଯୁବତୀଙ୍କ ଜୀବନ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିରିୟାନି ଖାଇବା ହେଲା କାଳ । ଅନଲାଇନ୍‌ରେ ବିରିୟାନି ମଗାଇ ଖାଇବା ଯୁବତୀଙ୍କୁ ଭାରି ପଡ଼ିଲା । ବିରିୟାନି ଖାଇ ମୃତ୍ୟୁବରଣ କଲେ ୨୦ ବର୍ଷୀୟ ଯୁବତୀ । ଏଭଳି ଘଟଣା ବେଙ୍ଗାଲୁରୁର କସରଗଡ଼ ନିକଟସ୍ଥ ପେରୁମ୍ବାଲା ଅଞ୍ଚଳରେ ଘଟିଛି । ମୃତ ଯୁବତୀଙ୍କ ଜଣକ ହେଲେ ଅଞ୍ଜୁ ଶ୍ରୀପାର୍ବତୀ…

ଅନଲାଇନରେ ଭାରତୀୟଙ୍କ ଆଧାର, ପାନ କାର୍ଡ ତଥ୍ୟ ବିକୁଛନ୍ତି ପାକିସ୍ତାନୀ ହ୍ୟାକର୍ସ

ନୂଆଦିଲ୍ଲୀ: ତଥ୍ୟ ଲିକକୁ ନେଇ ବଡ଼ ଖବର ଆସିଛି । ଏଥରକ ହଜାର ହଜାର ଭାରତୀୟ ଆଧାର କାର୍ଡ ସହ ପାନ କାର୍ଡ ତଥ୍ୟ ଲିକ୍ ହୋଇଛି । ଆଉ ଏ ଡାଟା ଲାଗିଛି ପାକିସ୍ତାନୀ ହ୍ୟାକରଙ୍କ ହାତରେ । ପ୍ରାୟ ୫ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କ ପାନ ସହ ଆଧାର କାର୍ଡ ସହ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ…

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ 'ଦାସିଆ ସାଂସ୍କୃତିକ ପରିଷଦ', ତରଫରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଶେଷlନନ୍ଦ ମିଶ୍ର ଓ କାର୍ତ୍ତିକ ମଲ୍ଲିକ ମୁଖ୍ୟବକ୍ତା ଭାବରେ…

ଏଣିକି ଅନଲାଇନରେ ହେବ ଅଭିଭାବକ ବୈଠକ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ସୁବିଧା ଲାଗି ବିଭାଗ ପକ୍ଷରୁ କିଛିଟା ପରିବର୍ତ୍ତନ କରାଯାଇଛି । ଗତ ୨ବର୍ଷ ହେବ ରାଜ୍ୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢ଼ା…

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ଅନଲାଇନରେ ହେବ ସାଇ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଓ ସାଇ ଇଣ୍ଟନ୍ୟାସନାଲ ଆବାସିକ ସ୍କୁଲ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ମାର୍ଚ୍ଚ ୬ ଓ ଏପ୍ରିଲ ୨ ତାରିଖରେ ଏହି ଅନଲାଇନ ପରୀକ୍ଷା ହେବ । ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ପାଇଁ ଷଷ୍ଠରୁ ନବମ, ଓ ଏକାଦଶ…

ଗାନ୍ଧୀ ଜୟନ୍ତୀରୁ ଅନଲାଇନରେ ହେବ ସବୁ ସରକାରୀ ସେବା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରୁ ସମସ୍ତ ସରକାରୀ ସେବା ଅନ୍ଲାଇନ୍ରେ ଉପଲବ୍ଧ ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟିରେ ୮ଟି ବୈଷୟିକ କୌଶଳର ଶୁଭାରମ୍ଭ କରିଛନ୍ତି। ସରକାରୀ ସେବା ପାଇଁ ଆଉ ଅଫିସ ଆସିବାକୁ ପଡ଼ିବ ନାହିଁ । ଗୃହ, ସାଧାରଣ ପ୍ରଶାସନ ଓ…

ଅନଲାଇନ ରିଲିଜ ହେଲା ‘ଆଭେଞ୍ଜରର୍ସ ଏଣ୍ଡଗେମ’

ମୁମ୍ବାଇ: ଫିଲ୍ମ ‘ଅବତାର’କୁ ପଛରେ ପକାଇ ଆଭେଞ୍ଜରର୍ସ ଏଣ୍ଡଗେମ୍‌ ନିକଟରେ ଗ୍ଲୋବାଲ ବକ୍ସ ଅଫିସ ଆୟରେ ନଂ୧ ସ୍ଥାନରେ ପହଞ୍ଚିଯାଇଛି। ଏହି ଫିଲ୍ମ ରିଲିଜ ନ ହେବା ପୂର୍ବରୁ ଅନେକ ଶୋ ହାଉସଫୁଲ ହୋଇଯାଇଥିଲା। ଏବେ ପୁଣି ଦର୍ଶକଙ୍କ ମନ ଜିଣିବାକୁ ଆଭେଞ୍ଜର୍ସ ଅନଲାଇନରେ ରିଲିଜ ହୋଇଛି।…

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଉଭୟ ଅନଲାଇନ ଓ ଅଫଲାଇନର ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇବ । ରାଜ୍ୟ ସଚିବାଳୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ପରୀକ୍ଷା ଫଳ ଘୋଷଣା କରାଯିବ । ଚଳିତ ବର୍ଷ ପାଖାପାଖି ୨୫,୭୩୧ ଜଣ ଛାତ୍ରଛାତ୍ରୀ…

ମେ’ ୩ୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ୍

ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ମେ’ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ମ୍ୟାଟ୍ରିକ୍ ପରୀକ୍ଷା ଫଳାଫଳ ମେ’ ପ୍ରଥମ ସପ୍ତାହରେ ପ୍ରକାଶିତ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ…