Latest Odisha News

BREAKING NEWS

Browsing Tag

OUAT

ନିଶ୍ଚେତକ ନଦେଇ ଆହତ ଅଜଗର ସାପର ହେଲା ସିଟି ସ୍କାନ୍

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ସ୍ଥାନରେ ନିଶ୍ଚେତକ ଦିଆଯାଇ ସିଟି ସ୍କାନ୍ ହୋଇଥାଏ । କିନ୍ତୁ ଆହତ ଅଜଗରକୁ ଆନେସ୍ଥସିଆ ନଦେଇ ଦେଢ଼ଘଣ୍ଟା କାଳ ସିଟି ସ୍କାନ୍ କରାଯାଇଛି । ଓୟୁଏଟି ଭେଟରିନାରୀ କଲେଜ ସର୍ଜରୀ ଓ ରେଡିଓଲୋଜି ବିଭାଗ ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ମଡର୍ନ ହେଲଥ…

୩ ଦଫା ଦାବି ନେଇ ଓୟୁଏଟି ଭେଟେରେନାରୀ ବିଭାଗ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ବର : ୩ ଦଫା ଦାବି ନେଇ ଓୟୁଏଟି ଭେଟେରେନାରୀ ବିଭାଗ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ପରୀକ୍ଷା ଶେଷ ହୋଇଥିଲେ ବି ରେଜଲ୍ଟ ପ୍ରକାଶ ପାଇନାହିଁ । ତେଣୁ…

ଓୟୁଏଟି ର ୫ ଛାତ୍ରଛାତ୍ରୀ କରୋନା ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ବର OUAT ର ପାଞ୍ଚ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ଚାରିଜଣ ହଷ୍ଟେଲ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ବିଏମ୍ମ‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ସଂକ୍ରମିତ…

ଅଜଗର ସାପର ଅସ୍ତ୍ରୋପଚାର

ଭୁବନେଶ୍ୱର: ଅଜଗର ସାପର ହେଲା ଅସ୍ତ୍ରୋପଚାର । ସାପର ହେଲା ସିଟି ସ୍କାନ । ଆନନ୍ଦପୁରରୁ ଉଦ୍ଧାର ହୋଇଥିବା ଏକ ଅଜଗର ସାପର ଓୟୁଏଟିରେ ଅସ୍ତ୍ରୋପଚାର କରାଯାଇଛି । ଏଥିସହ ସାପଟିର ସିଟି ସ୍କାନ ମଧ୍ୟ କରାଯାଇଛି । ସାପଟିର ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଓ ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ…

ମୌସୁମୀ ପୂର୍ବରୁ ଓଡ଼ିଶାକୁ ଆସିପାରନ୍ତି ପଙ୍ଗପାଳ, ସତର୍କ କରାଇଲା ଓୟୁଏଟି

ଭୁବନେଶ୍ୱର: ମୌସୁମୀ ପୂର୍ବରୁ ଓଡ଼ିଶାକୁ ଆସିପାରନ୍ତି ପଙ୍ଗପାଳ । ଏନେଇ ସତର୍କ କରାଇଛି ଓୟୁଏଟି । ଚାଷୀଙ୍କୁ ସଚେତନ କରାଇବା ସହ ସତର୍କ ରହିବାକୁ ଓୟୁଏଟି ପରାମର୍ଶ ଦେଇଛି । ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ ଏନେଇ ସୂଚନା ଦେଇ କହିଛନ୍ତି ଚାଷୀ ମାନଙ୍କୁ ଟିଭି ଓ ଅନ୍ୟ ମାଧ୍ୟମରେ ସଚେତନ…

ପଙ୍ଗପାଳ ଆକ୍ରମଣ ନେଇ ଚାଷୀ ଛନକା, ଓୟୁଏଟି ଦେଲା ପରାମର୍ଶ

ଭୁବନେଶ୍ୱର: ଓଡ଼ିଶା ମୁହାଁ ପଙ୍ଗପାଳ । ଏହାକୁ ନେଇ ଚାଷୀ ମଧ୍ୟରେ ଛନକା ପସିଛି । ପାକିସ୍ତାନରୁ ବାହାରିଥିବା ଏଇ ପଙ୍ଗପାଳ ରାଜସ୍ଥାନର ୧୮ ଜିଲ୍ଲାରେ ଫସଳ ନଷ୍ଟ କରିବା ପରେ ମଧ୍ୟପ୍ରଦେଶକୁ ଏଣ୍ଟ୍ରୀ କରିଥିଲା । ସେଠାରେ ୧୨ ଜିଲ୍ଲାର ଫସଲ ସଫା କରିଦେବା ପରେ ଏବେ ଉତ୍ତରପ୍ରଦେଶର ଫସଳ ନଷ୍ଟ…

ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ଓୟୁଏଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଓୟୁଏଟି ଅଧିନରେ ଥିବା ସମସ୍ତ କଲେଜ…

ଓୟୁଏଟିର ନୂଆ କୁଳପତି ଭାବେ ପବନ କୁମାର ଅଗ୍ରଓ୍ଵାଲ ନିଯୁକ୍ତ

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର ନୂଆ କୁଳପତି ଭାବେ ପବନ କୁମାର ଅଗ୍ରଓ୍ଵାଲ ନିଯୁକ୍ତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଶୁକ୍ରବାର ଦିନ ନିଯୁକ୍ତି ପ୍ରଦାନ କରିଛନ୍ତି। ଆହୁରି ମଧ୍ୟ ସେ କାର୍ଯ୍ୟରେ ଯୋଗ…

ଓୟୁଏଟି କ୍ୟାମ୍ପସରେ ୨ ଜଣ ଛାତ୍ରଙ୍କୁ ର‌୍ୟାଗିଂ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଓୟୁଏଟି କଲେଜ ପରିସରରେ ଆଜି ଦୁଇ ଜଣ +୩ ପ୍ରଥମ ବର୍ଷର ଛାତ୍ରଙ୍କୁ ସିନିଅର ଛାତ୍ର ମାନେ ର‌୍ୟାଗିଂ ସହ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ର ଦ୍ଵୟ ଶିରିପୁର ଥାନାରେ ମାମଲା ରୁଜୁ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଦୁଇ…