Latest Odisha News

BREAKING NEWS

Browsing Tag

Paralakhemundi ACF Death Case

ପାରଳା ACF ମୃତ୍ୟୁ ମାମଲା: ଆସିଲା ୩ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: ଦୁଇ ମାସ ପରେ ବି ଖୋଲିନି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ । ଏହାରି ଭିତରେ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ସୌମ୍ୟରଞ୍ଜନ ମହାମାତ୍ର ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକସନ୍ ଟେଷ୍ଟ…

ACF ସୌମ୍ୟ ମୃତ୍ୟୁ ମାମଲା: ଗଜପତି ଡିଏଫଓଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଜେରାରେ ପଡ଼ିଲା ଗଜପତି ଡିଏଫଓଙ୍କ ପାଳି । ଆଜି ତଦନ୍ତକାରୀ ଟିମ୍ ଆଗରେ ହାଜର ହୋଇଛନ୍ତି ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା । ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍‌ରେ କ୍ରାଇମବ୍ରାଞ୍ଚର ୪ ଜଣିଆ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚିକିତ୍ସା କରିଥିବା ୩ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ତିନି ଦିନ ହେବ ମାରାଥନ୍ ଜେରା ଚାଲିଛି । ଆଜି ଜେରାର ତୃତୀୟ ଦିନରେ ହାଜର ହୋଇଛନ୍ତି ସୌମ୍ୟଙ୍କୁ ସେଦିନ ଚିକିତ୍ସା କରିଥିଲା ୩ ଜଣ ଡାକ୍ତର । ପାରଳାଖେମୁଣ୍ଡି ସିଡିଏମଓ ଅଫିସରେ…

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ମାସେ: ପୋଲିସ ହାତ ଖାଲି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଆଜି ମାସେ ପୂରିଛି । ତଥାପି ମୃତ୍ୟୁ ରହସ୍ୟ ଭେଦି ପାରିନି ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିଲା ତାହା ଜାଣି ପାରିନି । ଗଜପତିରୁ ତଦନ୍ତ ଆରମ୍ଭ ହୋଇ ଆଉ 3ଟି ଜିଲ୍ଲାରେ ବି…