Latest Odisha News

BREAKING NEWS

Browsing Tag

parineeti chopra

ବିବାହ ପୂର୍ବରୁ ରାଘବଙ୍କ ସମ୍ପର୍କରେ ଏସବୁ ଗୁଗୁଲ କରିଥିଲେ ପରିଣୀତି…

ନୂଆଦିଲ୍ଲୀ: ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଗତ ବର୍ଷ ବିବାହ କରିଥିଲେ। ଉଦୟପୁରରେ ଏହି ଦମ୍ପତିଙ୍କର ବିବାହ ଜାକଜମକରେ ହୋଇଥିଲା। ନିକଟରେ ରଜତ ଶର୍ମାଙ୍କ ସହ ଏକ ସାକ୍ଷାତକାରରେ ଦୁହେଁ ପରସ୍ପର ସମ୍ପର୍କରେ କିଛି ଖୁଲାସା କରିଥିଲେ। ଲଣ୍ଡନରେ ଏକ ପୁରସ୍କାର ବିତରଣ ଉତ୍ସବରେ ଦୁହିଁଙ୍କ…

ଭାଇରାଲ୍ ହେଲା ବହୁ ଚର୍ଚ୍ଚିତ ଯୋଡ଼ି ପରିଣୀତି ଓ ରାଘବଙ୍କ ବିବାହ ସମ୍ପର୍କିତ ସମ୍ପୁର୍ଣ୍ଣ ଖବର

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଡ଼ାଙ୍କୁ ନେଇ ଏବେ ସବୁଠୁ ଚର୍ଚ୍ଚା ଚାଲିଛି। ଦୁହିଁଙ୍କ ନିର୍ବନ୍ଧ ପରଠୁ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ବିବାହ ସଂପର୍କିତ ଖବରକୁ ତାଙ୍କର ଶୁଭେଚ୍ଛୁ ଓ ପ୍ରଶଂସକମାନେ…

ବିବାହ ବନ୍ଧନରେ ଆବଦ୍ଧ ହେବେ ରାଘବ ଓ ପରିଣୀତି, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବାଜିବ ଶାହାନାଇ । ବିବାହ କରିବେ ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିବା ଖବର ପ୍ରଚାର ହେଉଥିବା ବେଳେ ଅକ୍ଟୋବରରେ ବିବାହ କରିବାକୁ ଯାଉଛନ୍ତି । ସୋମବାର ପରିଣୀତି ସେଲିବ୍ରିଟି…

ନିର୍ବନ୍ଧ କରିବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା…ଜାଣନ୍ତୁ କେବେ ?

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏପ୍ରିଲ ୧୦ରେ ଦୁହେଁ କରିପାରନ୍ତି ନିର୍ବନ୍ଧ । ସେଥିପାଇଁ ଚାଲିଛି ସମସ୍ତ ପ୍ରସ୍ତୁତି । ଗତ କିଛି ଦିନ ହେବ ଦୁଇଜଣଙ୍କ ମିଳାମିଶାକୁ ନେଇ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା ।…

ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ପରିଣୀତି, ସାଇନା ନେହୱାଲଙ୍କ ଲୁକରେ ସେୟାର କଲେ ଫଟୋ 

ମୁମ୍ବାଇ: ସାଇନା ନେହୱାଲଙ୍କ ଲୁକରେ ଫଟୋ ସେୟାର କରିଛନ୍ତି ପରିଣୀତି ଚୋପ୍ରା ।  ଏକଦମ୍ ସାଇନାଙ୍କ ଲୁକ୍ ଓ ଷ୍ଟାଇଲରେ ସେ ଫଟୋ ପୋଷ୍ଟ କରିଛନ୍ତି । ପରିଣୀତି ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋ ସାଇନାଙ୍କର ଏବଂ ଅନ୍ୟଟି ପରିଣୀତିଙ୍କର । ଟ୍ବିଟର ୟୁଜର୍ସ ଏହି ଫଟୋରେ ପରିଣୀତିଙ୍କ…

ଜୋମାଟୋ ଡେଲିଭରୀ ବଏଙ୍କୁ ନ୍ୟାୟ ଦେବାକୁ ପରିଣୀତି ଚୋପ୍ରାଙ୍କ ଅପିଲ : କହିଲେ ‘ଅମାନବୀୟ, ହୃଦୟ ବିଦାରକ’

ମୁମ୍ବାଇ: ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ମହିଳାଙ୍କ ନାକ ଫାଟି ରକ୍ତସ୍ରାବ ହେଉଥିଲା ଏବଂ ସେ ଫୁଡ୍ ସର୍ଭିସ୍ ଜୋମାଟୋ ଡେଲିଭରୀ ବଏ ବିରୋଧରେ ମାରପିଟ୍ ଅଭିଯୋଗ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଜୋମାଟୋ ଡେଲିଭରୀ ବଏଙ୍କୁ ଗିରଫ କରାଯାଇଛି । ଏବେ…

ଜୋମାଟୋ ଇଣ୍ଡିଆର ଡେଲିଭରି ବଏ୍‌ ସମର୍ଥନରେ ମୁହଁ ଖୋଲିଲେ ପରିଣୀତି

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜଣେ ମହିଳା ଜୋମାଟୋ ଡେଲିଭରି ବଏ୍‌ଙ୍କ ଉପରେ‌ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି। ମହିଳା ଅଭିଯୋଗ କରିଛନ୍ତି ଯେ ନିୟମ ଉଲ୍ଲଘଂନ କରି ଡେଲିଭରି ବଏ୍ ଜଣକ‌ କେବଳ ତାଙ୍କ ସହ ଅପବ୍ୟବହାର କରିନାହାନ୍ତି ବରଂ ତାଙ୍କ ମୁହଁକୁ ଆଘାତ ମଧ୍ୟ ଦେଇଛନ୍ତି। ଏ ନେଇ…

ଆଉ ରୋମାନ୍ସ କରିବାକୁ ପସନ୍ଦ କରୁନାହାନ୍ତି ପରିଣିତି

ମୁମ୍ବାଇ: ଚୁଲବୁଲି ହସ, ବିନ୍ଦାସ ଅଭିନୟ । ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କୀୟ ହୋଇଥିଲେ ବି ନିଜ ବଳରେ ବଲିଉଡରେ ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା । ପ୍ରଥମେ ରୋମାଣ୍ଟିକ ଫିଲ୍ମ କରିବାକୁ ସେ ପସନ୍ଦ କରୁଥିଲେ । ହେଲେ ଏବେ କିଛି ହଟ୍‌କେ କରିବାକୁ ଯୋଜନା କରିଛନ୍ତି ।…