Latest Odisha News
Browsing Tag

Parliament moonson session

ଆଜି ଶେଷ ହୋଇପାରେ ଉଭୟ ଗୃହର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜି ଉଭୟ ସଦନର ମୌସୁମୀ ଅଧିବେଶନ ଶେଷ ହୋଇପାରେ । ୧ ଅକ୍ଟୋବର ଯାଏଁ ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜି ଶେଷ କରିବାକୁ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ମତ ଲୋଡାଯାଇଥିବା ବେଳେ ଏଥିରେ ଉଭୟ ସହମତ ଥିବା ଜଣାପଡିଛି । ୧୪ ସେପ୍ଟେମ୍ବରରେ…

ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ମୌସୁମୀ ଅଧିବେଶନ ବଏକଟ୍ କଲେ ବିରୋଧୀ

ନୂଆଦିଲ୍ଲୀ: ବିରୋଧୀଙ୍କ ଜୋରଦାର ହଙ୍ଗାମା ଭିତରେ ରାଜ୍ୟସଭାରେ ପାସ୍ ହେଲା ତୃତୀୟ କୃଷି ବିଲ୍ । ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ-୨୦୨୦ ରାଜ୍ୟସଭାରେ ପାରିତ ହୋଇଛି । ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ଶସ୍ୟ, ଡାଲି, ତେଲ ମଂଜି, ଖାଇବା ତେଲ, ପିଆଜ ଏବଂ ଆଳୁ ହଟାଇବାକୁ ନେଇ ଆଗତ ହୋଇଥିବା…

ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ହେଲ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ । ସେ ବାଚନିକା ଭୋଟରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାୟିଡୁ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ମନୋଜ ଝା ପ୍ରାର୍ଥୀ ହୋଇଥିଲେ । ତାଙ୍କୁ ହରାଇ ଲଗାତର…

ଲୋକସଭାରେ ଉଠିଲା ଡ୍ରଗ୍ସ ଚାଲାଣ ମାମଲା

ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ଡ୍ରଗ୍ସ ଚାଲାଣ ମମଲା । ବଲିଉଡରେ ଡ୍ରଗ୍ସ ଚଳନକୁ ନେଇ ସୋମବାର ଦିନ ସଂସଦରେ ଆଲୋଚନା ହୋଇଛି। ବିଜେପି ସାଂସଦ ରବି କିଶନ ଆଜି ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଡ୍ରଗ୍ସ ଚାଲାଣ ମାମଲାକୁ ଗୁରୁତ୍ୱ ଦେଇଛନ୍ତି ।ଏହା ସହିତ ଏକ ବଡ଼ ଧରଣର ତଦନ୍ତ କରିବା…

ଲକଡାଉନ୍ ବେଳେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଜାଣିନାହାନ୍ତି ସରକାର

ନୂଆଦିଲ୍ଲୀ: ଆଜି କରୋନା ମହାମାରୀ ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଏଥର ବିରୋଧୀଙ୍କ ପକ୍ଷରୁ ଲିଖିତ ଆକାରରେ ପ୍ରଶ୍ନ ପଚରାଯାଉଛି। କରୋନା ସଙ୍କଟ ଓ ଲକଡାଉନ୍ ବେଳେ ପ୍ରବାସୀ ଶ୍ରମିକ ଅନେକ ସମସ୍ୟରେ ସମ୍ମୁଖୀନ ହୋଇଛନ୍ତି । ଏହକୁ ନେଇ ବିରୋଧୀ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି…

ସେପ୍ଟେମ୍ବର ୧୪ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ସେପ୍ଟେମ୍ବର ୧୪ରୁ ଏହି ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୧ ଯାଏ ଚାଲିବ । ଏନେଇ ଏକ ସୂତ୍ରରୁ ଜଣାପଡିଛି । ଚଳିତ ଅଧିବେଶନରେ ସଂସଦର ଉଭୟ ଗୃହ ବିନା ଅଫ୍ ଡେ’ରେ ଚାଲିବ । ଅର୍ଥାତ୍ ଶନିବାର ଓ ରବିବାର ଛୁଟି…