Latest Odisha News

BREAKING NEWS

Browsing Tag

Patna

ପିଲାଖେଳରୁ ମହାଭାରତ; ଦମ୍ପତିଙ୍କ ଉପରକୁ ପେଟ୍ରୋଲ ଫିଙ୍ଗି ଜାଳିଦେଲେ

ପାଟନା: ପିଲାକଳିରୁ ମହାଭାରତ । ଛୋଟ ପିଲାଙ୍କ କଳିକୁ ନେଇ ଦମ୍ପତିଙ୍କ ଉପରେ ପେଟ୍ରୋଲ ଢାଳି ଦେଲେ ।ପାଖରେ ଥିବା ମହମବତୀରୁ ନିଆଁ ଲାଗିଯିବାରୁ ଜଳିଗଲେ ଦଳିତ  ଦମ୍ପତି ।  ଏମିତି ଘଟଣା ଘଟିଛି ବିହାରର ବେଗୁସରାଇ ଅଞ୍ଚଳରେ  ।   ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଭୟଙ୍କୁ ନିକଟସ୍ଥ…

ବାଲିରେ ୫୨୦ ବୋତଲ ମଦ ଲୁଚେଇ ରଖିଥିଲେ ମଦ ମାଫିଆ, ଗଙ୍ଗା ନଦୀ କୂଳରୁ ଜବତ କଲା ପୋଲିସ 

ପାଟନା: ପାଟନା ଓ ସୋନପୁରରେ ପୋଲିସ ୨୦ ଲକ୍ଷ ଟଙ୍କାର ମଦ ଜବତ କରିଛି । ଏହି ମଦ ବାଲି ତଳେ ଲୁଚାଇ ରଖାଯାଇଥିଲା । ମଦ ମାଫିଆ ସୋନପୁର ଅଞ୍ଚଳରେ ଗଙ୍ଗାନଦୀ କୂଳରେ ବାଲି ତଳେ ଓ କ୍ଷେତରେ ମଦ ଲୁଚାଇ ରଖିଥିଲେ । କିନ୍ତୁ ପୋଲିସକୁ କୌଣସି ପ୍ରକାରେ ତାର ସୂଚନା ମିଳିଯାଇଥିଲା । ପୋଲିସ ଗଙ୍ଗା…

ମାଲ ବୋଝେଇ ଅଟୋ ଓଲଟି ୧୪ ମହିଳା ଆହତ

ପାଟଣା: ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଅଟୋ ଓଲଟି ୧୪ ମହିଳା ଆହତ । କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା-କରଞ୍ଜିଆ ରାସ୍ତାର ଖୁଞ୍ଚିବେଡା ନିକଟରେ ଘଟିଛି ଦୁର୍ଘଟଣା । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି ।…

ଜନ୍ମଦିନ ଉତ୍ସବକୁ ଡାକି ପ୍ରତିଶୋଧ, ଦୁଇ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା 

ପାଟନା: ଜନ୍ମଦିନ ପାର୍ଟିକୁ ଡାକି ଦୁଇ ଭାଇଙ୍କୁ ହତ୍ୟା । ହାତ ଗୋଡ଼ରେ ରଶି ବାନ୍ଧି ବେକରେ ତାର ଗୋଡ଼ାଇ ହତ୍ୟା କରିବା ସହ ଶରୀରକୁ ଛୁରୀରେ ଭୁଶି ଲହୁ ଲୁହାଣ କରି ଫିଙ୍ଗି ଦେଇଛନ୍ତି ଅଭିଯୁକ୍ତ । ଦୁଇ ଭାଇଙ୍କୁ ସମାନ ଢ଼ଙ୍ଗରେ ହତ୍ୟା କରାଯାଇଥିବା ବେଳେ ଦୁଇ ଜଣଙ୍କ ମୃତଦେହ ଦୁଇଟି ସ୍ଥାନରୁ…

ପୁଣି ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

ପାଟନା: ପୁଣି ମୁଖ୍ୟମନ୍ତ୍ରୀ ହେବ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନୀତିଶ । ବିହାରରେ ପୁଣି ରାଜ କରିବେ ନୀତିଶ-ସୁଶିଲ ଯୋଡି । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର । ସେହିଭଳି ଉପମୁଖ୍ୟମନ୍ତ୍ରୀ ନେଇ ରହିଥିବା ସସପେନ୍ସ ବି ଦୂର ହୋଇଛି । ବର୍ତମାନର…

ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର

ପାଟଣା: ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ଦିନ ପ୍ରାୟ ୧୦ ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତକାଲି ପାଟନାରେ ପାର୍ଥିବ ଶରୀର ପହଞ୍ଚିବା ପରେ ଲୋକ ଜନଶକ୍ତି ପାର୍ଟି ଅଫିସକୁ ନିଆଯାଇଥିଲା । ସେଠାରେ…

[ଭାଇରାଲ ଭିଡିଓ] ମଦ ମାଫିଆଙ୍କ ମାଡରେ ଲହୁଲୁହାଣ ପୋଲିସ !

ବିହାର: ଦିନ ଦ୍ୱିପହରେ ପୋଲିସକୁ ଖୋଲାଖୋଲି ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିଆରେ ଭଇରାଲ୍ ହୋଇଥିବା ଏହି ଭିଡିଓଟି ବିହାର ପାଟନାରୁ ଆସିଛି । ଯେଉଁଠି ମଦ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିଲେ ଜଣେ ପୋଲିସ କର୍ମଚାରୀ । ପୋଲିସ କର୍ମୀଙ୍କ ଦୋଷ କେବଳ ଏତିକି ଥିଲା ବେଆଇନ ମଦ କାରବାରକୁ ନେଇ…

ଖଣି ଖାଦାନରୁ ମିଳିଲା ୫୦ ଲକ୍ଷ ଟଙ୍କାର ହୀରା ଖଣ୍ଡ

ପାଟଣା: ଖଣି ଖାଦାନରୁ ମିଳିଲା ୧୦. ୬୯ କ୍ୟାରେଟର ହୀରା ଖଣ୍ଡ । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା । ମଧ୍ୟପ୍ରଦେଶ ପାଟଣା ଜିଲ୍ଲା ଅନ୍ତର୍ଗତ ରାଣୀପୁର ଅଞ୍ଚଳରେ ଥିବା ଗୋଟିଏ ଖଣି ଖାଦାନରୁ ଗତକାଲି ହୀରା ଖଣ୍ଡ ମିଳିଥିଲା । ରାଣୀପୁର ଅଞ୍ଚଳରେ ଥିବା ଏହି ଖଣିକୁ ଲିଜରେ ନେଇଛନ୍ତି ୩୫ ବର୍ଷୀୟ…