Latest Odisha News

BREAKING NEWS

Browsing Tag

paytm

ରଦ୍ଦ ହୋଇପାରେ ପେଟିଏମର ଲାଇସେନ୍ସ, RBI ଦେଲା ଏହି ବଡ଼ କାରଣ

ନୂଆଦିଲ୍ଲୀ: ଅନଲାଇନ୍ ପେମେଣ୍ଟ ଆପ୍ ପେଟିଏମ୍ ର ସମସ୍ୟା ଦିନ କୁ ଦିନ ବଢିବାରେ ଲାଗିଛି। ୨ ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ କ୍ରେଡିଟ୍ କାରବାର ଏବଂ କୌଣସି ପ୍ରକାର ଜମା ନେବାକୁ ବାରଣ କରିଛି। ଏଥି ସହିତ, ଜମାକାରୀଙ୍କ ଅର୍ଥକୁ…

ସେୟାର ବଜାରରେ ପେଟିଏମ ଚିନ୍ତା 

ନୂଆଦିଲ୍ଲୀ :ଏବେ ସେୟାର ବଜାରରେ ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମକୁ ନେଇ ଚିନ୍ତା କରୁଛନ୍ତି ନିବେଶକ। ଲଗାତାର ପେଟିଏମର ସଙ୍କଟ ବଢ଼ି ବଢ଼ି ଯାଉଛି। ଗୁରୁବାର ଦିନ କମ୍ପାନୀର ସେୟାରରେ ୨୦% ହ୍ରାସ ପାଇଥିଲା। କମ୍ପାନୀର ବ୍ୟାଙ୍କିଙ୍ଗ ସେବା ଉପରେ ଆରବିଆଇର କଟକଣା…

୮୦୯ ଟଙ୍କାର ଗ୍ୟାସ୍ ମିଳିବ ମାତ୍ର ୯ ଟଙ୍କାରେ ! ଜାଣନ୍ତୁ କେମିତି କରିବେ ବୁକ୍…

ନୂଆଦିଲ୍ଲୀ: ଏପ୍ରିଲ୍ ୧ ତାରିଖରୁ ସାମାନ୍ୟ ଶସ୍ତା ହୋଇଛି ଗ୍ୟାସ୍ ସିଲିଣ୍ଡର । ସିଲିଣ୍ଡର ପିଛା ୧୦ ଟଙ୍କା ହ୍ରାସ୍ ପାଇ ୧୪.୨ କେଜିର ଏଲପିଜି ଦାମ ଦିଲ୍ଲୀରେ ୮୦୯ ଟଙ୍କା ରହିଛି । ଘରୋଇ ଗ୍ୟାସ୍ ବୁକିଂ ଉପରେ ପେଟିଏମ୍ ତାର ଗ୍ରାହକଙ୍କ ଲାଗି ବମ୍ପର୍ ଅଫର ଆଣିଛି । ଏହି ଅଫରରେ ୮୦୯ ଟଙ୍କାର…

ଗୁଗୁଲ ପ୍ଲେ-ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍‌, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର : ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ଆପ୍ଲିକେସନ ପେଟିଏମକୁ ପ୍ଲେ-ଷ୍ଟୋରରୁ ହଟାଇ ଦେଇଛି ଗୁଗୁଲ୍ । ଏହା ଦ୍ୱାରା ଏବେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆଉ ପେ ଟିମ୍ ଆପ୍ ଡାଉନଲୋଡ କରାଯାଇପାରିବ ନାହିଁ । ତେବେ ପେଟିଏମର ମୂଳ କମ୍ପାନି ୱାନ୯୭ କମ୍ୟୁନିକେସନ ମାଲିକାନାରେ ଥିବା ପେଟିଏମ୍ ମନି…

‘ପିଏମ୍ କେୟାର୍ସ ପାଣ୍ଠି’କୁ ୧୦୦ କୋଟି ଦେଲା ପେଟିଏମ୍ !

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ କହିଛି ଯେ ଏହା ପିଏମ୍ - କେୟାର୍ସ ପାଣ୍ଠିରେ ୧୦୦ କୋଟିରୁ ଅଧିକ ଟଙ୍କା ଯୋଗଦାନ କରିଛି।  ଏହି ପାଣ୍ଠି କରୋନାଭାଇରସ୍ ରୋଗ ସହିତ ଲଢ଼ିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି |  ଏହି ପାଣ୍ଠିରେ ୫୦୦ କୋଟି ଟଙ୍କା ଦାନ କରାଯିବ ବୋଲି…

ୟେସ୍‌ ବ୍ୟାଙ୍କ ଅଂଶଧନ କିଣିବ ପେଟିଏମ୍‌

ନୂଆଦିଲ୍ଲୀ: ଘରୋଇ ୟେସ୍‌ ବ୍ୟାଙ୍କର ଅଂଶଧନ କିଣିବାକୁ ଯାଉଛି ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଦେଶର ଅଗ୍ରଣୀ କମ୍ପାନୀ ଭାବେ ପରିଚୟ ସୃଷ୍ଟି କରି ପରିଥିବା 'ପେଟିଏମ୍‌' । ମିଳିଥିବା ସୂଚନା ଅନୁଯାୟୀ, ଅଂଶଧନ କିଣିବିକା ନେଇ ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ସହ ଆଲୋଚନା…

ମହଙ୍ଗା ପଡିବ ପେଟିଏମରେ ପେମେଣ୍ଟ କରିବା

ନୂଆଦିଲ୍ଲୀ: ପେଟିଏମରେ ପେମେଣ୍ଟ କରୁଥିଲେ ହୋଇଯା’ନ୍ତୁ ସାବଧାନ । ଆଜିଠାରୁ ପେଟିଏମ୍ ଡିସକାଉଣ୍ଟ ରେଟର ବୋଝକୁ ଗ୍ରାହକଙ୍କ ଉପରେ ଲଦିବାକୁ ଯାଉଛି । ବ୍ୟାଙ୍କ ଓ ବିଭିନ୍ନ ଏଟିଏମ କାର୍ଡ କମ୍ପାନୀ ଏମଡିଆର(ମରଚାଣ୍ଟ ଡ଼ିସକାଉଣ୍ଟ ରେଟ) ପ୍ରତିଟି ଡିଜିଟାଲ ଡ଼ିସକାଉଣ୍ଟ ଉପରେ ନେଇଥାନ୍ତି ।…