Latest Odisha News

BREAKING NEWS

Browsing Tag

PDS

ପ୍ଲାଷ୍ଟିକ ଚାଉଳ ନୁହଁ, ଭିଟାମିନ୍ ଯୁକ୍ତ ବୋଲି କହିଲେ ମନ୍ତ୍ରୀ

ଭୁବନେଶ୍ୱର: ପିଡିଏସରେ ପ୍ଲାଷ୍ଟିକ ଚାଉଳ । ଏନେଇ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ପରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଗତକାଲି ଚିଠି ଲେଖିଥିଲେ । ପ୍ଲାଷ୍ଟିକ ଚାଉଳ ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି…

PDSରେ ପ୍ଲାଷ୍ଟିକ ଚାଉଳ ! କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି…

ରସିଦ କହିବ ଚାଉଳ କାହାର ?

ଭୁବନେଶ୍ୱର: ମାଗଣା ଚାଉଳକୁ ନେଇ ଆଉ ଚଳିବନି ରାଜନୀତି । ମିଛରେ ନିଜର କହି ଆଉ ବାହାବାହା ନେଇ ପାରିବେନି ରାଜ୍ୟ ସରକାର । ମାଗଣା ଚାଉଳ କାହାର ? ରାଜ୍ୟ ଦେଉଛି ନା କେନ୍ଦ୍ର ? ଏନେଇ ବିବାଦ ପରେ ଚଳିତ ଜାନୁଆରୀ ମାସରୁ କେନ୍ଦ୍ର ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ…

ବିଦ୍ୟାଳୟକୁ ଆସୁନି ଚାଉଳ, ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଛାତ୍ରଛାତ୍ରୀ

ଯାଜପୁର : ବିଦ୍ୟାଳୟରେ ଦୀର୍ଘଦିନ ଧରି ବନ୍ଦ ରହିଛି ମଧ୍ୟାହ୍ନ ଭୋଜନ । ଉପାସରେ ଘରକୁ ଫେରୁଛନ୍ତି ଛାତ୍ର ଛାତ୍ରୀ । ବିଂଝାରପୁର ବ୍ଲକର ବିଦ୍ୟାଳୟକୁ ଦୀର୍ଘଦିନ ହେଲା ଚାଉଳ ଆସୁନଥିବାରୁ ମଧ୍ୟାହ୍ନ ଭୋଜନ ହେଉନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ । ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ର ଛାତ୍ରୀ ଘରକୁ…

ପିଡିଏସ ଦୁର୍ନୀତି ଅଭିଯୋଗ ନେଇ ବିଡିଓଙ୍କ ଦ୍ବାରସ୍ଥ ହେଲେ ହିତାଧିକାରୀ

ନୂଆପଡା : ହିତାଧିକାରୀଙ୍କୁ ମିଳୁନି ପିଡ଼ିଏସ ସାମଗ୍ରୀ । କାର୍ଡ଼ ବନ୍ଦ ହୋଇଥିବା କହି ଫେରାଇ ଦେଉଛନ୍ତି । ଏଭଳି ଦୃଶ୍ୟ ନୂଆପଡ଼ା ଜିଲ୍ଲା ତୁକୁଲା ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ହିତାଧିକାରୀ ପଞ୍ଚାୟତକୁ ସାମଗ୍ରୀ ଆଣିବାକୁ ଗଲେ ତୁମର କାର୍ଡ ବନ୍ଦ ହୋଇଯାଇଛି କହି ଫେରାଇ…

ହିତାଧିକାରୀଙ୍କ ଦୁଇ ମାସର ଚାଉଳ ହଡ଼ପ

ନବରଙ୍ଗପୁର: ପୁଣି ନଜରକୁ ଆସିଲା ଚାଉଳ ବଣ୍ଟନରେ ଅନିୟମିତତା। ପିଡ଼ିଏସ ଚାଉଳ ବଣ୍ଟନ କରିବାର ଦାୟିତ୍ୱ ଯାହା ଉପରେ ନ୍ୟସ୍ତ ଥିଲା, ସେ ଖାଇଗଲେ ୯ ଶହରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଚାଉଳ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ପଞ୍ଚାୟତରେ ଘଟିଛି ଏଭଳି ଚାଉଳ ହଡ଼ପ ଘଟଣା। ଏହି…

ପିଡିଏସ ଚାଉଳ ବଣ୍ଟନରେ ଦୁର୍ନୀତି ଅଭିଯୋଗ

ନୂଆପଡା : ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆଣିଲେ ରଜନା ପଂଚାୟତ ବାସୀ । ୮୮୬ ହିତାଧିକାରୀଙ୍କ ଚାଉଳ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ପଂଚାୟତ ଚାରି ଗୋଟି ଗାଁକୁ ନେଇ ଗଠିତ । ଏହି ପଂଚାୟତର ଅଧିବାସୀ ତିଖାଲି ଡ୍ୟାମ ନିର୍ମାଣରେ…

କାନପୁରା ଗାଁରେ ପିଡିଏସ ଦୁର୍ନୀତି ଅଭିଯୋଗ; ଭୂତ ନାଁରେ ଚାଉଳ ହଡ଼ପ କଲେ ସମ୍ପାଦିକା!

କାମାକ୍ଷାନଗର: କାନପୁରା ଗାଁରେ ପିଡିଏସ ଚାଉଳ ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ସଂଘର ସମ୍ପାଦିକା ଜ୍ୟୋସ୍ନାମୟୀ ବିଶ୍ୱାଳଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଭୂତ ନାଁରେ ଚାଉଳ ହଡପ…