Latest Odisha News

BREAKING NEWS

Browsing Tag

Petrol And Diesel Price Hiked

ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ରବିବାର ଦିନ କ୍ରମାଗତ ଭାବେ ପଞ୍ଚମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ମହଙ୍ଗା ହୋଇଛି। ଅନ୍ତର୍ଜାତୀୟ ତୈଳ ମୂଲ୍ୟରେ କ୍ରମାଗତ ବୃଦ୍ଧି ପରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଥମିବାର ନା ନେଉନି ତୈଳ ଦର। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ରେକର୍ଡ ସ୍ତରରେ ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ଭାରତର ସମସ୍ତ ପ୍ରମୁଖ ସହରରେ ରେକର୍ଡ ସ୍ତରରେ ବିକ୍ରି ହେଉଛି। ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୫.୮୪ ଟଙ୍କାରେ…

ପୁଣି ବଢିଲା ପେଟ୍ରୋଲ୍‌, ଡିଜେଲ୍‌ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଶନିବାର ଦିନ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨୪ ପଇସା ଏବଂ ଡିଜେଲ ଲିଟର ପିଛା ୧୫ ପଇସା ବୃଦ୍ଧି କରି ଦୁଇଟି ଇନ୍ଧନକୁ ଲିଟର ପିଛା ଟଙ୍କା ୪.୮୭ ଏବଂ ମାତ୍ର ୪.୯୯ ମହଙ୍ଗା କରିଛନ୍ତି। ଚଳିତ ମାସର ୧୬ ତମ ମୂଲ୍ୟ ବୃଦ୍ଧି ସହିତ…

ମାସକରେ ୧୨ ଥର ବଢ଼ିଲାଣି ତୈଳଦର, ରାଜ୍ୟରେ ୯୫ ଟଙ୍କା ଟପିଲା ପେଟ୍ରୋଲ

ଭୁବନେଶ୍ୱର: ତେଲରେ ଲାଗିଛି ନିଆଁ । ନିୟମିତ ବ୍ୟବଧାନରେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୪ ପଇସା ବଢ଼ିଥିବା ବେଳେ ଡିଜେଲି ୩୨ ପଇସା ଲିଟର ପିଛା ବଢ଼ିଛି । ଯାହାର ସିଧା ପ୍ରଭାବ ପଡ଼ିଛି ଖାଉଟିଙ୍କ ଉପରେ । ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସର୍ବାଧିକ ଦର…

ପୁଣି ବଢ଼ିଲା ତୈଳଦର, ମାଲକାନଗିରି ଜିଲ୍ଲାରେ ୯୪ ଟଙ୍କା ଡେଇଁଲା ପେଟ୍ରୋଲ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ତୈଳଦର । ରାଜ୍ୟର ୨୦ଟି ଜିଲ୍ଲାରେ ପେଟ୍ରୋଲ ଦାମ ୯୦ ଟଙ୍କା ଉପରେ ରହିଛି । ରାଜ୍ୟର ପେଟ୍ରୋଲର ସର୍ବାଧିକ ଦର ମାଲକାନଗିରି ଜିଲ୍ଲାରା ଲିଟର ପିଛା ୯୪ ଟଙ୍କା ୮ ପଇସା ରହିଛି । ଲଗାତାର ଦୈଳଦର ବଢ଼ୁଥିବା ବେଳେ ଆସନ୍ତାକାଲି ୬ ଘଣ୍ଟିଆ ହରତାଳ ଡାକରା…